ଜେଲ ଗଲେ ରାଇଟମାକ୍ସ ଚିଟ୍‌ଫଣ୍ଡ ସଂସ୍ଥାର ଦୁଇ ମୁଖ୍ୟ

ଭୁବନେଶ୍ୱର: ଓଡ଼ିଶାରୁ ୧୭ କୋଟି ଟଙ୍କା ଠକି ନେଇଥିବା ରାଇଟମାକ୍ସ ଚିଟ୍‌ଫଣ୍ଡ ସଂସ୍ଥାର ଦୁଇ ନିର୍ଦ୍ଦେଶ ଆଜି ଭୁବନେଶ୍ୱର ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟରେ ଦଣ୍ଡିତ ହୋଇଛନ୍ତି। ଦଣ୍ଡିତ ହୋଇଥିବା ଦୁଇ ନିର୍ଦ୍ଦେଶ ହେଲେ ଜି ଗୁରୁଗୁସାନ ଓ ଏନ ମୁରୁଗୁଏଲ୍‌। ଉଭୟଙ୍କୁ ୩ ବର୍ଷ ଜେଲ ଏବଂ ୧୫,୦୦୦ ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ପୂର୍ବରୁ ଏଟି ମୁଖ୍ୟ ପ୍ରଦୀପ ସେଠୀ, ଅନ୍ୟତମ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ଓ ମହମ୍ମଦ ହନିଫ ଦୋଷୀ ସ୍ୱୀକାର ପରେ […]

nabadeanta chitfund

Rakesh Mallick
  • Published: Tuesday, 16 May 2017
  • , Updated: 16 May 2017, 06:23 PM IST

ଭୁବନେଶ୍ୱର: ଓଡ଼ିଶାରୁ ୧୭ କୋଟି ଟଙ୍କା ଠକି ନେଇଥିବା ରାଇଟମାକ୍ସ ଚିଟ୍‌ଫଣ୍ଡ ସଂସ୍ଥାର ଦୁଇ ନିର୍ଦ୍ଦେଶ ଆଜି ଭୁବନେଶ୍ୱର ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟରେ ଦଣ୍ଡିତ ହୋଇଛନ୍ତି। ଦଣ୍ଡିତ ହୋଇଥିବା ଦୁଇ ନିର୍ଦ୍ଦେଶ ହେଲେ ଜି ଗୁରୁଗୁସାନ ଓ ଏନ ମୁରୁଗୁଏଲ୍‌। ଉଭୟଙ୍କୁ ୩ ବର୍ଷ ଜେଲ ଏବଂ ୧୫,୦୦୦ ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

ପୂର୍ବରୁ ଏଟି ମୁଖ୍ୟ ପ୍ରଦୀପ ସେଠୀ, ଅନ୍ୟତମ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ଓ ମହମ୍ମଦ ହନିଫ ଦୋଷୀ ସ୍ୱୀକାର ପରେ ଭୁବେନେଶ୍ୱର ସ୍ପେଶାଲ ସିଜେଏମ ସିବିଆଇ କୋର୍ଟରେ ଦଣ୍ଡିତ କରିଥିଲେ।

Related story