ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ପରେଡ୍ ସ୍ଥାନ ପରିବର୍ତ୍ତନକୁ ନେଇ ବିଜେପି ଉଠାଇଲା ପ୍ରଶ୍ନ

ଭୁବନେଶ୍ୱର: ସ୍ୱାଧୀନତା ଦିବସରେ ରାଜ୍ୟସ୍ତରୀୟ ପରେଡ୍‌ ପାଇଁ ସ୍ଥାନ ପରିବର୍ତ୍ତନକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ପ୍ରଶ୍ନ କରିଛି।  ଭୁବନେଶ୍ୱରର ମହାତ୍ମା ଗାନ୍ଧି ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ପରେଡ଼ କରିବା ପ୍ରସ୍ତାବକୁ ନେଇ ଦଳ ଆପତ୍ତି ଉଠାଇଛି। କ’ଣ ପାଇଁ ରାଜ୍ୟ ସରକାର ପରମ୍ପରା ଭାଙ୍ଗିବାକୁ ଯାଉଛନ୍ତି, ସେନେଇ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରଶ୍ନ କରିଛନ୍ତି। ଏହାଛଡ଼ା ସ୍କୁଲ ପିଲାଙ୍କୁ ପରେଡ୍‌ରୁ ବାଦ୍ ଦିଆଯିବା ପ୍ରସ୍ତାବକୁ ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି। […]

bjp

bjp

Jyoshna Pradhan
  • Published: Saturday, 10 August 2019
  • Updated: 10 August 2019, 02:49 PM IST

Sports

Latest News

ଭୁବନେଶ୍ୱର: ସ୍ୱାଧୀନତା ଦିବସରେ ରାଜ୍ୟସ୍ତରୀୟ ପରେଡ୍‌ ପାଇଁ ସ୍ଥାନ ପରିବର୍ତ୍ତନକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ପ୍ରଶ୍ନ କରିଛି।  ଭୁବନେଶ୍ୱରର ମହାତ୍ମା ଗାନ୍ଧି ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ପରେଡ଼ କରିବା ପ୍ରସ୍ତାବକୁ ନେଇ ଦଳ ଆପତ୍ତି ଉଠାଇଛି।

କ’ଣ ପାଇଁ ରାଜ୍ୟ ସରକାର ପରମ୍ପରା ଭାଙ୍ଗିବାକୁ ଯାଉଛନ୍ତି, ସେନେଇ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରଶ୍ନ କରିଛନ୍ତି। ଏହାଛଡ଼ା ସ୍କୁଲ ପିଲାଙ୍କୁ ପରେଡ୍‌ରୁ ବାଦ୍ ଦିଆଯିବା ପ୍ରସ୍ତାବକୁ ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ଦୀର୍ଘ ୭୨ ବର୍ଷର ପରମ୍ପରା ଭାଙ୍ଗିବା ଦୁର୍ଭାଗ୍ୟଜନକ ବୋଲି ପୃଥ୍ୱୀରାଜ କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶୀ ସମୟ ଧରି ଠିଆ ହୋଇପାରିବେନି ବୋଲି ଏଭଳି ପଦକ୍ଷେପ ନିଆଯାଉଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ବିଜେପିର ଏହି ଅଭିଯୋଗ ଉପରେ ରାଜ୍ୟ ସରକାର ପ୍ରତିକ୍ରିୟା ରଖିଛନ୍ତି। ପରେଡ୍‌ ସ୍ଥାନ କାହିଁକି ପରିବର୍ତ୍ତନ ହେଲା ସେ ବିଷୟରେ କେବଳ ଗୃହ ବିଭାଗ ସ୍ପଷ୍ଟ କରିପାରିବ ବୋଲି ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି। ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବିରୋଧୀ ଗତ ୧୦ ବର୍ଷ ହେଲା ଏଭଳି କହି ଆସୁଛନ୍ତି। ଏଣୁ ଏହାର କିଛି ମାନେ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story