ଓଡ଼ିଶା ଫେରନ୍ତାଙ୍କ ହାତରେ ଲାଗିବ ଅଲିଭା କାଳି, କ୍ୱାରେଣ୍ଟାଇନରେ ରହିବା ଜରୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଓଡ଼ିଶା ଫେରିବାକୁ ଥିବା ଶ୍ରମିକମାନଙ୍କ ପଞ୍ଜିକରଣ ଓ ୧୪ଦିନିଆ କ୍ୱାରେଣ୍ଟାଇନାକୁ ବାଧ୍ୟତାମୂଳକ କରିଥିବା ରାଜ୍ୟ ସରକାର ଆଜି ଏନେଇ କେତେକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବାହାର ରାଜ୍ୟରୁ ଫେରିବାକୁ ଥିବା ସମସ୍ତ ଓଡ଼ିଆଙ୍କୁ କ୍ୱାରେଣ୍ଟାଇନରେ ରଖାଯିବା ସହ ସେମାନଙ୍କ ହାତରେ କ୍ୱାରେଣ୍ଟାଇନ ଆରମ୍ଭର ତାରିଖକୁ ଷ୍ଟାମ୍ପ ଆକାରରେ ଲଗାଯିବ। ନିର୍ବାଚନବେଳେ ହାତରେ ଲାଗୁଥିବା କାଳି ଭଳି ଏହାକୁ ମଧ୍ୟ ସଙ୍ଗେସଙ୍ଗେ ଲିଭାଯାଇ ପାରିବ ନାହିଁ। ଏନେଇ ପଂଚାୟତିରାଜ […]

labour

labour

Manoranjan Sial
  • Published: Thursday, 23 April 2020
  • Updated: 23 April 2020, 07:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଓଡ଼ିଶା ଫେରିବାକୁ ଥିବା ଶ୍ରମିକମାନଙ୍କ ପଞ୍ଜିକରଣ ଓ ୧୪ଦିନିଆ କ୍ୱାରେଣ୍ଟାଇନାକୁ ବାଧ୍ୟତାମୂଳକ କରିଥିବା ରାଜ୍ୟ ସରକାର ଆଜି ଏନେଇ କେତେକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବାହାର ରାଜ୍ୟରୁ ଫେରିବାକୁ ଥିବା ସମସ୍ତ ଓଡ଼ିଆଙ୍କୁ କ୍ୱାରେଣ୍ଟାଇନରେ ରଖାଯିବା ସହ ସେମାନଙ୍କ ହାତରେ କ୍ୱାରେଣ୍ଟାଇନ ଆରମ୍ଭର ତାରିଖକୁ ଷ୍ଟାମ୍ପ ଆକାରରେ ଲଗାଯିବ। ନିର୍ବାଚନବେଳେ ହାତରେ ଲାଗୁଥିବା କାଳି ଭଳି ଏହାକୁ ମଧ୍ୟ ସଙ୍ଗେସଙ୍ଗେ ଲିଭାଯାଇ ପାରିବ ନାହିଁ। ଏନେଇ ପଂଚାୟତିରାଜ ବିଭାଗ ପକ୍ଷରୁ ସରପଞ୍ଚମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶନାମା ଓ ଗାଇଡଲାଇନ୍ ଯୋଗାଇ ଦେବାକୁ କୁହାଯାଇଛି।

ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଉଭୟ ପଞ୍ଚାୟତିରାଜ ବିଭାଗ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି ଲକଡାଉନ୍ ସରିବାପରେ ଅନ୍ୟ ରାଜ୍ୟରୁ ନିଜ ଘରକୁ ଫେରିବାକୁ ଇଚ୍ଛୁକ ଥିବା ଓଡ଼ିଆ ଲୋକମାନଙ୍କୁ କ୍ୱାରେଣ୍ଟାଇନରେ ରଖିବା ନିମନ୍ତେ ଆବଶ୍ୟକ ପଞ୍ଜିକରଣ ଓ ବ୍ୟବସ୍ଥା କିଭଳି କରାଯିବ ସେ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ ପ୍ରତ୍ୟେକ ପଂଚାୟତ ଓ ପୌର ସଂସ୍ଥାରେ ଏହି ଓଡ଼ିଶା ଫେରନ୍ତାଙ୍କ ପାଇଁ ପଞ୍ଜିକରଣର ସୁବିଧା ରହିବ। ସେମାନଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ଏଥିରେ ପଞ୍ଜିକରଣ କରାଇପାରିବେ। ଏପରିକି ସମ୍ପୃକ୍ତ ବ୍ୟକ୍ତି ଓଡ଼ିଶା ଫେରିବାପରେ ନିଜ ପଂଚାୟତ ଅବା ପୌରାଂଚଳରେ ପଞ୍ଜିକରଣ କରାଇପାରିବ। ପଂଚାୟତ ଚାହିଁଲେ ଏଭଳି ଲୋକଙ୍କ ନାଁ ଆବଶ୍ୟକ ସୂଚନା ସହ ସ୍ୱୟଂ ପଞ୍ଜିକରଣ କରାଇପାରିବ। ପଂଚାୟତିରାଜ ବିଭାଗ ପକ୍ଷରୁ ପ୍ରତ୍ୟେକ ପଂଚାୟତ ପାଇଁ ଜଣେ ଲେଖାଏଁ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯିବ।

ସେହିପରି ନଗର ଉନ୍ନୟନ ବିଭାଗ ମଧ୍ୟ ୱାର୍ଡ ଅବା କ୍ଲଷ୍ଟର ପାଇଁ ନୋଡାଲ ଅଫିସର ନିଯୁକ୍ତି ଦେବେ। ପଞ୍ଜିକରଣ ସୁବିଧା ଥିବା ୱେବସାଇଟରେ ଏହି ଅଫିସରମାନଙ୍କ ନାଁ ଓ ଟେଲିଫୋନ ନମ୍ବର ରହିବ। ଓଡ଼ିଶା ଫେରିଲା ପରେ ସମସ୍ତଙ୍କ ପାଇଁ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ ଥିବାରୁ ସେମାନଙ୍କ ହାତରେ ତାରିଖ ସହ ଷ୍ଟାମ୍ପ(ଅଲିଭା କାଳି) ଲଗାଯିବ। କ୍ୱାରେଣ୍ଟାଇନରେ ବ୍ୟକ୍ତିମାନଙ୍କ ରହିବା, ଖାଇବା, ପାନୀୟ ସୁବିଧା, ଶୌଚ କାର୍ଯ୍ୟ, ପରିଚ୍ଛନ୍ନତା ଓ ଚିକିତ୍ସା ନିମନ୍ତେ ଆବଶ୍ୟକ ସୁବିଧା ସରପଂଚମାନେ କରିବେ। ଏନେଇ ପଂଚାୟତିରାଜ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯିବ। କ୍ୱାରେଣ୍ଟାଇନ ସୁବିଧା ନିମନ୍ତେ ଅନୁରୂପ ନିର୍ଦ୍ଦେଶନାମା ମଧ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ କରାଯିବ।

ଯଦି କୌଣସି ଲୋକଙ୍କୁ ନିଜ ଘରେ କ୍ୱାରେଣ୍ଟାଇନରେ ରହିବା ପାଇଁ ଅନୁମତି ଦିଆଯାଏ ତା’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ସମ୍ମୁଖରେ ଷ୍ଟିକର ଲଗାଯିବ। ଯାହାଫଳରେ ଅନ୍ୟମାନେ ସମ୍ପୃକ୍ତ ଘରେ କ୍ୱାରେଣ୍ଟାଇନରେ କେହି ଅଛନ୍ତି ବୋଲି ଭଲଭାବେ ଜାଣିପାରିବେ। ଏହାସହିତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ମଧ୍ୟ କଡ଼ାକଡ଼ି ଭାବେ ପାଳନ କରାଯିବ। ସେହିପରି ଯଦି କୌଣସି ବ୍ୟକ୍ତି ହୋଟେଲରେ ନିଜ ଖର୍ଚ୍ଚରେ କ୍ୱାରେଣ୍ଟାଇନରେ ରହିବା ପାଇଁ ଆଗ୍ରହ ଦେଖାଇବେ ସେନେଇ ନଗର ଉନ୍ନୟନ ବିଭାଗ ବିଭିନ୍ନ ହୋଟେଲ ସହ ସମନ୍ୱୟ ରକ୍ଷା କରିବେ।

କ୍ୱାରେଣ୍ଟାଇନରେ ରହୁଥିବା ବ୍ୟକ୍ତିମାନଙ୍କର ଉପଯୁକ୍ତ ତଦାରଖ ପାଇଁ ଉଭୟ ପଂଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ବିସ୍ତୃତ ବ୍ୟବସ୍ଥା କରିବେ। ଏହି କ୍ୱାରେଣ୍ଟାଇନ ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଭରଣା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story