ମୁଣ୍ଡ ନୁଆଇଁଲେ ସରକାର, ପୁରୀ ବିଚ୍‌ରୁ ମଦ କୁଡ଼ିଆ ଯୋଜନା ପ୍ରତ୍ୟାହୃତ

ପୁରୀ(ଓଡ଼ିଶା ରିପୋର୍ଟର): ବିଭିନ୍ନ ମହଲରେ ପ୍ରତିବାଦ ପରେ ମୁଣ୍ଡ ନଇଁଲେ ସରକାର। ଶ୍ରୀକ୍ଷେତ୍ର ପୁରୀ ବେଳାଭୂମିରୁ ‘ମଦ କୁଡ଼ିଆ’ ଯୋଜନା ପ୍ରତ୍ୟାହୃତ ହୋଇଛି। ‘ମଦ କୁଡ଼ିଆ’ ଯୋଜନା ପ୍ରତ୍ୟାହାର ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଗୋଆ ଭଳି ବିଶ୍ୱ ଅଧ୍ୟତ୍ମିକ ନଗରୀରେ ପୁରୀ ବେଳାଭୂମିରେ ‘ମଦ କୁଡ଼ିଆ’ ଯୋଜନା କାର୍ଯ୍ୟକାରୀ କରିବାକୁ ବ୍ୟବସ୍ଥା କରାଯାଉଥିଲା। ଏହାଦ୍ୱାରା ବିଚ୍‌ରେ ପର୍ଯ୍ୟଟକଙ୍କୁ ମଦ ମିଳିବ। ପୁରୀ ଭଳି ସାଂସ୍କୃତିକ ସହରରେ […]

puri

puri

Manoranjan Sial
  • Published: Friday, 30 July 2021
  • Updated: 30 July 2021, 06:01 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ବିଭିନ୍ନ ମହଲରେ ପ୍ରତିବାଦ ପରେ ମୁଣ୍ଡ ନଇଁଲେ ସରକାର। ଶ୍ରୀକ୍ଷେତ୍ର ପୁରୀ ବେଳାଭୂମିରୁ ‘ମଦ କୁଡ଼ିଆ’ ଯୋଜନା ପ୍ରତ୍ୟାହୃତ ହୋଇଛି। ‘ମଦ କୁଡ଼ିଆ’ ଯୋଜନା ପ୍ରତ୍ୟାହାର ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଗୋଆ ଭଳି ବିଶ୍ୱ ଅଧ୍ୟତ୍ମିକ ନଗରୀରେ ପୁରୀ ବେଳାଭୂମିରେ ‘ମଦ କୁଡ଼ିଆ’ ଯୋଜନା କାର୍ଯ୍ୟକାରୀ କରିବାକୁ ବ୍ୟବସ୍ଥା କରାଯାଉଥିଲା। ଏହାଦ୍ୱାରା ବିଚ୍‌ରେ ପର୍ଯ୍ୟଟକଙ୍କୁ ମଦ ମିଳିବ। ପୁରୀ ଭଳି ସାଂସ୍କୃତିକ ସହରରେ ଏପରି ବ୍ୟବସ୍ଥା କରାଗଲେ ନାନା ବିଘ୍ନ ଘଟିବ ବୋଲି ଆଶଙ୍କା କରାଯାଇଥିଲା। ରାଜ୍ୟ ସରକାରଙ୍କ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ କରାଯାଉଥିବା ଏପରି ବ୍ୟବସ୍ଥାକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଇଥିଲା। ‘ମଦ କୁଡ଼ିଆ’ ଯୋଜନାକୁ ବନ୍ଦ କରିବା ପାଇଁ ୨୧ଟି ସଙ୍ଗଠନ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ। ଏହା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଥିଲା।

ଗୁରୁବାର ପର୍ଯ୍ୟଟନ ବିଭାଗ ତରଫରୁ ସ୍ୱତନ୍ତ୍ର ବୈଠକ ବସିଥିଲା। ଏଥିରେ ଓଡ଼ିଶାର ୬ଟି ସ୍ଥାନରେ ହେବାକୁ ଥିବା ମଦ କୁଡ଼ିଆ ଯୋଜନା ଉପରେ ଆଲୋଚନା ହୋଇଥିଲା। ତେବେ ଏହି ଯୋଜନାରୁ ପୁରୀ ଜିଲ୍ଲାକୁ ବାଦ ଦିଆଯାଇଛି। ଆଜି ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ।

ବିଶ୍ୱ ଅଧ୍ୟତ୍ମିକ ନଗରୀରେ ହେଉଛି ଶ୍ରୀକ୍ଷେତ୍ର ପୁରୀ। ଏଠାରେ ପର୍ଯ୍ୟଟନର ବିକାଶ ନାଁରେ ଓଟିଡିସିର ମଦ ପ୍ରସାର ଯୋଜନାକୁ କଡା ବିରୋଧ କରିଥିଲେ ପୁରୀର ବିଭିନ୍ନ ସଙ୍ଗଠନ। ଜଗନ୍ନାଥ ସଂସ୍କୃତିକୁ ନେଇ ସାରା ବିଶ୍ୱରୁ ଭକ୍ତମାନେ ପୁରୀ ଆସୁଛନ୍ତି। ଏପରି ସ୍ଥିତିରେ ଏହି ପବିତ୍ର ସ୍ଥାନରେ ଓଟିଡିସିର ମଦ ବିକ୍ରି ଯୋଜନା ଅତ୍ୟନ୍ତ ନିନ୍ଦନୀୟ ବୋଲି ମତପ୍ରକାଶ ପାଇଥିଲା। ଏଭଳି ଯୋଜନାକୁ ପୁରୀ ସହରରେ କରାଇ ଦିଆଯିବ ନାହିଁ ବୋଲି ୨୫ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ସ୍ମାରକପତ୍ର ପୁରୀ ଜିଲ୍ଲାପାଳଙ୍କୁ ଦେଇଥିଲେ। ସେପଟେ ଆଜି ବିଜେପି ମଧ୍ୟ ପ୍ରତିବାଦ କରିଥିଲା।

ମହୋଦଧିରେ ମଦ ଦୋକାନ ଖୋଲିବା ପ୍ରସଙ୍ଗକୁ ନାପସନ୍ଦ କରିଥିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story