ଓଡ଼ିଆ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନଙ୍କୁ ବଡ଼ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଓଡ଼ିଆ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନଙ୍କୁ ବଡ଼ ଦାୟିତ୍ୱ।  ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୋରୋ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ସତ୍ୟ ନାରାୟଣ ପ୍ରଧାନ । ରାକେଶ ଆସ୍ଥାନାଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୮ ବ୍ୟାଚ୍ ଝାଡ଼ଖଣ୍ଡ କ୍ୟାଡର ଓଡ଼ିଆ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନ ଏବେ NDRF ଡିଜି ପଦରେ ଅଛନ୍ତି ।  ଗତ କିଛି ବର୍ଷ ହେଲା ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟୟବେଳେ […]

6jk

6jk

Tapas Behera
  • Published: Thursday, 29 July 2021
  • Updated: 29 July 2021, 07:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଓଡ଼ିଆ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନଙ୍କୁ ବଡ଼ ଦାୟିତ୍ୱ।  ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୋରୋ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ସତ୍ୟ ନାରାୟଣ ପ୍ରଧାନ । ରାକେଶ ଆସ୍ଥାନାଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୮ ବ୍ୟାଚ୍ ଝାଡ଼ଖଣ୍ଡ କ୍ୟାଡର ଓଡ଼ିଆ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନ ଏବେ NDRF ଡିଜି ପଦରେ ଅଛନ୍ତି ।  ଗତ କିଛି ବର୍ଷ ହେଲା ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟୟବେଳେ ସଫଳ ମୁକାବିଲା କରି ଚର୍ଚ୍ଚାରେ ଅଛନ୍ତି ସତ୍ୟନାରାୟଣ ପ୍ରଧାନ ।

ଉଦ୍ଧାର କାର୍ଯ୍ୟ ସହ ତାଙ୍କ ନେତୃତ୍ୱରେ ସୁରକ୍ଷିତ ସ୍ଥାନାନ୍ତର କରି ବହୁ ଧନଜୀବନକୁ ରକ୍ଷା କରାଯାଇପାରିଛି। ଫାଇଲିନ୍, ହୁଡୁହୁଡୁ, ତିତଲି ବାତ୍ୟା ଭଳି ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟରେ ଦେବଦୂତ ସାଜି ଲୋକଙ୍କୁ ବିପଦମୁଖରୁ ଉଦ୍ଧାର କରିବାରେ ତାଙ୍କର ନେତୃତ୍ୱ ବେଶ ପ୍ରଶଂସନୀୟ ।

ଏବେ ରାକେଶ ଆସ୍ଥାନାଙ୍କ ସ୍ଥାନରେ ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୋରୋ ଡିଜି ଭାବେ ଏହି ଓଡ଼ିଆ ଆଇପିଏସଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି। ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ ପରେ OTVକୁ ପ୍ରତିକ୍ରିୟା ଦେଇ ସତ୍ୟନାରାୟଣ ପ୍ରଧାନ କହିଛନ୍ତି, ଦେଶରେ NCBର ସଂପ୍ରସାରଣ କରାଯିବ ଏବଂ କର୍ମଚାରୀ ବଢିବେ । ସ୍ପେଶାଲ ଫୋକସରେ ରହିବ ଓଡ଼ିଶା ସହ ଉତ୍ତର ପୂର୍ବାଞ୍ଚଳ। ଡ୍ରଗ୍ସର ଉତ୍ପତ୍ତି ସ୍ଥଳକୁ ଖୋଜି ବାହାର କରାଯିବ ଏବଂ ମିଶନ ମୋଡ୍‌ରେ କାମ କରାଯିବ ବୋଲି କହିଛନ୍ତି ଏସ୍.ଏନ୍.ପ୍ରଧାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story