ଓଡ଼ିଶାରେ ବଢ଼ୁଛି କରୋନା ଆରୋଗ୍ୟହାର: ରାଜେଶ ଭୂଷଣ  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଅପଡେଟ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ OSD ରାଜେଶ ଭୂଷଣଙ୍କ ସୂଚନା। ଦେଶରେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ବଢୁଥିବା କହିଲେ ରାଜେଶ। ଜୁଲାଇ ୧୨ ସୁଦ୍ଧା ଦେଶରେ କରୋନା ଆରୋଗ୍ୟ ହାର ୬୩% ରହିଛି। ଯାହା ଜାତୀୟ ହାର ଠାରୁ ୨୦ଟି ରାଜ୍ୟର ଆରୋଗ୍ୟ ହାର ଅଧିକ। ଓଡ଼ିଶା, ଗୁଜରାଟ, ତାମିଲନାଡୁ ଆଦି ରାଜ୍ୟ ଜାତୀୟ ହାରଠାରୁ ଅଧିକ। ଓଡ଼ିଶାରେ କରୋନା ଆରୋଗ୍ୟ ହାର ୬୭ ପ୍ରତିଶତ ରହିଛି। ମୋଟ ଆକ୍ରାନ୍ତ ସଂଖ୍ୟାର […]

Rajesh-Bhushan-800x445

Rajesh-Bhushan-800x445

Tapas Behera
  • Published: Tuesday, 14 July 2020
  • Updated: 14 July 2020, 04:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଅପଡେଟ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ OSD ରାଜେଶ ଭୂଷଣଙ୍କ ସୂଚନା। ଦେଶରେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ବଢୁଥିବା କହିଲେ ରାଜେଶ। ଜୁଲାଇ ୧୨ ସୁଦ୍ଧା ଦେଶରେ କରୋନା ଆରୋଗ୍ୟ ହାର ୬୩% ରହିଛି। ଯାହା ଜାତୀୟ ହାର ଠାରୁ ୨୦ଟି ରାଜ୍ୟର ଆରୋଗ୍ୟ ହାର ଅଧିକ।

ଓଡ଼ିଶା, ଗୁଜରାଟ, ତାମିଲନାଡୁ ଆଦି ରାଜ୍ୟ ଜାତୀୟ ହାରଠାରୁ ଅଧିକ। ଓଡ଼ିଶାରେ କରୋନା ଆରୋଗ୍ୟ ହାର ୬୭ ପ୍ରତିଶତ ରହିଛି।

ମୋଟ ଆକ୍ରାନ୍ତ ସଂଖ୍ୟାର ୮୬% ୧୦ଟି ରାଜ୍ୟରେ ରହିଛନ୍ତି। କେବଳ ମହାରାଷ୍ଟ୍ର ଓ ତାମିଲନାଡୁରେ ୫୦% ରହିଛନ୍ତି ବୋଲି ରାଜେଶ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story