ମୁଖ୍ୟ ଶାସନ ସଚିବଙ୍କୁ ଜବାବ ମାଗିଲେ ହାଇକୋର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଜବାବ ତଲବ କରିଛନ୍ତି। ସଚିବାଳୟରେ କାହିଁକି ଆରଟିଆଇ୍ ସେଲ୍ ବନ୍ଦ ରଖାଯାଇଛି ସେ ନେଇ ଶାସନ ସଚିବଙ୍କୁ ଜବାବ ମାଗିଛନ୍ତି ହାଇକୋର୍ଟ। ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ଏକ ଆବେଦନର ଶୁଣାଣି କରିବାକୁ ଯାଇ ହାଇକୋର୍ଟ ଶାସନ ସଚିବଙ୍କଠୁ ଜବାବ ମାଗିଛନ୍ତି। କରୋନା ଆଳରେ ସଚିବାଳୟରେ ସରକାର ଆରଟିଆଇ ସେଲକୁ ବନ୍ଦ କରିଛନ୍ତି। ଏହାଦ୍ୱାରା କୋଭିଡ୍ ସମେତ ଅନେକ ପ୍ରସଙ୍ଗରେ ସୂଚନା […]

asit-tripathy-cs

asit-tripathy-cs

Subhransu Sekhar
  • Published: Tuesday, 24 November 2020
  • Updated: 24 November 2020, 09:37 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଜବାବ ତଲବ କରିଛନ୍ତି। ସଚିବାଳୟରେ କାହିଁକି ଆରଟିଆଇ୍ ସେଲ୍ ବନ୍ଦ ରଖାଯାଇଛି ସେ ନେଇ ଶାସନ ସଚିବଙ୍କୁ ଜବାବ ମାଗିଛନ୍ତି ହାଇକୋର୍ଟ। ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ଏକ ଆବେଦନର ଶୁଣାଣି କରିବାକୁ ଯାଇ ହାଇକୋର୍ଟ ଶାସନ ସଚିବଙ୍କଠୁ ଜବାବ ମାଗିଛନ୍ତି।

କରୋନା ଆଳରେ ସଚିବାଳୟରେ ସରକାର ଆରଟିଆଇ ସେଲକୁ ବନ୍ଦ କରିଛନ୍ତି। ଏହାଦ୍ୱାରା କୋଭିଡ୍ ସମେତ ଅନେକ ପ୍ରସଙ୍ଗରେ ସୂଚନା ମିଳିପାରୁ ନାହିଁ। ଏ ନେଇ ରାଜ୍ୟ ସୂଚନା କମିଶନରଙ୍କୁ ଅବଗତ କରାଇଥିଲେ ପ୍ରଧାନ। ରାଜ୍ୟ ସୂଚନା କମିଶନର ବି ଆରଟିଆଇ ସେଲ୍ ଖୋଲିବାକୁ ସରକାରଙ୍କୁ କହିଥିଲେ। ଏମିତିକି ଆରଟିଆଇ ସେଲ୍ ବନ୍ଦ କରି ସୂଚନା ନଦେବା ଠିକ୍ ନୁହେଁ ବୋଲି କହିଥିଲେ। ତେବେ ସୂଚନା କମିଶନରଙ୍କ ତାଗିଦ ପରେ ବି ସରକାର କରୋନା ଆଳ ଦେଖାଇ ନିରବ ରହିଛନ୍ତି। ଅନ୍ୟପଟେ ରାଜ୍ୟରେ କରୋନା ପାଇଁ ଲକଡାଉନ୍ ଏବଂ ଶଟଡାଉନ୍ ଦୁଇ ମାସ ହେବ ଉଠିଯାଇଛି।

ଏହାପରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ସୂଚନା ଅଧିକାର କର୍ମୀ ପ୍ରଦୀନ  ପ୍ରଧାନ। କୋର୍ଟରେ ସମସ୍ତ କଥା ଅବଗତ କରାଇବା ପରେ କୋର୍ଟ ସରକାରଙ୍କୁ କହିଛନ୍ତି ଯେ କୋଭିଡ୍ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ଓ୍ୱେବସାଇଟରେ ଉପଲବ୍ଧ କରାଅ। ଏହାଦ୍ୱାରା ଆରଟିଆଇ ଜରିଆରେ ଆବେଦନ ସଂଖ୍ୟା କମିଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story