ରାଜ୍ୟରେ ୭ଟି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା

ଭୁବନେଶ୍ୱର: ରାଜ୍ୟରେ ଆଉ ୭ଟି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଛି। ଏହାକୁ ମିଶାଇ ରାଜ୍ୟରେ ପର୍ଯ୍ୟଟନସ୍ଥଳୀ ସଂଖ୍ୟା ୩୫୭ରେ ପହଞ୍ଚିଛି। ଚିହ୍ନଟ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର, ସ୍ୱାଧୀନତା ସଂଗ୍ରାମୀ ପୀଠ ଭାବେ ପରିଚିତ ଲୁଣିଆ ଓ ବତୀଘର ରହିଛି। ଏ ସବୁ ସ୍ଥାନରେ ଆନୁସଙ୍ଗିକ ଭିତ୍ତିଭୂମି ବିକାଶ କରିଯିବ। ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପଦକ୍ଷେପ ନିଆଯିବ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି।

madhusudan_das_statue

Rakesh Mallick
  • Published: Saturday, 26 November 2016
  • , Updated: 26 November 2016, 09:11 PM IST

ଭୁବନେଶ୍ୱର: ରାଜ୍ୟରେ ଆଉ ୭ଟି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଛି। ଏହାକୁ ମିଶାଇ ରାଜ୍ୟରେ ପର୍ଯ୍ୟଟନସ୍ଥଳୀ ସଂଖ୍ୟା ୩୫୭ରେ ପହଞ୍ଚିଛି।

ଚିହ୍ନଟ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର, ସ୍ୱାଧୀନତା ସଂଗ୍ରାମୀ ପୀଠ ଭାବେ ପରିଚିତ ଲୁଣିଆ ଓ ବତୀଘର ରହିଛି। ଏ ସବୁ ସ୍ଥାନରେ ଆନୁସଙ୍ଗିକ ଭିତ୍ତିଭୂମି ବିକାଶ କରିଯିବ। ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପଦକ୍ଷେପ ନିଆଯିବ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି।

Related story