ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା : ଗୋଲକ ଓ ଭୃଗୁଙ୍କୁ ନୋଟିସ୍

ଗଞ୍ଜାମ(ଓଡ଼ିଶା ରିପୋର୍ଟର) ଗଞ୍ଜାମ ଜିଲ୍ଲା ଛତ୍ରପୁର କାଉନସିଲର୍ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣାରେ ଦୁଇ ବିଜେପି ନେତାଙ୍କୁ ନୋଟିସ୍। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଓ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ଆଜି ନୋଟିସ୍‌ ଜାରି କରାଯାଇଛି। ଛତ୍ରପୁର ଥାନା ପୁଲିସ ଭୃଗୁଙ୍କୁ ଫେବ୍ରୁଆରୀ ୭ ଓ ଗୋଲକଙ୍କୁ ଫେବ୍ରୁଆରୀ ୯ ତାରିଖରେ ଥାନାରେ ହାଜର ପାଇଁ ନୋଟିସ୍‌ ଦିଆଯାଇଥିବା ଛତ୍ରପୁର ଏସ୍‌ଡିପିଓ ସୂଚନା ଦେଇଛନ୍ତି।  ୨୦୧୭ ସେପ୍ଟେମ୍ବର ୧୭ ତାରିଖର ଘଟଣା। ସାରା ରାଜ୍ୟରେ […]

golka-1

golka-1

Tapas Behera
  • Published: Tuesday, 29 January 2019
  • Updated: 29 January 2019, 10:08 PM IST

Sports

Latest News

ଗଞ୍ଜାମ(ଓଡ଼ିଶା ରିପୋର୍ଟର) ଗଞ୍ଜାମ ଜିଲ୍ଲା ଛତ୍ରପୁର କାଉନସିଲର୍ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣାରେ ଦୁଇ ବିଜେପି ନେତାଙ୍କୁ ନୋଟିସ୍। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଓ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ଆଜି ନୋଟିସ୍‌ ଜାରି କରାଯାଇଛି।

ଛତ୍ରପୁର ଥାନା ପୁଲିସ ଭୃଗୁଙ୍କୁ ଫେବ୍ରୁଆରୀ ୭ ଓ ଗୋଲକଙ୍କୁ ଫେବ୍ରୁଆରୀ ୯ ତାରିଖରେ ଥାନାରେ ହାଜର ପାଇଁ ନୋଟିସ୍‌ ଦିଆଯାଇଥିବା ଛତ୍ରପୁର ଏସ୍‌ଡିପିଓ ସୂଚନା ଦେଇଛନ୍ତି।

 ୨୦୧୭ ସେପ୍ଟେମ୍ବର ୧୭ ତାରିଖର ଘଟଣା। ସାରା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ୍ ଅଶାନ୍ତ ହୋଇଯାଇଥିଲା। ଆଉ ଏତିକି ବେଳେ ଗଞ୍ଜାମ ଜିଲ୍ଲା ଛତ୍ରପୁରର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ନିର୍ମମ ଭାବେ ସଂଘବଦ୍ଧ ଭାବେ କେତେକ ଯୁବକ ଆକ୍ରମଣ କରିଥିଲେ। ଫଳରେ ଲକ୍ଷ୍ମୀଦତ୍ତଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story