ଦିଲ୍ଲୀରେ ନବୀନ: ଆନ୍ତଃରାଜ୍ୟ ପରିଷଦର ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗ ଦେବେ

Ordigital Desk
  • Published: Saturday, 25 November 2017
  • , Updated: 25 November 2017, 07:50 AM IST
<p>ନୂଆଦିଲ୍ଲୀ: ତିନି ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଆନ୍ତଃରାଜ୍ୟ ପରିଷଦର ଦ୍ୱାଦଶ ତମ ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗଦେବେ। ବୈଠକରେ ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗ ଉଠାଇବେ ନବୀନ।</p> <p>ମାଓ ସମସ୍ୟାଠୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ଦୃଷ୍ଟି ଆକର୍ଷଣ କରିବେ। ତା&rsquo;ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ ମହାନଦୀ ଟ୍ରିବ୍ୟୁନାଲ ନେଇ ମଧ୍ୟ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିପାରନ୍ତି।</p>

Related story