“ଆରିସା, ଛେନାପୋଡ଼ ଓ ରସାବଳିକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ଦାବି କରାଯିବ”

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଓଡ଼ିଶା ରସଗୋଲା’କୁ ଗତକାଲି ଜିଆଇ ଟ୍ୟାଗ୍ ମିଳିଛି। ‘ଖାଦ୍ୟସାମଗ୍ରୀ’ ବର୍ଗରେ ଜିଆଇ ମାନ୍ୟତା ମିଳିବା ଏହା ରାଜ୍ୟର ପ୍ରଥମ। ଏହି ଜିଆଇ ଟ୍ୟାଗ୍‌ ଆମ ରାଜ୍ୟ ପାଇଁ ଗୌରବ ଆଣିଛି। ଓଡ଼ିଶା ରସଗୋଲା ପରେ ଏବେ ରାଜ୍ୟ ସରକାର ଆରିସା, ଛେନାପୋଡ଼ ଓ ରସାବଳିକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ କସରତ ଆରମ୍ଭ କରିଛନ୍ତି। ଏଥିପାଇଁ ଆବଶ୍ୟକ ତଥ୍ୟ ସଂଗ୍ରହ ଉଦ୍ୟମ ଆରମ୍ଭ କଲେଣି। ଆରିସା, ଛେନାପୋଡ଼ ଓ ରସାବଳି ପାଇଁ ତଥ୍ୟ ସଂଗ୍ରହ […]

odisha-govt-will-demand-gi-tag-for-other-sweets-unique-to-the-state

Manoranjan Sial
  • Published: Tuesday, 30 July 2019
  • Updated: 30 July 2019, 05:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଓଡ଼ିଶା ରସଗୋଲା’କୁ ଗତକାଲି ଜିଆଇ ଟ୍ୟାଗ୍ ମିଳିଛି। ‘ଖାଦ୍ୟସାମଗ୍ରୀ’ ବର୍ଗରେ ଜିଆଇ ମାନ୍ୟତା ମିଳିବା ଏହା ରାଜ୍ୟର ପ୍ରଥମ। ଏହି ଜିଆଇ ଟ୍ୟାଗ୍‌ ଆମ ରାଜ୍ୟ ପାଇଁ ଗୌରବ ଆଣିଛି। ଓଡ଼ିଶା ରସଗୋଲା ପରେ ଏବେ ରାଜ୍ୟ ସରକାର ଆରିସା, ଛେନାପୋଡ଼ ଓ ରସାବଳିକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ କସରତ ଆରମ୍ଭ କରିଛନ୍ତି। ଏଥିପାଇଁ ଆବଶ୍ୟକ ତଥ୍ୟ ସଂଗ୍ରହ ଉଦ୍ୟମ ଆରମ୍ଭ କଲେଣି। ଆରିସା, ଛେନାପୋଡ଼ ଓ ରସାବଳି ପାଇଁ ତଥ୍ୟ ସଂଗ୍ରହ କରାଯିବା ପରେ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ଦାବି କରାଯିବ। ଏନେଇ ସୂଚନା ଦେଇଛନ୍ତି ଏମ୍‌ଏସ୍‌ଏମ୍‌ଇ ବିଭାଗ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।

ଭାରତ ସରକାରଙ୍କ ରେଜିଷ୍ଟ୍ରାର ଅଫ୍ ଜୋଗ୍ରାଫିକାଲ ଇଣ୍ଡିକେସନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ‘ଓଡ଼ିଶା ରସଗୋଲା’କୁ ମିଶାଇ ରାଜ୍ୟର ମୋଟ ୧୮ଟି ସାମଗ୍ରୀକୁ ଜିଆଇ ଟ୍ୟାଗ୍ ମିଳିଛି। ୨୦୧୯-୨୦ ଆର୍ଥିକ ବର୍ଷରେ କନ୍ଧମାଳ ହଳଦୀକୁ ‘କୃଷି’ ସାମଗ୍ରୀ ବର୍ଗରେ ଜିଆଇ ଟ୍ୟାଗ୍ ମିଳିଥିବା ବେଳେ ୨୦୦୫-୦୬ରେ ସର୍ବପ୍ରଥମେ ‘କୋଟପାଡ଼ ହ୍ୟାଣ୍ଡଲୁମ’ ଓ ‘ଓଡ଼ିଶା ଇକାଟ୍’କୁ ଜିଆଇ ଟ୍ୟାଗ୍ ମିଳିଛି।

ଅନ୍ୟ ସାମଗ୍ରୀ ମଧ୍ୟରେ ୨୦୦୮-୦୯ରେ କୋଣାର୍କ ଷ୍ଟୋନ୍ କାର୍ଭିଙ୍ଗ୍, ଓଡ଼ିଶା ପଟ୍ଟଚିତ୍ର, ପିପିଲି ଚାନ୍ଦୁଆ ତିଆରି କାର୍ଯ୍ୟ, ୨୦୧୦-୧୧ ମସିହାରେ ଖଣ୍ଡୁଆ ଶାଢ଼ୀ ଓ ପରିଧାନ, ୨୦୧୧-୧୨ରେ ଗୋପାଳପୁର ଟସର ଓ ପରିଧାନ, ଗଞ୍ଜାମ କିଆଫୁଲ ତେଲ, ଗଞ୍ଜାମ କିଆ ଫୁଲକୁ ମଧ୍ୟ ଜିଆଇ ଟ୍ୟାଗ୍ ମିଳିଛି। ସେହିପରି ୨୦୧୨-୧୩ରେ ଧଳାପଥର ପରଦା ଓ ପରିଧାନ, ସମ୍ବଲପୁରୀ ବାନ୍ଧ ଶାଢ଼ୀ ଓ ପରିଧାନ, ବୋମକାଇ ଶାଢ଼ୀ ଓ ପରିଧାନ, ହବସପରୀ ଶାଢ଼ୀ ଓ ପରିଧାନ, ବ୍ରହ୍ମପୁର ପାଟ ( ଫୋଡ଼ ଓ କୁମ୍ଭ) ଶାଢ଼ୀ ଓ ଯୋଡ଼, ୨୦୧୩-୧୪ରେ ଓଡ଼ିଶା ପଟ୍ଟଚିତ୍ର(ଲୋଗୋ), ଆରାକୁ ଭ୍ୟାଲି ଆରବିକ୍ କଫିକୁ ଜିଆଇ ଟ୍ୟାଗ୍ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story