ଏଟି ଠକେଇ: ପ୍ରଭାତ ତ୍ରିପାଠୀଙ୍କୁ ୪ ଘଣ୍ଟା ଜେରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅର୍ଥତତ୍ତ୍ୱ(ଏଟି) ଚିଟଫଣ୍ଡ୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ଆଜି ହାଜର ହୋଇଛନ୍ତି ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ। ତାଙ୍କୁ ପ୍ରାୟ ୪ ଘଣ୍ଟାର ଅଧିକ ସମୟ ଧରି ଜେରା କରାଯାଇଥିଲା। ଜେରା ପରେ ସେ ବାହାରକୁ ଆସି କହିଛନ୍ତି-“ମୋର ବିଭିନ୍ନ ଆକାଉଣ୍ଟ ସଂପର୍କରେ ପଚାରିଲେ। ସ୍ଥାବର, ଅସ୍ଥାବର ସଂପତ୍ତି ବିଷୟରେ ଯାହା ପ୍ରଶ୍ନ ପଚାରିଲେ ମୁଁ ତଥ୍ୟ ଦେଇଛି ଏବଂ ସମସ୍ତ କାଗଜପତ୍ର ଜମା କରିଛି।” ବେଆଇନ ଅର୍ଥ କାରବାର ନେଇ ତାଙ୍କ ନାଁରେ […]

pravat

pravat

Rakesh Mallick
  • Published: Tuesday, 29 August 2017
  • Updated: 29 August 2017, 04:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅର୍ଥତତ୍ତ୍ୱ(ଏଟି) ଚିଟଫଣ୍ଡ୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ଆଜି ହାଜର ହୋଇଛନ୍ତି ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ। ତାଙ୍କୁ ପ୍ରାୟ ୪ ଘଣ୍ଟାର ଅଧିକ ସମୟ ଧରି ଜେରା କରାଯାଇଥିଲା। ଜେରା ପରେ ସେ ବାହାରକୁ ଆସି କହିଛନ୍ତି-“ମୋର ବିଭିନ୍ନ ଆକାଉଣ୍ଟ ସଂପର୍କରେ ପଚାରିଲେ। ସ୍ଥାବର, ଅସ୍ଥାବର ସଂପତ୍ତି ବିଷୟରେ ଯାହା ପ୍ରଶ୍ନ ପଚାରିଲେ ମୁଁ ତଥ୍ୟ ଦେଇଛି ଏବଂ ସମସ୍ତ କାଗଜପତ୍ର ଜମା କରିଛି।”

ବେଆଇନ ଅର୍ଥ କାରବାର ନେଇ ତାଙ୍କ ନାଁରେ ମାମଲା ରହିଛି। ପୂର୍ବରୁ ଅକ୍ଟୋବର ୩୧, ୨୦୧୪ରେ ସେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ। ପରେ ସେ ହାଇକୋର୍ଟରୁ ଜାମିନ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story