- Videos
- Odisha
- ନେଟ୍ରୁ ମିଳିବ ଓଡ଼ିଆ ଭାଷା, ଐତିହ ଓ ସଂସ୍କୃତି ଉପରେ ଲିଖିତ ପୁସ୍ତକ ଓ ପାଣ୍ଡୁଲିପି
ନେଟ୍ରୁ ମିଳିବ ଓଡ଼ିଆ ଭାଷା, ଐତିହ ଓ ସଂସ୍କୃତି ଉପରେ ଲିଖିତ ପୁସ୍ତକ ଓ ପାଣ୍ଡୁଲିପି
- Published: Wednesday, 22 November 2017
- , Updated: 22 November 2017, 09:29 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ଭାଷା, ଐତିହ ଓ ସଂସ୍କୃତି ଉପରେ ଲିଖିତ ପୁସ୍ତକ ଓ ପାଣ୍ଡୁଲିପି ଏଣିକି ଅନ୍‌ଲାଇନ୍‌ରେ ନେଟ୍‌ରେ ଦେଖି ହେବ। ଓଡ଼ିଆ ଭର୍ଚୁଆଲ ଏକାଡେମୀ ଏହାର ବ୍ୟବସ୍ଥା ଆରମ୍ଭ କରିଛି। ଦୁର୍ଲଭ ପୁସ୍ତକ, ପତ୍ର, ପତ୍ରିକା ଓ ପୋଥି ସମୂହକୁ ନେଟ୍‌ରେ ରିଡେବଲ ଓ ସର୍ଚ୍ଚେବୁଲ ଫର୍ମାଟରେ ଉପଲବ୍ଧ ପାଇଁ ପ୍ରୟାସ ଆରମ୍ଭ କରାଯାଇଛି।</p>
<p>ଏ ସମ୍ପର୍କରେ କଣ କହୁଛନ୍ତି ଭର୍ଚୁଆଲ ଏକାଡେମୀ ଓଏସ୍‌ଡି ସଂଗ୍ରାମ ମହାପାତ୍ର ଦେଖନ୍ତୁ ଏହି ଭିଡିଓ।</p>
<p>&nbsp;</p>