ରାଜ୍ୟର ୧୩ ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର: ଆଜି ରାଜ୍ୟର ୧୩ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ବଲାଙ୍ଗିର ସର୍ବାଧିକ ଉତ୍ତପ୍ତ ସହର। ଏଠାରେ ତାପମାତ୍ର ୪୪.୩ ଡିଗ୍ରୀ ରହିଛି। ଅନୁଗୁଳ ୪୪.୧, ସୋନପୁର ୪୩.୪, ଟିଟିଲାଗଡ଼ ୪୩.୨, ହୀରାକୁଦ ୪୨.୯, ସମ୍ବଲପୁର ୪୨.୭, ଭବାନୀପାଟଣା ୪୨.୫ ଭୁବନେଶ୍ୱର ୩୬.୮ ଓ କଟକ ୩୬.୫ ଡିଗ୍ରୀ ତାପମାତ୍ରା ରହିଛି। ତାପମାତ୍ରା ବୃଦ୍ଧି ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଲୋକେ ଘରୁ ବାହାରି ପାରୁ ନାହାନ୍ତି। ଦିନ ୧୦ଟା ବେଳକୁ ରାସ୍ତାଘାଟ ଶୂନ୍‌ଶାନ୍‌ […]

heat wave in odisha

Rakesh Mallick
  • Published: Sunday, 30 April 2017
  • , Updated: 30 April 2017, 10:22 PM IST

ଭୁବନେଶ୍ୱର: ଆଜି ରାଜ୍ୟର ୧୩ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ବଲାଙ୍ଗିର ସର୍ବାଧିକ ଉତ୍ତପ୍ତ ସହର। ଏଠାରେ ତାପମାତ୍ର ୪୪.୩ ଡିଗ୍ରୀ ରହିଛି। ଅନୁଗୁଳ ୪୪.୧, ସୋନପୁର ୪୩.୪, ଟିଟିଲାଗଡ଼ ୪୩.୨, ହୀରାକୁଦ ୪୨.୯, ସମ୍ବଲପୁର ୪୨.୭, ଭବାନୀପାଟଣା ୪୨.୫ ଭୁବନେଶ୍ୱର ୩୬.୮ ଓ କଟକ ୩୬.୫ ଡିଗ୍ରୀ ତାପମାତ୍ରା ରହିଛି।

ତାପମାତ୍ରା ବୃଦ୍ଧି ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଲୋକେ ଘରୁ ବାହାରି ପାରୁ ନାହାନ୍ତି। ଦିନ ୧୦ଟା ବେଳକୁ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଉଛି।

Related story