ବିପଦ ବେଳେ ବେଙ୍ଗଲର ବନ୍ଧୁ ସାଜିଲା ଓଡ଼ିଶା, ଚକିତ ହାଓ୍ୱଡା ସିଟି ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବ ଅଭିଜ୍ଞତା ହେଉ ବା ସଠିକ୍ ତାଲିମ୍ ଆମ୍ଫନ ବାତ୍ୟାରେ ଘାଇଲା ପଶ୍ଚିମବଙ୍ଗରେ କିନ୍ତୁ କମାଲ କରୁଛନ୍ତି ଓଡ୍ରାଫ୍ ଏବଂ ଓଡ଼ିଶା ଅଗ୍ନିଶମ ଟିମ୍ । ପାଣି,ବିଜୁଳି ଓ ଗମନାଗମନ ପାଇଁ ଯେଉଁ କୋଲକାତା ସହରରେ ଲୋକେ ଦୁର୍ଦ୍ଦଶାରେ ଛଟପଟ ହେଉଛନ୍ତି। ସେଠି ସେମାନଙ୍କ ଜୀବନ ଯାତ୍ରା ସ୍ୱାଭାବିକ୍‌ କରିବାକୁ ସତେ ଯେମିତି ଯୋଦ୍ଧା ଭଳି ଲାଗିଛନ୍ତି।  ଯେଉଁଥିପାଇଁ ସେମାନଙ୍କ ପାଖକୁ ଏବେ ଛୁଟିଛି ସାବାସି ସାଙ୍ଗକୁ ପ୍ରଶଂସାର ସୁଅ। ଆମ୍ଫନର ଅନ୍ତଃହୀନ ଦୁର୍ଦ୍ଦଶାରେ […]

5678

5678

Tapas Behera
  • Published: Tuesday, 26 May 2020
  • Updated: 26 May 2020, 08:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବ ଅଭିଜ୍ଞତା ହେଉ ବା ସଠିକ୍ ତାଲିମ୍ ଆମ୍ଫନ ବାତ୍ୟାରେ ଘାଇଲା ପଶ୍ଚିମବଙ୍ଗରେ କିନ୍ତୁ କମାଲ କରୁଛନ୍ତି ଓଡ୍ରାଫ୍ ଏବଂ ଓଡ଼ିଶା ଅଗ୍ନିଶମ ଟିମ୍ । ପାଣି,ବିଜୁଳି ଓ ଗମନାଗମନ ପାଇଁ ଯେଉଁ କୋଲକାତା ସହରରେ ଲୋକେ ଦୁର୍ଦ୍ଦଶାରେ ଛଟପଟ ହେଉଛନ୍ତି। ସେଠି ସେମାନଙ୍କ ଜୀବନ ଯାତ୍ରା ସ୍ୱାଭାବିକ୍‌ କରିବାକୁ ସତେ ଯେମିତି ଯୋଦ୍ଧା ଭଳି ଲାଗିଛନ୍ତି।  ଯେଉଁଥିପାଇଁ ସେମାନଙ୍କ ପାଖକୁ ଏବେ ଛୁଟିଛି ସାବାସି ସାଙ୍ଗକୁ ପ୍ରଶଂସାର ସୁଅ।

ଆମ୍ଫନର ଅନ୍ତଃହୀନ ଦୁର୍ଦ୍ଦଶାରେ ଧନ୍ଦି ହେଉଥିବା କୋଲକାତା ସହରର ମଣିଷମାନଙ୍କୁ ଏବେ ବି ରାସ୍ତା, ଘର ଓ ଯାନବାହନ ଉପରେ ଲୋଟି ରହିଛି । ଅଣଚାଷ ପବନରେ ଧରାଶାୟୀ ଗଛ ଓ ବିଦ୍ୟୁତ୍ ଖୁଣ୍ଟ । ବିଜୁଳି ନଥିବାରୁ ଦୁର୍ବିସହ ହୋଇଛି ଜୀବନ। ପିଇବା ପାଣି ମୁନ୍ଦେ ପାଇଁ ସବୁଠି ହାହା କାର ସ୍ଥିତି । ବାରାକପୁର, ଟିଟଲାଗଡ଼ ଓ ସାଉଥ ଆଭେନ୍‌ଯ୍ୟୁ ଅଞ୍ଚଳରେ ଅବସ୍ଥା ସଂଗୀନ । ଲୋକଙ୍କ ରୋଷ ବଢୁଥିବାରୁ ରାସ୍ତାକୁ ଓହ୍ଲାଉଛନ୍ତି । ଆଉ ବଇରୀ ସାଜି ପ୍ରକୃତି ସିନା ଦୁର୍ଦ୍ଦଶା ଦେଇଗଲା, ହେଲେ ସେଥିରୁ ମୁକୁଳାଇବେ ତ ଏଇ ବନ୍ଧୁ ରୂପୀ ମଣିଷ ।

ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କୋଲକାତା ସହରରେ ଦିନ ରାତି ଏକ କରି କାମରେ ଲାଗିଥିବା ଓଡ଼ିଶା ଅଗ୍ନିଶମ ବାହିନୀ। ଏବେ ଉଦ୍ଧାର କାମରେ ଲାଗିଛନ୍ତି ଓଡ଼ିଶାରୁ ଯାଇଥିବା ୧୦ଟି ଓଡ୍ରାଫ୍ ଟିମ୍ ସହ ୩୭୫ ଅଗ୍ନିଶମ କର୍ମଚାରୀ। ଗତ ୩ ଦିନ ଭିତରେ ଏମାନେ ପାଖାପାଖି ୫ହଜାର ଗଛ କାଟି ୨୫ଟି ପ୍ରମୁଖ ରାସ୍ତା ସଫା କରିଲେଣି। ଓଡ଼ିଆ ଅଗ୍ନିଶମ କର୍ମଚାରୀଙ୍କ ଏଭଳି ତ୍ୱରିତ କାର୍ଯ୍ୟକୁ ଦେଖି ଚକିତ ହେବା ସହ ପ୍ରଶଂସାରେ ପୋତି ପକାଇଛି ଖୋଦ୍ ହାଓ୍ୱଡା ସିଟି ପୁଲିସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଓଡ଼ିଶା ଅଗ୍ନିକ ଓ ଓଡ୍ରାଫ ଟିମ୍‌ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story