ନୂଆ କୃଷି ନୀତି ସମେତ ୮ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା କୃଷି ନୀତି-୨୦୧୯ ସମେତ ମୋଟ ୮ଟି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ରାଜ୍ୟ କୃଷି ନୀତି-୨୦୧୯- ‘ସମୃଦ୍ଧି’ , ୬୦୬ଟି ସରକାରୀ କଲେଜ ଡିଗ୍ରୀ ଅଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ ବୟସସୀମାକୁ କୋହଳ କରିବା, ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ମୁଖ୍ୟାଳୟ ସ୍ଥାପନ ସମେତ ବିଭିନ୍ନ ଚାକିରି ସର୍ତ୍ତାବଳୀ ଥିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍ […]

Only-6-lakh-farmers-have-been-included-in-pm-crop-insurance-programme-in-odisha

Manoranjan Sial
  • Published: Tuesday, 17 December 2019
  • Updated: 17 December 2019, 07:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା କୃଷି ନୀତି-୨୦୧୯ ସମେତ ମୋଟ ୮ଟି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ରାଜ୍ୟ କୃଷି ନୀତି-୨୦୧୯- ‘ସମୃଦ୍ଧି’ , ୬୦୬ଟି ସରକାରୀ କଲେଜ ଡିଗ୍ରୀ ଅଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ ବୟସସୀମାକୁ କୋହଳ କରିବା, ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ମୁଖ୍ୟାଳୟ ସ୍ଥାପନ ସମେତ ବିଭିନ୍ନ ଚାକିରି ସର୍ତ୍ତାବଳୀ ଥିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଓ ଅନ୍ୟ ବିଭାଗୀୟ ସଚିବମାନେ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ। ୨୦୧୩ ମସିହାରେ ଆସିଥିବା ରାଜ୍ୟ କୃଷି ନୀତିରେ ବ୍ୟାପକ ସଂଶୋଧନ କରାଯାଇ ୨୦୧୯ କୃଷି ନୀତି ‘ସମୃଦ୍ଧି’ ଆଧାରରେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ରାଜ୍ୟ କ୍ୟାବିନେଟ୍ ଏହି ନୂଆ କୃଷି ନୀତିକୁ ଅନୁମୋଦନ କରିଛନ୍ତି। ନୂଆ କୃଷି ନୀତିରେ ମୁଖ୍ୟତଃ ଚାଷୀମାନଙ୍କ ଆୟର ନିରନ୍ତର ଅଭିବୃଦ୍ଧି ସୁନିଶ୍ଚିତ କରାଯିବା, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଅଭିବୃଦ୍ଧି ପ୍ରକ୍ରିୟାକୁ ସୁଦୃଢ଼ କରିବା, କୃଷି ଅଭିବୃଦ୍ଧିକୁ ନିଶ୍ଚିତ ଚିରନ୍ତନ, ସ୍ଥାୟୀ ଓ ବିସ୍ତାରିତ୍ କରାଇବା ସାମିଲ ଅଛି। କୃଷି କ୍ଷେତ୍ରରେ ଥିବା ଅସୁବିଧାଗୁଡ଼ିକୁ ଦୂର କରିବା , ସମ୍ବଳର ସୁବିନିଯୋଗ କରିବା ଓ ବୈଷୟିକ ଜ୍ଞାନର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ତଥା ଦେଶର ତ୍ୱରିତ୍ ଅର୍ଥନୀତିକ ଅଭିବୃଦ୍ଧି ଯୋଗୁ ହାସଲ ହୋଇଥିବା ସୁଯୋଗର ସଦୁପଯୋଗ କରିବା ପାଇଁ ଏହି ନୀତି ପ୍ରଣୟନ କରାଯାଇଛି। ବିଜ୍ଞାନ, ଜଳବାୟୁ ପରିବର୍ତ୍ତନ, କୃଷି ଉତ୍ପାଦ ପାଇଁ ବଜାର, ଉତ୍ପାଦନ ବୃଦ୍ଧି, ଉପଯୁକ୍ତ ଭିତ୍ତଭୂମି, ମାନବ ସମ୍ବଳ, ଅନୁଷ୍ଠାନଗୁଡ଼ିକୁ ଶକ୍ତିଶାଳୀ କରିବା ଆଦି ଏହି କୃଷି ନୀତିର ମୁଖ୍ୟ ଉଦ୍ଦେଶ୍ୟ।

ସେହିପରି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସରକାରୀ କଲେଜରେ ୬୦୬ଟି ଡିଗ୍ରୀ ଅଧ୍ୟାପକ ପଦବୀ ପୂରଣ ନିମନ୍ତେ ବୟସସୀମା ସର୍ବାଧିକ ୩୩ବର୍ଷରୁ ୪୮ବର୍ଷକୁ ବୃଦ୍ଧି କରିବାକୁ ରାଜ୍ୟ କ୍ୟାବିନେଟ୍ ଅନୁମତି ଦେଇଛନ୍ତି। ଏହା କେବଳ ଚଳିତ ନିଯୁକ୍ତି ପ୍ରକ୍ରିୟା ନିମନ୍ତେ ବୈଧ ରହିବ। ଅନ୍ୟ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ସର୍ବୋଚ୍ଚ ବୟସସୀମା ତଦନୁସାରେ ବିଚାରକୁ ନିଆଯିବ।
ସେହିପରି ଓଡ଼ିଆ ରାଜ୍ୟ ବିଶ୍ୱବିଦ୍ୟାଳୟ ଅଧିନିୟମ-୨୦୧୭ରେ ସଂଶୋଧନ କରାଯାଇ ଓଡ଼ିଆ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ପୁରୀ ଜିଲ୍ଲାର ସତ୍ୟବାଦୀ ବନବିଦ୍ୟାଳୟରେ ପ୍ରତିଷ୍ଠା କରାଯିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି।
ସରକାରଙ୍କ ଫାଇଭ-ଟି ଓ ମୋ ସରକାର କାର୍ଯ୍ୟକ୍ରମ ପ୍ରତି ସରକାରୀ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଓଡ଼ିଶା ବେସାମରିକ ସେବା ନିୟମାବଳୀ-୨୦୧୯ ପ୍ରସ୍ତୁତ କରାଯାଇଛି । ଏହାକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି । ଏହି ନିୟମ ଅନୁସାରେ ଅଗ୍ରାଧିକାର ଭିତ୍ତିରେ ପଦୋନ୍ନତି ପାଇବାକୁ ଦକ୍ଷ କର୍ମଚାରୀମାନେ ହକଦାର ହେବେ । ବିଶେଷ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ପାଇଁ ବ୍ୟାଚ୍ ଓ କିମ୍ବା ଆବଣ୍ଟିତ ବର୍ଷକୁ ଉପେକ୍ଷା କରାଯାଇ ପଦୋନ୍ନତି ଦିଆଯାଇପାରିବ। ଗ୍ରୁପ୍-୧ ଅଫିସରଙ୍କ ପାଇଁ ମୁଖ୍ୟ ସଚିବ, ଗ୍ରୁପ-ବି ବର୍ଗଙ୍କ ପାଇଁ ଉନ୍ନୟନ କମିଶନର ଓ ଗ୍ରୁପ-ସି କର୍ମଚାରୀଙ୍କ ପାଇଁ ବିଭାଗୀୟ ସଚିବଙ୍କ ଅଧ୍ୟକ୍ଷତାରେ ସ୍କ୍ରିନିଂ କମିଟି ଗଠନ କରାଯିବ। ସେହି କମିଟିର ସୁପାରିସ ଆଧାରରେ କ୍ୟାବିନେଟ୍ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ସେହିପରି ଆରଆଇ, ଏଆରଆଇ ଓ ଅମିନମାନଙ୍କ ନିଯୁକ୍ତି ନିମନ୍ତେ ଉଦ୍ଦିଷ୍ଟ ଓଡ଼ିଶା ଜିଲ୍ଲା ରାଜସ୍ୱ ସେବା ନିୟମ-୧୯୮୩ରେ ପ୍ରସ୍ତାବିତ ସଂଶୋଧନ କରାଯାଇଛି। ଏଣିକି ଏହି ପଦବୀଗୁଡ଼ିକ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ୍ ମାଧ୍ୟମରେ ପୂରଣ କରାଯିବ। ଏସବୁ ପଦବୀ ନିମନ୍ତେ ସର୍ବନିମ୍ନ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ଶିକ୍ଷା ଜରୁରୀ ହେବ।

ସେହିପରି ରୁଗଣ ଶିଳ୍ପ କମ୍ପାନୀ ଅଧିନିୟମ-୧୯୮୫ର ପ୍ରାବଧାନ ଆଧାରରେ ଇପିକଲ ସଂସ୍ଥା ସହ ମିଶି ଢେଙ୍କାନାଳ ଜିଲ୍ଲାରେ ସ୍ଥାପିତ ହୋଇଥିବା ମେସର୍ସ ଓଡ଼ିଶା ପଲିଫାଇବର୍ସ ଲିମିଟେଡକୁ ୯୭ଏକର ସରକାରୀ ଜମି ହସ୍ତାନ୍ତର ବାବଦ ୭୨ଲକ୍ଷ ୧୩୦ଟଙ୍କା ଏବଂ ୧୩୦ଏକର ବେସରକାରୀ ଜମି ବାବଦ ୯୮ଲକ୍ଷ ଟଙ୍କା ଓ କୋଠାବାଡ଼ି ମୂଲ୍ୟ ବାବଦ ୬.୫୦କୋଟି ଟଙ୍କାର ଷ୍ଟାମ୍ପ ଶୁଳ୍କ ଛାଡ଼ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।

ସେହିପରି ଓଡ଼ିଶା ନ୍ୟାୟିକ ସେବା(ଓଜେଏସ)ରେ ଅଧିକ ସଂଖ୍ୟକ ଏକ୍ସ-ସର୍ଭିସମ୍ୟାନ୍ ଓ ଭିନ୍ନକ୍ଷମ ବର୍ଗର ପ୍ରାର୍ଥୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ଓଏସଜେଏସ୍ ଓଓଜେଏସ୍ ନିୟାମବଳୀ-୨୦୦୭ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି। ଏହାଫଳରେ ସିଭିଲ୍ ଜଜ ପଦବୀ ପାଇଁ ହେଉଥିବା ପରୀକ୍ଷା ନିମନ୍ତେ ପୂର୍ବତନ ସାମାରିକ କର୍ମଚାରୀ ଓ ଏସଏସସି ଅଧିକାରୀମାନଙ୍କ ସର୍ବୋଚ୍ଚ ବୟସସୀମାକୁ ୫ବର୍ଷ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ନିମନ୍ତେ ସର୍ବୋଚ୍ଚ ବୟସସୀମାକୁ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପାଇଁ ଉଦ୍ଦିଷ୍ଟ ସର୍ବୋଚ୍ଚ ବୟସସୀମାଠୁ ଅଧିକ ୧୦ବର୍ଷ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହାସହିତ ବିଧାନସଭା ଶୀତ ଅଧିବେଶନ ସମାପ୍ତି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story