ଚାଇନିଜ୍‌ ଟିକ୍‌ଟକ୍‌କୁ ଟକ୍କର ଦେଉଛି ଓଡ଼ିଆ ଯୁବକଙ୍କ ‘ଚିଙ୍ଗାରି’, ବଢ଼ୁଛି ଡିମାଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋଶାଲ ପ୍ଲାଟଫର୍ମରେ ଟିକ୍‌ଟିକ୍‌କୁ ଚ୍ୟାଲେଞ୍ଜ ଦେବ ଚିଙ୍ଗାରି ଆପ୍ । ଏହି ଆପ୍‌ ଡେଭଲପ୍ କରିଛନ୍ତି ବେଙ୍ଗାଲୁରୁରେ ରହୁଥିବା ଓଡ଼ିଆ ଯୁବକ ବିଶ୍ୱତ୍ମା ନାୟକ। ୨୦୧୯ରେ ଭିଡିଓ ସେୟାରିଂ ଆପ୍ ଚିଙ୍ଗାରିକୁ ଡେଭଲପ୍ କରିଥିଲେ ବିଶ୍ୱତ୍ମା ।  ତେବେ ଗତ କିଛି ଦିନ ମଧ୍ୟରେ ଏକ ଲକ୍ଷରୁ ଅଧିକ ଥର ଏହି ଆପ୍ ଡାଉଡ଼୍‌ଲୋଡ଼ ହୋଇଛି  । ପ୍ଲେ ଷ୍ଟୋରରୁ ଚିଙ୍ଗାରି ଆପ୍‌କୁ ଆପଣ ଇନ୍‌ଷ୍ଟଲ୍ କରିପାରିବେ। ବିଶ୍ୱତ୍ମା କହିଛନ୍ତି ଯେ, ଚାଇନିଜ୍‌ ଆପ […]

c909-1

c909-1

Tapas Behera
  • Published: Saturday, 13 June 2020
  • Updated: 13 June 2020, 05:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋଶାଲ ପ୍ଲାଟଫର୍ମରେ ଟିକ୍‌ଟିକ୍‌କୁ ଚ୍ୟାଲେଞ୍ଜ ଦେବ ଚିଙ୍ଗାରି ଆପ୍ । ଏହି ଆପ୍‌ ଡେଭଲପ୍ କରିଛନ୍ତି ବେଙ୍ଗାଲୁରୁରେ ରହୁଥିବା ଓଡ଼ିଆ ଯୁବକ ବିଶ୍ୱତ୍ମା ନାୟକ। ୨୦୧୯ରେ ଭିଡିଓ ସେୟାରିଂ ଆପ୍ ଚିଙ୍ଗାରିକୁ ଡେଭଲପ୍ କରିଥିଲେ ବିଶ୍ୱତ୍ମା ।  ତେବେ ଗତ କିଛି ଦିନ ମଧ୍ୟରେ ଏକ ଲକ୍ଷରୁ ଅଧିକ ଥର ଏହି ଆପ୍ ଡାଉଡ଼୍‌ଲୋଡ଼ ହୋଇଛି  । ପ୍ଲେ ଷ୍ଟୋରରୁ ଚିଙ୍ଗାରି ଆପ୍‌କୁ ଆପଣ ଇନ୍‌ଷ୍ଟଲ୍ କରିପାରିବେ। ବିଶ୍ୱତ୍ମା କହିଛନ୍ତି ଯେ, ଚାଇନିଜ୍‌ ଆପ କାହିଁକି ଆମ ଦେଶରେ ଆମେ ବି ଏମିତି ଗୋଟିଏ ଆପ୍‌ ତିଆରି କରିପାରିବା। ତେଣୁ ମୋ ମନରେ  ଥିବା ଏହି ଇଚ୍ଛାକୁ ତାକୁ ସଫଳ କରିବା ପାଇଁ ଉଦ୍ୟମ କରିଥିଲି। ଯେଉଁ ଆପଟି ଏବେ ବେଶ ଲୋକପ୍ରିୟ ହୋଇ ପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story