ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶାରେ ହେବ ମକ୍‌ ଡ୍ରିଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶାରେ ହେବ ମକ୍‌ ଡ୍ରିଲ। ପୁରୀ ରାମଚଣ୍ଡିଠାରେ ଫେବୃୟାରୀ ୧୧ରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମକ୍‌ ଡ୍ରିଲ୍‌ରେ ୭ଟି ଦେଶର ପ୍ରାୟ ୧୬ରୁ ୨୦ ପ୍ରତିନିଧି ଯୋଗଦେବେ। ଏଥିରେ ବାଂଲାଦେଶ, ଭୁଟାନ, ଥାଇଲାଣ୍ଡ, ଡେନମାର୍କ, ନେପାଳ, ଭାରତ, ଶ୍ରୀଲଙ୍କା ଭାଗନେବେ। ଏହାର ଉଦ୍‌ଘାଟନୀ ସଭା ଭୁବନେଶ୍ୱରରେ ଏକ ହୋଟେଲ୍‌ରେ ହେବ। ମାତ୍ର ପରବର୍ତ୍ତୀ ସମସ୍ତ କାର୍ଯ୍ୟକ୍ରମ ପୁରୀ ରାମଚଣ୍ଡି ଓ ଆଖପାଖ ଅଞ୍ଚଳରେ […]

industri

industri

Manoranjan Sial
  • Published: Monday, 20 January 2020
  • Updated: 20 January 2020, 08:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶାରେ ହେବ ମକ୍‌ ଡ୍ରିଲ। ପୁରୀ ରାମଚଣ୍ଡିଠାରେ ଫେବୃୟାରୀ ୧୧ରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମକ୍‌ ଡ୍ରିଲ୍‌ରେ ୭ଟି ଦେଶର ପ୍ରାୟ ୧୬ରୁ ୨୦ ପ୍ରତିନିଧି ଯୋଗଦେବେ। ଏଥିରେ ବାଂଲାଦେଶ, ଭୁଟାନ, ଥାଇଲାଣ୍ଡ, ଡେନମାର୍କ, ନେପାଳ, ଭାରତ, ଶ୍ରୀଲଙ୍କା ଭାଗନେବେ। ଏହାର ଉଦ୍‌ଘାଟନୀ ସଭା ଭୁବନେଶ୍ୱରରେ ଏକ ହୋଟେଲ୍‌ରେ ହେବ। ମାତ୍ର ପରବର୍ତ୍ତୀ ସମସ୍ତ କାର୍ଯ୍ୟକ୍ରମ ପୁରୀ ରାମଚଣ୍ଡି ଓ ଆଖପାଖ ଅଞ୍ଚଳରେ ହେବ।

ମକ ଡ୍ରିଲ ପାଇଁ ରାମଚଣ୍ଡିରେ ସ୍ୱତନ୍ତ୍ର ଗାଁ ଓ ମନ୍ଦିର ଆଦି ନିର୍ମାଣ କରାଯିବ। ବନ୍ୟା, ବାତ୍ୟା ବେଳେ ଲୋକଙ୍କୁ କିଭଳି ଉଦ୍ଧାର କରାଯିବ ଓ ମନ୍ଦିର ଭୁଶୁଡିଲେ କେମିତି ଉଦ୍ଧାର କାର୍ଯ୍ୟ କରାଯିବ, ସେନେଇ ସମନ୍ୱୟ ମକ ଡ୍ରିଲ୍‌ କରାଯିବ। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଓଡ଼ିଶାକୁ ନୋଡାଲ ଏଜେନ୍ସି ଭାବେ ନିଆ ଯାଇଛି। ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନୁଭୂତିକୁ ଦୃଷ୍ଟିରେ ରଖାଯାଇ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଏନ୍‌ଡିଆର୍‌ଫ ଡିଜି ଏସ.ଏନ ପ୍ରଧାନ କହିଛନ୍ତି। ସେପଟେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଥିବା ଜଣାପଡ଼ିଛି।

ତେବେ ଆଜି ଏନ୍‌ଡିଆର୍‌ଫ ଡିଜି ଏସ.ଏନ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ପରେ ସେ କହିଛନ୍ତି-“ଓଡ଼ିଶା ସହ ମିଶି NDRF ଅଧିକ କଣ କରିପାରିବ, ସେନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହେଲା। ନବରଙ୍ଗପୁର ଓ ବୁର୍ଲାରେ NDRF ପଏଣ୍ଟ ପାଇଁ ଓଡ଼ିଶା ପ୍ରସ୍ତାବ ଦେଇଛି। ଏହାଦ୍ୱାରା ରେସପନ୍ସ ସମୟ କମିବ, ଉଦ୍ଧାର କାର୍ଯ୍ୟ ସହଜ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story