ରାଜ୍ୟରେ ପଛୁଆବର୍ଗ ଚିହ୍ନଟ ପାଇଁ ହେବ ସର୍ଭେ: ସଂକଳ୍ପ ପାରିତ, ବିଲ୍ ଗୃହୀତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପଛୁଆବର୍ଗ ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ବିଷୟରେ ସର୍ଭେ ହେବ। ଏନେଇ ଗୃହରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂକଳ୍ପ ଆଗତ କରିବାପରେ ଏହା ସର୍ବସମ୍ମତିକ୍ରମେ ସଂକଳ୍ପ ପାରିତ ହୋଇଛି। ଏହାସହିତ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ(ସଂଶୋଧନ) ବିଲ-୨୦୨୦ ବିଧାନସଭାରେ ଗୃହୀତ ହୋଇଛି। ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ-୧୯୯୩ ଆଇନର ସଂଶୋଧନ କରିବା ସହ ଏକ ନୂଆ ବିଲରେ ଗୃହରେ ଆଗତ କରିଥିଲେ। ଏହି ସଂଶୋଧନ ପରେ ରାଜ୍ୟ ସରକାର ପଛୁଆବର୍ଗର […]

naveen-1--1

naveen-1--1

Manoranjan Sial
  • Published: Monday, 17 February 2020
  • Updated: 17 February 2020, 08:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପଛୁଆବର୍ଗ ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ବିଷୟରେ ସର୍ଭେ ହେବ। ଏନେଇ ଗୃହରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂକଳ୍ପ ଆଗତ କରିବାପରେ ଏହା ସର୍ବସମ୍ମତିକ୍ରମେ ସଂକଳ୍ପ ପାରିତ ହୋଇଛି। ଏହାସହିତ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ(ସଂଶୋଧନ) ବିଲ-୨୦୨୦ ବିଧାନସଭାରେ ଗୃହୀତ ହୋଇଛି। ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ-୧୯୯୩ ଆଇନର ସଂଶୋଧନ କରିବା ସହ ଏକ ନୂଆ ବିଲରେ ଗୃହରେ ଆଗତ କରିଥିଲେ। ଏହି ସଂଶୋଧନ ପରେ ରାଜ୍ୟ ସରକାର ପଛୁଆବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ବିଷୟରେ ସର୍ଭେ କରିବା କମିଶନଙ୍କ ପକ୍ଷେ ସହଜ ହୋଇପାରିବ।

କ୍ଷମତାସୀନ ବିଜେଡି ସରକାର ରାଜ୍ୟରେ ‘ଓବିସି’ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଆଜି ତରବରିଆ ଭାବେ ରାଜ୍ୟ କ୍ୟାବିନେଟରେ ସକାଳେ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ(ସଂଶୋଧନ) ବିଲ୍‌-୨୦୨୦ର ଚିଠା ପ୍ରସ୍ତାବକୁ ଗୃହୀତ କରିବା ପରେ ସନ୍ଧ୍ୟାରେ ବିଧାନସଭାରେ ଆଗତ କରିଥିଲେ। ବିଲ ଉପରେ ସ୍ୱଳ୍ପ ସମୟର ଆଲୋଚନା ପରେ ଏହା ସର୍ବସମ୍ମତିକ୍ରମେ ଗୃହର ଅନୁମୋଦନ ଲାଭ କରିଥିଲା । ବିଲର ସଂଶୋଧନ ଅନୁସାରେ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ ଆଇନ-୧୯୯୩ର ଧାରା ୯(ଉପଧାରା-୧)ରେ ସଂଶୋଧନ କରାଯାଇ ରାଜ୍ୟରେ ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଆର୍ଥିକ ଅବସ୍ଥାର ସର୍ଭେ କମିଶନ ସମୟ-ସମୟରେ କରିବେ ଓ ଏହା ରାଜ୍ୟ ସରକାର ସ୍ଥିର କରିବେ ବୋଲି ଆଇନରେ ସଂଶୋଧନ କରାଯାଇଛି। ଏହି ସଂଶୋଧନ ପ୍ରସ୍ତାବ ଗୃହର ଅନୁମୋଦନ ଲାଭ କରିବାପରେ ଏହାକୁ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯିବ।

ସୂଚନାଯୋଗ୍ୟ, ରାଜ୍ୟ କ୍ୟାବିନେଟ ଜାନୁୟାରୀ ୧୨ତାରିଖରେ ଏକ ସଂକଳ୍ପ ପ୍ରସ୍ତାବ ଆଗତ କରି ରାଜ୍ୟରେ ଓବିସି ଚିହ୍ନଟ ପ୍ରକ୍ରିୟା ନିମନ୍ତେ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଥିଲା। ମାତ୍ର ଓବିସି ଚିହ୍ନଟ ପ୍ରକ୍ରିୟା ସମ୍ଭବପର ନୁହେଁ ବୋଲି କେନ୍ଦ୍ର ସରକାର ଦର୍ଶାଇବା ପରେ ରାଜ୍ୟ ସରକାର ବିଧାନସଭାରେ ଆଇନ ସଂଶୋଧନ ମାଧ୍ୟମରେ ନିଜ ତରଫରୁ ଓବିସି ଚିହ୍ନଟ ପ୍ରକ୍ରିୟା କରିବାକୁ ଲକ୍ଷ୍ୟ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story