ଅକ୍ଟୋବର ୧୪ରେ ସାରା ଦେଶର ବନ୍ଦ ରହିବ ଔଷଧ ଦୋକାନ

ଭୁବନେଶ୍ୱର: ଅକ୍ଟୋବର୧୪ ତାରିଖରେ ୨୪ଘଣ୍ଟା ପାଇଁ ସାରା ଦେଶର ୮ଲକ୍ଷ ଔଷଧ ଦୋକାନ ବନ୍ଦ ରହିବ। ଅନଲାଇନ୍ ବା ଇଣ୍ଟରନେଟ୍ ଦ୍ୱାରା ଔଷଧ ବ୍ୟବସାୟକୁ କେନ୍ଦ୍ର ସରକାର ପ୍ରୋତ୍ସାହନ ଦେଉଥିବାରୁ ତାର ପ୍ରତିବାଦରେ ଏହି ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଉଭୟ ଖୁଚୁରା ଓ ପାଇକାରୀ ଦୋକାନ ବନ୍ଦ ରଖିବେ। ଓଡ଼ିଶାର ମଧ୍ୟ ୨୦ହଜାର ଔଷଧ ଦୋକାନ ମଧ୍ୟ ରହିବ। ଇଣ୍ଟରନେଟ ବା ଅନଲାଇନରେ ଔଷଧ ବ୍ୟବସାୟ କରିବା ଡ୍ରଗସ ଆଇନକୁ ଉଲଙ୍ଘନ କରୁଛି। ଏନେଇ ଅଲ୍ ଇଣ୍ଡିଆ […]

madicine

madicine

Rakesh Mallick
  • Published: Wednesday, 30 September 2015
  • Updated: 30 September 2015, 11:13 AM IST

Sports

Latest News

ଭୁବନେଶ୍ୱର: ଅକ୍ଟୋବର୧୪ ତାରିଖରେ ୨୪ଘଣ୍ଟା ପାଇଁ ସାରା ଦେଶର ୮ଲକ୍ଷ ଔଷଧ ଦୋକାନ ବନ୍ଦ ରହିବ। ଅନଲାଇନ୍ ବା ଇଣ୍ଟରନେଟ୍ ଦ୍ୱାରା ଔଷଧ ବ୍ୟବସାୟକୁ କେନ୍ଦ୍ର ସରକାର ପ୍ରୋତ୍ସାହନ ଦେଉଥିବାରୁ ତାର ପ୍ରତିବାଦରେ ଏହି ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଉଭୟ ଖୁଚୁରା ଓ ପାଇକାରୀ ଦୋକାନ ବନ୍ଦ ରଖିବେ। ଓଡ଼ିଶାର ମଧ୍ୟ ୨୦ହଜାର ଔଷଧ ଦୋକାନ ମଧ୍ୟ ରହିବ। ଇଣ୍ଟରନେଟ ବା ଅନଲାଇନରେ ଔଷଧ ବ୍ୟବସାୟ କରିବା ଡ୍ରଗସ ଆଇନକୁ ଉଲଙ୍ଘନ କରୁଛି। ଏନେଇ ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ୍ ଅଫ୍ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ଦିଲ୍ଲୀର ଜନ୍ତମନ୍ତରଠାରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହାକୁ ସମର୍ଥନ କରି ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗଷ୍ଟି ଆସୋସିଏସନ ମଧ୍ୟ ଓଡ଼ିଶାରେ ୨୪ଘଣ୍ଟିଆ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story