ଜଗମୋହନ ମରାମତି କାମ ତର୍ଜମା କଲେ ହାଇକୋର୍ଟ ମୁଖ୍ୟବିଚାରପତି

Ordigital Desk
  • Published: Thursday, 08 March 2018
  • , Updated: 08 March 2018, 10:56 PM IST
<p>ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ମୁଖ୍ୟ ବିଚାରପତି। ଜଗମୋହନ ମରାମତି ସରିଥିବା ନେଇ ପ୍ରତ୍ନତତ୍ତ୍ୱ ବିଭାଗ ସତ୍ୟପାଠ ଦାଖଲ କରିବା ପରେ ଆଜି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିନିତ ଶରଣ ଶ୍ରୀମନ୍ଦିରରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମୁଖ୍ୟ ବିଚାରପତି ଜଗମୋହନ ମରାମତି କାମ ଅନୁଧ୍ୟାନ କରିବା ଲାଗି ଗର୍ଭଗୃହ ସହ ଅନ୍ୟାନ୍ୟ ସ୍ଥିତି ମଧ୍ୟ ଯାଞ୍ଚ କରିଛନ୍ତି। ଏହି ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।</p>

Related story