ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ: ୨୩୦୮କୋଟି ଦେଇଥିଲେ, ପୁଣି ଦେବେ ୯୦୦ କୋଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ନଗରୀ କରିବା ପାଇଁ ରାଜ୍ୟ ସରକାର ଆସନ୍ତାବର୍ଷ ଆଉ ୯୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଚଳିତ ଆର୍ଥିକ ବର୍ଷରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟ ପାଇଁ ରାଜ୍ୟ ସରକାର ଅବଢ଼ା ଯୋଜନାରେ ୧୫ଟି ପ୍ରକଳ୍ପ ହାତକୁ ନେବା ସହ ୨୩୦୮କୋଟି ଟଙ୍କା ମଞ୍ଜୁର କରିଛନ୍ତି। ତେବେ ୨୦୨୦-୨୧ ଆଥିର୍କ ବର୍ଷରେ ଅବଢ଼ା ଯୋଜନାରେ ଆଉ ୯୦୦କୋଟି ଟଙ୍କା ଖର୍ଚ୍ଚ କରିବେ […]

Puri

Puri

Manoranjan Sial
  • Published: Friday, 10 January 2020
  • Updated: 10 January 2020, 10:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ନଗରୀ କରିବା ପାଇଁ ରାଜ୍ୟ ସରକାର ଆସନ୍ତାବର୍ଷ ଆଉ ୯୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଚଳିତ ଆର୍ଥିକ ବର୍ଷରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟ ପାଇଁ ରାଜ୍ୟ ସରକାର ଅବଢ଼ା ଯୋଜନାରେ ୧୫ଟି ପ୍ରକଳ୍ପ ହାତକୁ ନେବା ସହ ୨୩୦୮କୋଟି ଟଙ୍କା ମଞ୍ଜୁର କରିଛନ୍ତି। ତେବେ ୨୦୨୦-୨୧ ଆଥିର୍କ ବର୍ଷରେ ଅବଢ଼ା ଯୋଜନାରେ ଆଉ ୯୦୦କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି। ପୁରୀରେ ଗୋଟିଏ ଗୁରୁକୂଳ ସ୍ଥାପନ ବାବଦରେ ୨୫କୋଟି ଟଙ୍କା ମଧ୍ୟ ଏଥିରେ ସାମିଲ ଅଛି।

ପୂର୍ତ୍ତ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ମେ’ ମାସରେ ସାମୁଦ୍ରିକ ଝଡ଼ ‘ଫୋନି’ରେ ବ୍ୟାପକ କ୍ଷତିଗ୍ରସ୍ତ ପରେ ରାଜ୍ୟ ସରକାର ପୁରୀରେ ବ୍ୟାପକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ଟି ପ୍ରକଳ୍ପ ପାଇଁ ୨୩୦୮କୋଟି ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏବେ ୨୦୨୦-୨୧ ଆଥିର୍କ ବର୍ଷରେ ବଡ଼ଦାଣ୍ଡର ବିକାଶ ପାଇଁ ୨୫୦କୋଟି ଟଙ୍କା, ମହାପ୍ରଭୁଙ୍କ ବଗିଚା ପାଇଁ ୮୦ କୋଟି, ବେଳାଭୂମି ରାସ୍ତା ସମ୍ପ୍ରସାରଣରେ ୧୮୦କୋଟି ଟଙ୍କା, ଅନ୍ୟ ଐତିହ୍ୟ ରୋଡର ବିକାଶ ପାଇଁ ୩୬୦କୋଟି ଟଙ୍କା, ଗୁଣ୍ଡିଚା ମନ୍ଦିର ପ୍ରକଳ୍ପ ପାଇଁ ୫କୋଟି ଓ ଗୁରୁକୂଳ ପ୍ରକଳ୍ପ ପାଇଁ ୨୫କୋଟି ଟଙ୍କା ଖର୍ଚ୍ଚ ହେବ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁମୋଦନ କରିଥିବା ମୋଟ ୨୩୦୮କୋଟି ଟଙ୍କାର ଏହି ୧୫ଟି ପ୍ରକଳ୍ପ ମଧ୍ୟରେ ଐତିହ୍ୟ ସୁରକ୍ଷା ଜୋନ୍ ପାଇଁ ୮୦୦କୋଟି ଟଙ୍କା, ଶ୍ରୀ ସେତୁ ପ୍ରକଳ୍ପ ପାଇଁ ୩୮୦କୋଟି, ମୂଷା ନଦୀର ପୁନରୁଦ୍ଧାର ପାଇଁ ୨୫୦କୋଟି, ଜଗନ୍ନାଥବଲ୍ଲଭ ମଠର ବିକାଶ ପାଇଁ ୧୯୦କୋଟି, ଗୃହନିର୍ମାଣ ପ୍ରକଳ୍ପ ପାଇଁ ୯୫କୋଟି, ଜେଲ ରୋଡରେ ବହୁମୁଖୀ କାର ପାର୍କିଂରେ ୯୬କୋଟି ଟଙ୍କା ଓ ବେଳାଭୂମି ଅ ଳରେ ୯୨କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ପୁରୀରେ ଲୋକସେବା ଭବନ ପାଇଁ ୬୫କୋଟି, ବଡ଼ଦାଣ୍ଡରେ ମ୍ୟୁନିସପାଲଟି ମାର୍କେଟର ପୁନରୁଦ୍ଧାର ପାଇଁ ୫୦କୋଟି ଟଙ୍କା, ପୁରୀ ହ୍ରଦ ବିକାଶ ପ୍ରକଳ୍ପରେ ୩୫କୋଟି, ରଘୁନନ୍ଦନ ଲାଇବ୍ରେରୀରେ ୨୫କୋଟି, ଆଚାର୍ଯ୍ୟ ହରିହର ଛକର ପୁନରୁଦ୍ଧାରରେ ୧୫କୋଟି, ଅଠରନଳା ଐତିହ୍ୟ ପ୍ରକଳ୍ପରେ ୫କୋଟି, ମଠଗୁଡ଼ିକର ବିକାଶରେ ୧୦କୋଟି, ଐତିହ୍ୟ ହ୍ରଦରେ ୧୦କୋଟି ଟଙ୍କା ଖର୍ଚ୍ଚ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story