ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି, ଫୋକସରେ ଶିଶୁଭବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଲହର ଏବେବି ଚିନ୍ତାଜନକ ସ୍ଥିତିରେ ଥିବାବେଳେ ତୃତୀୟ ଲହରକୁ ନେଇ ସରକାରୀସ୍ତରରେ ପ୍ରସ୍ତୁତି ଜୋରଦାର ହୋଇଛି। ତୃତୀୟ ଲହରରେ ପିଲାମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା କରି ସେପ୍ଟେମ୍ବର ୧୦ତାରିଖ ସୁଦ୍ଧା ପିଲାଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଭିତ୍ତିଭୂମି ସୁଦୃଢ଼ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ଭାବ୍ୟ ତୃତୀୟ ଲହର […]

Corona1

Corona1

Ordigital Desk
  • Published: Tuesday, 24 August 2021
  • Updated: 24 August 2021, 10:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଲହର ଏବେବି ଚିନ୍ତାଜନକ ସ୍ଥିତିରେ ଥିବାବେଳେ ତୃତୀୟ ଲହରକୁ ନେଇ ସରକାରୀସ୍ତରରେ ପ୍ରସ୍ତୁତି ଜୋରଦାର ହୋଇଛି। ତୃତୀୟ ଲହରରେ ପିଲାମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା କରି ସେପ୍ଟେମ୍ବର ୧୦ତାରିଖ ସୁଦ୍ଧା ପିଲାଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଭିତ୍ତିଭୂମି ସୁଦୃଢ଼ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲାକୁ ନେଇ ଆଲୋଚନା ହୋଇଥିଲା। କଟକସ୍ଥିତ ଶିଶୁଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା କରିବା ସହ ଶିଶୁଭବନର ପ୍ରଥମ ମହଲାରେ କୋଭିଡ୍ ସଂକ୍ରମିତ ପିଲାଙ୍କ ପାଇଁ ବ୍ୟବସ୍ଥା କରାଯିବ। କୋଭିଡ୍ ନିୟମରେ ସ୍ୱତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ପଥ ରହିବ। ପ୍ରତି ବେଡକୁ ଅକ୍ସିଜେନ ଗ୍ୟାସ ପାଇପଲାଇନ୍ ବ୍ୟବସ୍ଥା କରାଯିବ। ଆବଶ୍ୟକ ପରିମାଣର ଏସି ମଧ୍ୟ ଲଗାଯିବ। ରାଜ୍ୟ ସରକାର ଏସବୁ ଭିତ୍ତିଭୂମି ନିମନ୍ତେ ଅର୍ଥ ଯୋଗାଇ ଦେବେ। ସୁପରିଟେଣ୍ଡେଣ୍ଟଙ୍କ ତାଲିକା ଅନୁସାରେ ଚିକିତ୍ସା ଓ ଭିତ୍ତିଭୂମି ସରଞ୍ଜାମ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଶିଶୁଭବନରେ ୪୦ଟି ସାଧାରଣ ବେଡ୍ ଓ ୧୦ଟି ଆଇସିୟୁ ବେଡ୍ ରହିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ସେପ୍ଟେମ୍ବର ଓ ଅକ୍ଟୋବର ତୃତୀୟ ଲହର ଆସିବା ସମ୍ଭାବନା ରହିଛି । ପାର୍ବଣ ଋତୁରେ ଥିବାରୁ ଲୋକମାନେ ବାହାରକୁ ଆସି ଭିଡ଼ କରନ୍ତୁ ନାହିଁ । ଟିକା ଦିଆଯାଇନଥିବାରୁ ୧୮ବର୍ଷରୁ କମ୍ ପିଲା ସଂକ୍ରମିତ ହେବାର ସମ୍ଭାବନା ରହିଛି । ତଥାପି ଶିଶୁଙ୍କ ଉପରେ ସରକାର ଅଧିକ ଫୋକସ କରୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story