କଲେଜ୍‌ ହଷ୍ଟେଲ୍‌ରେ ପଶିଛି ଭାଲୁ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ସ୍ଥିତ ଆଇଟିଆଇ କଲେଜ୍‌ର ଓବିସି ହଷ୍ଟେଲ୍‌ରେ ଏକ ଭାଲୁ ପଶି ଯାଇଛି। ଭାଲୁ ହଷ୍ଟେଲ୍‌ରେ ପଶି ଥିବା ଜାଣି ପିଲାମାନେ ଉକ୍ତ କୋଠରୀଟିକୁ ବନ୍ଦ କରି ଦେଇଥିଲେ। ପରେ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ।  ଭାଲୁଟିକୁ ଧରିବା ପାଇଁ ଜଙ୍ଗଲ ବିଭାଗ ଅଧିକାରୀମାନେ ଉଦ୍ୟମ ଚଳାଇଛନ୍ତି। ଭାଲୁଟି କାହାର କ୍ଷୟକ୍ଷତି କରି ନ ନାହିଁ। କିନ୍ତୁ ପିଲାମାନେ ଭୟଭୀତ ହୋଇଯାଇଛନ୍ତି।

bear

Rakesh Mallick
  • Published: Friday, 03 February 2017
  • , Updated: 03 February 2017, 12:29 PM IST

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ସ୍ଥିତ ଆଇଟିଆଇ କଲେଜ୍‌ର ଓବିସି ହଷ୍ଟେଲ୍‌ରେ ଏକ ଭାଲୁ ପଶି ଯାଇଛି। ଭାଲୁ ହଷ୍ଟେଲ୍‌ରେ ପଶି ଥିବା ଜାଣି ପିଲାମାନେ ଉକ୍ତ କୋଠରୀଟିକୁ ବନ୍ଦ କରି ଦେଇଥିଲେ। ପରେ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ।  ଭାଲୁଟିକୁ ଧରିବା ପାଇଁ ଜଙ୍ଗଲ ବିଭାଗ ଅଧିକାରୀମାନେ ଉଦ୍ୟମ ଚଳାଇଛନ୍ତି।

ଭାଲୁଟି କାହାର କ୍ଷୟକ୍ଷତି କରି ନ ନାହିଁ। କିନ୍ତୁ ପିଲାମାନେ ଭୟଭୀତ ହୋଇଯାଇଛନ୍ତି।

Related story