ସରକାରଙ୍କ ‘କାଳିଆ’ ଯୋଜନା ଏକ ହାସ୍ୟାସ୍ପଦ ନିଷ୍ପତ୍ତି: ସିପିଏମ୍ 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ‘କାଳିଆ’ ଯୋଜନାରେ ଓଡିଶା ରାଜ୍ୟ ବିଜେଡି ସରକାର ଯେଉଁ ଘୋଷଣା କରିଛନ୍ତି ତାହା ରାଜ୍ୟର ଚାଷୀମାନଙ୍କୁ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ। କାରଣ ଆସନ୍ତା ୩/୪ ମାସ ପରେ ବର୍ତ୍ତମାନ ସରକାରଙ୍କ ଆୟୁଷ ପୂରଣ ହେବ ଓ ପୁଣି ନିର୍ବାଚନ ହେବ। ଏପରି ସ୍ଥଳେ ରାଜ୍ୟର ଚାଷୀମାନଙ୍କୁ ସ୍ୱପ୍ନ ଦେଖାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ୩ ବର୍ଷରେ ୧୦,୦୦୦ କୋଟି ଟଙ୍କା କାଳିଆ ଯୋଜନାରେ ଖର୍ଚ୍ଚ ଘୋଷଣା କରିଛନ୍ତି। ଏହା ଏକ ହାସ୍ୟାସ୍ପଦ ନିଷ୍ପତ୍ତି […]

farmer

farmer

Rakesh Mallick
  • Published: Sunday, 23 December 2018
  • Updated: 23 December 2018, 08:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ‘କାଳିଆ’ ଯୋଜନାରେ ଓଡିଶା ରାଜ୍ୟ ବିଜେଡି ସରକାର ଯେଉଁ ଘୋଷଣା କରିଛନ୍ତି ତାହା ରାଜ୍ୟର ଚାଷୀମାନଙ୍କୁ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ। କାରଣ ଆସନ୍ତା ୩/୪ ମାସ ପରେ ବର୍ତ୍ତମାନ ସରକାରଙ୍କ ଆୟୁଷ ପୂରଣ ହେବ ଓ ପୁଣି ନିର୍ବାଚନ ହେବ। ଏପରି ସ୍ଥଳେ ରାଜ୍ୟର ଚାଷୀମାନଙ୍କୁ ସ୍ୱପ୍ନ ଦେଖାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ୩ ବର୍ଷରେ ୧୦,୦୦୦ କୋଟି ଟଙ୍କା କାଳିଆ ଯୋଜନାରେ ଖର୍ଚ୍ଚ ଘୋଷଣା କରିଛନ୍ତି। ଏହା ଏକ ହାସ୍ୟାସ୍ପଦ ନିଷ୍ପତ୍ତି ଏବଂ ସ୍ୱପ୍ନ ଦେଖାଇ ଭୋଟ ହାତେଇବା ପାଇଁ ଏକ ସୁଚିନ୍ତିତ ପରିକଳ୍ପନା ବୋଲି ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟିର ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଏକ ପ୍ରେସ ବିବୃତିରେ କହିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି,ଚଳିତ ବର୍ଷ ରାଜ୍ୟ ବଜେଟରେ ୨୦,୦୦୦କୋଟି ଟଙ୍କାର ନିଅଣ୍ଟିଆ ଭରଣା ପାଇଁ ଏ ଯାଏଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏବେ ୧୦ ହଜାର କୋଟି ଖର୍ଚ୍ଚ ପାଇଁ ଅର୍ଥ କେଉଁଠୁ ଆସିବ ? ଅର୍ଥ ଯୋଗାଡ ନକରି ଏପରି ଯୋଜନା ଖର୍ଚ୍ଚ ଘୋଷଣା କରିବା କେବଳ ଭୂଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ। ୧୯ ବର୍ଷର ବିଜେଡି ଶାସନର ଭ୍ରାନ୍ତ ନୀତି ଯୋଗୁଁ ଚାଷ ଓ ଚାଷୀ ଆଜି ସଙ୍କଟରେ। ଋଣ ଭାରରେ ଚାଷୀ ଭାରାକ୍ରାନ୍ତ। ଅନ୍ୟ ରାଜ୍ୟମାନଙ୍କ ପରି ଓଡିଶା ରାଜ୍ୟ ସରକାର ମଧ୍ୟ ତୁରନ୍ତ ଋଣଛାଡ଼ ପାଇଁ ପଦକ୍ଷେପ ନେବା ଦରକାର ବୋଲି ସେ ମତ ଦେଇଛନ୍ତି।

ସେ କହିଛନ୍ତି, ସମବାୟ ଋଣ ନେଇଥିବା ଚାଷୀମାନଙ୍କ ଶତକଡା ୬୦ ଭାଗ ଚାଷୀଙ୍କର ବକେୟା ଋଣ ନାହିଁ, ତେଣୁ ଅଧିକାଂଶ ଚାଷୀ ଋଣଛାଡ଼ ଦ୍ୱାରା ଲାଭବାନ ହେବେ ନାହିଁ ବୋଲି ସରକାରୀ ଯୁକ୍ତି ଚାଷୀମାନଙ୍କୁ ଠକିବା ଉଦ୍ଦେଶ୍ୟରେ କୁହାଯାଉଛି। କାରଣ ଶାସକ ଦଳ ଓ ଦୂର୍ନୀତିଗ୍ରସ୍ତ ଲୋକଙ୍କ ଦ୍ୱାରା ଓଡ଼ିଶାର ସମବାୟ ବ୍ୟାଙ୍କଗୁଡ଼ିକ କବଳିତ। ଚାଷୀମାନଙ୍କ ଅଗୋଚରରେ ଏମାନେ ଋଣ ଆଦାୟ କରି ନପାରି ଋଣ ବଦଳ ପରି ବେଆଇନ ଓ ଦୁର୍ନୀତି କାରବାର କରି ଋଣ ବୋଝ ଲଦି ଚାଲୁଛନ୍ତି। ବର୍ତ୍ତମାନ ଚାଷୀମାନଙ୍କର ଆବଶ୍ୟକତା ଥିଲାବେଳେ ଋଣଛାଡ଼ କରିବା ପାଇଁ ଖାତା ବଦଳ, ଋଣ ବଦଳ କଥା କହିବା ଦ୍ୱାରା ଚାଷୀଙ୍କ ପ୍ରତି ବିଶ୍ୱାସଘାତକତା କରାଯାଉଛି।

ଭାଗଚାଷୀମାନେ ଋଣଛାଡ଼ ଯୋଜନାରେ ଉପକୃତ ହେବେ ନାହିଁ ବୋଲି ଯୁକ୍ତି ମଧ୍ୟ ଠିକ୍ ନୁହେଁ ବୋଲି ଦର୍ଶାଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଏଥିରୁ ରାଜ୍ୟ ସରକାର ଭାଗଚାଷୀ ଆଇନ ପ୍ରଣୟନକୁ ଶୀତଳ ଭଣ୍ଡାରରେ ରଖିବା ପଛରେ ଉଦ୍ଦେଶ୍ୟଟି ବର୍ତ୍ତମାନ ଜଣାପଡୁଛି। ଭାଗଚାଷୀମାନେ ଆଇନଗତ ସ୍ୱୀକୃତି ପାଉନଥିବାରୁ ବହୁ ସୁବିଧାରୁ ବଞ୍ଚିତ। ତେଣୁ ଚାଷୀମାନଙ୍କ କୃଷି ଋଣ ସଂପୂର୍ଣ୍ଣ ଛାଡ଼ କରି ଋଣରୁ ମୁକ୍ତି ଯୋଜନା ଆରମ୍ଭ କରିବା ସହିତ ଧାନର ସରକାରୀ ସଂଗ୍ରହ ମୂଲ୍ୟ ଉପରେ ଅନ୍ୟ ରାଜ୍ୟମାନଙ୍କ ପରି ବୋନସ୍ ଘୋଷଣା କରିବାକୁ ସି.ପି.ଆଇ.(ଏମ୍) ଦାବି କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story