ଏବେ ଫେରିବନି ‘ସୁନ୍ଦରୀ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାତକୋଶିଆରୁ ଏବେ ‘କାହ୍ନା’ ଅଭୟାରଣ୍ୟକୁ ଯିବନି ବାଘୁଣୀ ‘ସୁନ୍ଦରୀ’। ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟ ଘୋରେଲାରେ ଏବେ ୨ଟି ବାଘ ଅଛନ୍ତି। ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପରେ ‘ସୁନ୍ଦରୀ’କୁ ସ୍ଥାନାନ୍ତର କରାଯିବ ବୋଲି ଚିଫ୍ ୱାଇଲ୍‌ଡ ଲାଇଫ୍‌ ୱାର୍ଡେନ୍‌ ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟପ୍ରଦେଶ ସରକାରଙ୍କୁ ଲେଖିଥିବା ଚିଠିରେ ‘ସୁନ୍ଦରୀ’କୁ ଫେରାଇ ଦେବାକୁ ରାଜ୍ୟ ସରକାର ସମ୍ମତି ପ୍ରକାଶ କରିଥିଲେ। ରାଜ୍ୟରେ ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ ୨୦୧୮ ମସିହାରେ ରାଜ୍ୟ ସରକାର […]

Sundari-1-3-1

Sundari-1-3-1

Manoranjan Sial
  • Published: Wednesday, 05 February 2020
  • Updated: 05 February 2020, 04:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାତକୋଶିଆରୁ ଏବେ ‘କାହ୍ନା’ ଅଭୟାରଣ୍ୟକୁ ଯିବନି ବାଘୁଣୀ ‘ସୁନ୍ଦରୀ’। ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟ ଘୋରେଲାରେ ଏବେ ୨ଟି ବାଘ ଅଛନ୍ତି। ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପରେ ‘ସୁନ୍ଦରୀ’କୁ ସ୍ଥାନାନ୍ତର କରାଯିବ ବୋଲି ଚିଫ୍ ୱାଇଲ୍‌ଡ ଲାଇଫ୍‌ ୱାର୍ଡେନ୍‌ ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି।

ପୂର୍ବରୁ ମଧ୍ୟପ୍ରଦେଶ ସରକାରଙ୍କୁ ଲେଖିଥିବା ଚିଠିରେ ‘ସୁନ୍ଦରୀ’କୁ ଫେରାଇ ଦେବାକୁ ରାଜ୍ୟ ସରକାର ସମ୍ମତି ପ୍ରକାଶ କରିଥିଲେ।

ରାଜ୍ୟରେ ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ ୨୦୧୮ ମସିହାରେ ରାଜ୍ୟ ସରକାର ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ‘ସୁନ୍ଦରୀ’କୁ ଆଣିଥିଲେ। ପରୀକ୍ଷାନିରୀକ୍ଷା ପରେ ‘ସୁନ୍ଦରୀ’କୁ ସାତକୋଶିଆ ଅଭୟାରଣ୍ୟରେ ଛଡ଼ା ଯାଇଥିଲା। ତେବେ ‘ସୁନ୍ଦରୀ’ ଅଭୟାରଣ୍ୟର କୋର ଏରିଆକୁ ନଯାଇ ଜନବସତି ଆଖପାଖରେ ଘୂରି ବୁଲୁଥିଲା। ସମୟ ସୁବିଧା ଦେଖି ଗୃହପାଳିତ ପଶୁ ଓ ମଣିଷ ଶିକାର କରୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ସାତକୋଶିଆ ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଗାଁ ଗୁଡ଼ିକରେ ଉତ୍ତେଜନା ପ୍ରକାଶ ପାଇଥିଲା। ବାଘୁଣୀ ‘ସୁନ୍ଦରୀ’ ଫେରାଇ ନିଅ, ନହେଲେ ମାରିଦେବୁ-ଗାଁ ଏକେ ଏପରି ନାରା ଦେଇଥିଲେ।

ବାଘୁଣୀ ‘ସୁନ୍ଦରୀ’କୁ ଫେରାଇନେବା ଦାବି ଦିନକୁ ଦିନ ତୀବ୍ର ହେବାରୁ ଶେଷରେ ରାଜ୍ୟ ସରକାର ଗାଁ ଲୋକଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ଥିଲେ। ଆଉ ତା’ପରେ ‘ସୁନ୍ଦରୀ’କୁ କାବୁ କରିବା ପାଇଁ ଆରମ୍ଭ କଲେ ଉଦ୍ୟମ। ହେଲେ ବାଘୁଣୀ ‘ସୁନ୍ଦରୀ’ ଖେଳିଲା ଲୁଚକାଳି ଖେଳ। ବନ ବିଭାଗର କାବୁକୁ ଆସିଲା ନାହିଁ। ଟ୍ରାଙ୍କୁଲାଇଜ୍‌ ଟିମ୍‌କୁ ଦେଖି କୋର୍‌ ଏରିଆକୁ ଚାଲିଯାଉଥିଲା ବାଘୁଣୀ ‘ସୁନ୍ଦରୀ’। ଶେଷରେ ଯଶୋଦା ମାଧ୍ୟମରେ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରିବାରେ ସଫଳ ହେଲା ବନ ବିଭାଗ। ଏବେ ବାଘୁଣୀ ‘ସୁନ୍ଦରୀ’ ସାତକୋଶିଆର ରାଇଗୁଡ଼ାରେ ଥିବା ସ୍ୱତନ୍ତ୍ର ଏନ୍‌କ୍ଲୋଜରରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story