ନୂଆବର୍ଷରେ ସୁରକ୍ଷା ପାଇଁ ଭୁବନେଶ୍ୱରରେ ନିୟୋଜିତ ହେବେ ୧୫ ପ୍ଲାଟୁନ ପୋଲିସ

ଭୁବନେଶ୍ୱର: ନୂଆବର୍ଷ ପାଇଁ ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା।୧୫ ପ୍ଲାଟୁନ ପୋଲିସ୍ ଫେ।ର୍ସ ନିୟୋଜିତ କରାଯିବ। ଏଥିସହ ସନ୍ଦିଗ୍ଧଙ୍କ ଉପରେ ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ ବ୍ଲକିଂ କରାଯିବ। ଜିରୋ ନାଇଟ ପାଇଁ ବିଭିନ୍ନ ହୋଟେଲରେ ହେବାକୁ ଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପରେ କଡ଼ା ନଜର ରଖିବ ପୋଲିସ୍। ହୋଟେଲ ଭିତରେ ରାତି ୧୨ ପର୍ଯ୍ୟନ୍ତ ସେଲିବ୍ରେସନ ପାଇଁ ଅନୁମତି ଦିଆଯିବ। ସେହିଭଳି ବାହାରେ ରାତି ୧୦ଟା ପର୍ଯନ୍ତ ମ୍ୟୁଜିକ ବାଜି […]

night patroling by police

Rakesh Mallick
  • Published: Tuesday, 29 December 2015
  • , Updated: 29 December 2015, 02:02 PM IST

ଭୁବନେଶ୍ୱର: ନୂଆବର୍ଷ ପାଇଁ ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା।୧୫ ପ୍ଲାଟୁନ ପୋଲିସ୍ ଫେ।ର୍ସ ନିୟୋଜିତ କରାଯିବ। ଏଥିସହ ସନ୍ଦିଗ୍ଧଙ୍କ ଉପରେ ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ ବ୍ଲକିଂ କରାଯିବ। ଜିରୋ ନାଇଟ ପାଇଁ ବିଭିନ୍ନ ହୋଟେଲରେ ହେବାକୁ ଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପରେ କଡ଼ା ନଜର ରଖିବ ପୋଲିସ୍। ହୋଟେଲ ଭିତରେ ରାତି ୧୨ ପର୍ଯ୍ୟନ୍ତ ସେଲିବ୍ରେସନ ପାଇଁ ଅନୁମତି ଦିଆଯିବ। ସେହିଭଳି ବାହାରେ ରାତି ୧୦ଟା ପର୍ଯନ୍ତ ମ୍ୟୁଜିକ ବାଜି ପାରିବ। ପୋଲିସ୍ ପାଟ୍ରୋଲିଂ କଡାକଡି କରାଯିବ। ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଇଲେ କଡା ପଦକ୍ଷେପ ନିଆଯିବ ବୋଲି  କହିଛନ୍ତି ଡିସିପି ସତ୍ୟବ୍ରତ ଭୋଇ।

Related story