ପିଏମ୍‌ଓରେ ଓଡ଼ିଆ ପୁଅ ପିକେ ମିଶ୍ରଙ୍କୁ ମିଳିପାରେ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମ୍ଓର ସବୁଠାରୁ କ୍ଷମତାଶାଳୀ ଅଧିକାରୀ ନୃପେନ୍ଦ୍ର ମିଶ୍ର ଏବେ ଦାୟିତ୍ୱରୁ ଅବ୍ୟାହତି ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠତମ ତାଲିକାରେ ଥିବା ଅନ୍ୟତମ ଅଧିକାରୀ ଓଡ଼ିଶା ଜନ୍ମିତ ପ୍ରମୋଦ କୁମାର ମିଶ୍ରଙ୍କୁ ବଡ଼ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଏହାର କାରଣ ସ୍ୱରୂପ କୁହାଯାଉଛି ବର୍ତ୍ତମାନ ପିଏମ୍‌ଓର ପ୍ରିନ୍ସିପାଲ ସେକ୍ରେଟାରୀ ନୃପେନ୍ଦ୍ର ମିଶ୍ର ଅବସର ନେବା ନେଇ ନିଜଆଡ଼ୁ ଆବେଦନ କରିବା ପରେ […]

pk

pk

Subrat Kumar Nayak
  • Published: Friday, 30 August 2019
  • Updated: 30 August 2019, 09:32 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମ୍ଓର ସବୁଠାରୁ କ୍ଷମତାଶାଳୀ ଅଧିକାରୀ ନୃପେନ୍ଦ୍ର ମିଶ୍ର ଏବେ ଦାୟିତ୍ୱରୁ ଅବ୍ୟାହତି ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠତମ ତାଲିକାରେ ଥିବା ଅନ୍ୟତମ ଅଧିକାରୀ ଓଡ଼ିଶା ଜନ୍ମିତ ପ୍ରମୋଦ କୁମାର ମିଶ୍ରଙ୍କୁ ବଡ଼ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ଏହାର କାରଣ ସ୍ୱରୂପ କୁହାଯାଉଛି ବର୍ତ୍ତମାନ ପିଏମ୍‌ଓର ପ୍ରିନ୍ସିପାଲ ସେକ୍ରେଟାରୀ ନୃପେନ୍ଦ୍ର ମିଶ୍ର ଅବସର ନେବା ନେଇ ନିଜଆଡ଼ୁ ଆବେଦନ କରିବା ପରେ ଆଡିସିନାଲ ସେକ୍ରେଟାରୀ ପିକେ ମିଶ୍ର ହିଁ ଦ୍ୱିତୀୟ କ୍ଷମତା କେନ୍ଦ୍ର। ବରିଷ୍ଠତା ଦୃଷ୍ଟିରୁ ତାଙ୍କୁ ସୁଯୋଗ ମିଳିପାରେ ବୋଲି କୁହାଯାଉଛି। ମୋଦି ସରକାରର ପ୍ରଥମ ପାଳିରେ ପିକେ ମିଶ୍ର ମଧ୍ୟ ବଡ଼ ଭୂମିକା ତୁଲାଇଥିଲେ। ଅନ୍ୟପକ୍ଷରେ ପିକେ ସିହ୍ନାଙ୍କୁ ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି ଭାବେ ନିଯୁକ୍ତି ଦିଆଯାଇଛି। ସିହ୍ନାଙ୍କୁ ନୃପେନ୍ଦ୍ରଙ୍କ ପଦ ମିଳିପାରେ ବୋଲି ଏକ ସୂତ୍ରରୁ କୁହାଯାଉଛି। କିନ୍ତୁ ଏନେଇ କୌଣସି ସ୍ପଷ୍ଟ ଘୋଷଣା ହୋଇନଥିବାରୁ ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି।

ପିକେ ମିଶ୍ର ପୂର୍ବରୁ ଗୁଜରାଟ ସରକାରଙ୍କ ସହିତ କାମ କରି ସାରିଛନ୍ତି। ଏହି ସମୟରେ ହିଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟତର ହୋଇଥିଲେ ଏବଂ ୨୦୧୪ ମସିହାରେ ବିଜେପି କ୍ଷମତାକୁ ଆସିବା ପରେ ନୃପେନ୍ଦ୍ରଙ୍କ ସହ ପିଏମ୍‌ଓରେ ନିଯୁକ୍ତି ପାଇଥିଲେ। ତାଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ପାହ୍ୟା ନିଯୁକ୍ତି ମିଳିଥିଲା। ୨୦୧୯ ରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ମଧ୍ୟ ଉଭୟଙ୍କୁ ପୁନଃ ନିଯୁକ୍ତି ମିଳିଛି। ପିକେ ମିଶ୍ର ବିପର୍ଯ୍ୟୟ ପରିଚାଳନା ପାଇଁ ୨୦୧୯ ମେ ୧୭ ତାରିଖରେ ଜାତିସଂଘ ଦ୍ୱାରା ପୁରସ୍କୃତ ହୋଇଛନ୍ତି।

ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାର ସମ୍ବଲପୁରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବ୍ୟତୀତ ବେଶ କିଛି ଓଡ଼ିଆ ମୋଦି ସରକାରରେ ବଡ଼ ପଦବୀରେ ଅଛନ୍ତି। ଏପରିକି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ମଧ୍ୟ ଜଣେ ଓଡ଼ିଆ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story