ସେ ଝିଅର ବୟଫ୍ରେଣ୍ଡ ମୋତେ ଫସାଇଦେଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଜେଲରୁ ବାହାରିଲେ ଆୟୁଷ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବିଭୁ ଷଡ଼ଙ୍ଗୀ । ତାଙ୍କୁ ଫସାଯାଇଥିବା ସେ ଅଭିଯୋଗ କରିଛନ୍ତି।  ଅଭିଯୋଗକାରିଣୀ ଜାଲ ସାର୍ଟିଫିକେଟରେ ଚାକିରି କରିଥିଲେ।  ତାଙ୍କୁ ଚାକିରି ଦେଇଥିବା ସଂସ୍ଥା ହେବା ଏବେ କଳାତାଲିକା ଭୁକ୍ତ ହୋଇସାରିଛି । ନିଜ ଚାକିରି ବଞ୍ଚାଇବା ପାଇଁ ମହିଳା ଜଣଙ୍କ ମିଛରେ ଫସାଇଥିବା ସେ କହିଛନ୍ତି । ବିଭୁ କହିଛନ୍ତି ଯେ, ମୋତେ ଫସାଇବାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସୁଶାନ୍ତ। ସୁଶାନ୍ତ ହେଉଛନ୍ତି ସମ୍ପୃକ୍ତ ଯୁବତୀଙ୍କ ବୟଫ୍ରେଣ୍ଡ। ସୁଶାନ୍ତ […]

7nm

7nm

Tapas Behera
  • Published: Monday, 13 July 2020
  • Updated: 13 July 2020, 10:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଜେଲରୁ ବାହାରିଲେ ଆୟୁଷ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବିଭୁ ଷଡ଼ଙ୍ଗୀ । ତାଙ୍କୁ ଫସାଯାଇଥିବା ସେ ଅଭିଯୋଗ କରିଛନ୍ତି।  ଅଭିଯୋଗକାରିଣୀ ଜାଲ ସାର୍ଟିଫିକେଟରେ ଚାକିରି କରିଥିଲେ।  ତାଙ୍କୁ ଚାକିରି ଦେଇଥିବା ସଂସ୍ଥା ହେବା ଏବେ କଳାତାଲିକା ଭୁକ୍ତ ହୋଇସାରିଛି । ନିଜ ଚାକିରି ବଞ୍ଚାଇବା ପାଇଁ ମହିଳା ଜଣଙ୍କ ମିଛରେ ଫସାଇଥିବା ସେ କହିଛନ୍ତି ।

ବିଭୁ କହିଛନ୍ତି ଯେ, ମୋତେ ଫସାଇବାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସୁଶାନ୍ତ। ସୁଶାନ୍ତ ହେଉଛନ୍ତି ସମ୍ପୃକ୍ତ ଯୁବତୀଙ୍କ ବୟଫ୍ରେଣ୍ଡ। ସୁଶାନ୍ତ ସେ ଝିଅକୁ ମତେଇ ମୋ ବିରୋଧରେ ଷଡ଼ଜନ୍ତ୍ର  ରଚିଛନ୍ତି ବୋଲି ସୁଶାନ୍ତ ଅଭିଯୋଗ କରିଛନ୍ତି।  ତେବେ ତାଙ୍କ ନାମରେ ଆସିଥିବା ଅସଦାଚରଣ ଅଭିଯୋଗ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି ।

ଅଧସ୍ଥନ ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ବ୍ୟବହାର ଅଭିଯୋଗରେ ବିଭୁଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ଝାରପଡ଼ା ଜେଲ ପଠାଯାଇ ଥିଲା । ଆଜି ତାଙ୍କୁ ଜାମିନ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos