ସମଲେଶ୍ୱରୀ ମନ୍ଦିର ପାରିପାର୍ଶ୍ୱିକ ବିକାଶ, ସ୍ଥିତି ପରଖିଲେ ୩ ଜଣିଆ ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ବଲପୁରର ପ୍ରତିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବାର ୯ ଦିନ ପରେ ଆଜି ୩ ଣିଆ ଟିମ୍ ସେଠାକୁ ଯାଇ ସ୍ଥିତି ପରଖିଛନ୍ତି। ଓଡ଼ିଶା ବ୍ରିଜ୍ କନଷ୍ଟ୍ରକ୍ସନ କର୍ପୋରେସନ (ଓବିସିସି)ର ପରିଚାଳନା ନିର୍ଦ୍ଦେଶକ ଜୟକୃଷ୍ଣ ଦାଶଙ୍କ ନେତୃତ୍ୱରେ ୩ଜଣିଆ ଟିମ୍ ଆଜି ମା’ ସମଲେଶ୍ୱରୀ ମନ୍ଦିର ଓ ଏହାର ଚାରିପଟ ବୁଲି ଦେଖିଛନ୍ତି। ଟିମରେ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ଜ୍ଞାନରଞ୍ଜନ ବେହୁରା ଓ […]

samaleswari

samaleswari

Manoranjan Sial
  • Published: Thursday, 30 January 2020
  • Updated: 30 January 2020, 10:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ବଲପୁରର ପ୍ରତିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବାର ୯ ଦିନ ପରେ ଆଜି ୩ ଣିଆ ଟିମ୍ ସେଠାକୁ ଯାଇ ସ୍ଥିତି ପରଖିଛନ୍ତି। ଓଡ଼ିଶା ବ୍ରିଜ୍ କନଷ୍ଟ୍ରକ୍ସନ କର୍ପୋରେସନ (ଓବିସିସି)ର ପରିଚାଳନା ନିର୍ଦ୍ଦେଶକ ଜୟକୃଷ୍ଣ ଦାଶଙ୍କ ନେତୃତ୍ୱରେ ୩ଜଣିଆ ଟିମ୍ ଆଜି ମା’ ସମଲେଶ୍ୱରୀ ମନ୍ଦିର ଓ ଏହାର ଚାରିପଟ ବୁଲି ଦେଖିଛନ୍ତି। ଟିମରେ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ଜ୍ଞାନରଞ୍ଜନ ବେହୁରା ଓ ଆର୍କିଟେକ୍ ଅକ୍ଷୟ ବେହୁରିଆ ସାମିଲ ଥିଲେ।

ଏହି ପ୍ରତିନିଧି ଦଳ ସେଠାରେ ମନ୍ଦିରର ଭୋଗ ମଣ୍ଡପ, ଜଳ ଫୁଆରା, ମନ୍ଦିର ପାରିପାର୍ଶ୍ୱିକ ସହ ମାର୍କେଟ କମ୍ଲେକ୍ସ ଓ ମହାନଦୀ କୂଳ ବୁଲି ଦେଖିଥିଲେ। ଏହାସହିତ ବିଭିନ୍ନ ସ୍ଥାନର ଫଟୋ ଉଠାଇବା ପରେ ରାଜସ୍ୱ ମ୍ୟାପ ସହ ବୁଲି ଦେଖିଥିବା ସ୍ଥାନଗୁଡ଼ିକର ମେଳ ଖୁଆଇଥିଲେ। ପ୍ରତିନିଧି ଦଳର ନେତୃତ୍ୱ ନେଇଥିବା ଜୟକୃଷ୍ଣ ଦାଶ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମନ୍ଦିର ପାରିପାଶ୍ୱିର୍କ ବିକାଶ ପାଇଁ ଏକ ବିସ୍ତୃତ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇ ସରକାରଙ୍କୁ ପ୍ରଦାନ କରାଯିବ। ଏଥିରେ ମନ୍ଦିର ପରିଚାଳନା କମିଟି ସଦସ୍ୟ, ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଲୋକଙ୍କ ମତାମତକୁ ମଧ୍ୟ ସାମିଲ କରାଯିବ। ଆବଶ୍ୟକ ପଡ଼ିଲେ ଆଉ ୨ରୁ ୩ଥର ଏହି କମିଟି ଏଠାକୁ ଆସି ସର୍ଭେ କରିବ ବୋଲି ସେ କହିଛନ୍ତି।ୟ

ଏହି ପ୍ରତିନିଧି ଦଳର ଗସ୍ତ ସମୟରେ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ବିଜେଡି ନେତା ସଞ୍ଜୟ ବାବୁ, ଉପଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିରର ପାରିପାଶ୍ୱିର୍କ ବିକାଶ ପାଇଁ ରାଜ୍ୟ ସରକାର ପ୍ୟାକେଜ୍ ଘୋଷଣା କରି ସେଠାରେ ଜବରଦଖଲ ଉଚ୍ଛେଦ ସହ ଜମି ଅଧିଗ୍ରହଣ କରୁଥିବାରୁ ସମଲେଶ୍ୱରୀ ମନ୍ଦିର ପାରିପାଶ୍ୱିର୍କରେ ଥିବା ବ୍ୟବସାୟୀ ଓ ବାସିନ୍ଦାଙ୍କ ମଧ୍ୟରେ ଛନକା ପଶିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story