ପଶ୍ଚିମବଙ୍ଗରେ ଓଡ଼ିଆ ଆଇଏଏସ୍‌ ଅଫିସରଙ୍କୁ ନିର୍ଯାତନା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗ ସରକାରଙ୍କ ହୀନମନ୍ୟତା ଏବେ ପଦାରେ ପଡ଼ିଛି! ଓଡ଼ିଶା ସୀମାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଥମିବାର ନାଁ ଧରୁନଥିବା ବେଳେ ପଶ୍ଚିମବଙ୍ଗରେ ଜଣେ ଓଡ଼ିଆ ଆଇଏଏସ୍‌ ଅଫିସରଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ଅଭଯୋଗ ହୋଇଛି। ଏନେଇ ସମ୍ପୃକ୍ତ ଅଫିସର ପଶ୍ଚିମବଙ୍ଗ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଘରୋଇ ସଚିବଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି। ସବ୍‌ଡିଭିଜନାଲ୍‌ ମାଜିଷ୍ଟ୍ରେଟ୍‌ ଭାବେ କାର୍ଯ୍ୟରତ ଓଡ଼ିଆ ଆଇଏଏସ୍‌ ଅଫିସର ସ୍ମୃତିରଞ୍ଜନ ମହାନ୍ତି ଏକ […]

kolkata-final

kolkata-final

Manoranjan Sial
  • Published: Thursday, 22 November 2018
  • Updated: 22 November 2018, 10:58 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗ ସରକାରଙ୍କ ହୀନମନ୍ୟତା ଏବେ ପଦାରେ ପଡ଼ିଛି! ଓଡ଼ିଶା ସୀମାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଥମିବାର ନାଁ ଧରୁନଥିବା ବେଳେ ପଶ୍ଚିମବଙ୍ଗରେ ଜଣେ ଓଡ଼ିଆ ଆଇଏଏସ୍‌ ଅଫିସରଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ଅଭଯୋଗ ହୋଇଛି। ଏନେଇ ସମ୍ପୃକ୍ତ ଅଫିସର ପଶ୍ଚିମବଙ୍ଗ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଘରୋଇ ସଚିବଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି।

ସବ୍‌ଡିଭିଜନାଲ୍‌ ମାଜିଷ୍ଟ୍ରେଟ୍‌ ଭାବେ କାର୍ଯ୍ୟରତ ଓଡ଼ିଆ ଆଇଏଏସ୍‌ ଅଫିସର ସ୍ମୃତିରଞ୍ଜନ ମହାନ୍ତି ଏକ ଦୁର୍ନୀତି ମାମଲାର ତଦନ୍ତ କରିବା ପାଇଁ ବୀରଭୂମ ଜିଲ୍ଲା ରାମପୁରହାଟ ଥାନାକୁ ଯାଇଥିଲେ। ସେଠାରେ ଏସ୍‌ଡିପିଓ ପହଞ୍ଚି ତାଙ୍କୁ ନିର୍ଯାତନା କରିଥିଲେ। ଏପରିକି ତାଙ୍କୁ ବହୁ ସମୟ ଧରି ଅଟକାଇ ରଖିଥିଲେ। ଘଟଣା ସମ୍ପର୍କରେ ଜିଲ୍ଲାପାଳ ଜାଣିପାରି ସେଠାରେ ପହଞ୍ଚି ସ୍ମୃତିରଞ୍ଜନଙ୍କୁ ମୁକୁଳାଇ ଆଣିଥିଲେ।

ଏନେଇ ସ୍ମୃତିରଞ୍ଜନଙ୍କ ପ୍ରତିକ୍ରିୟା ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ।

https://youtu.be/-MOy6-NnGrw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story