ବାପାଙ୍କ ମୃତ୍ୟୁର ପରଦିନ କାର୍ଯ୍ୟରେ ଯୋଗଦେଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ନିଜର ବ୍ୟକ୍ତିଗତ ଦୁଃଖକୁ ଭୁଲି ସାମୂହିକ ହିତ ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ। ଗତକାଲି ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା। ରାଜ୍ୟରେ କରୋନା ମୁକାବିଲା ନେଇ ସତର୍କ ସାଙ୍ଗକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହାରି ଭିତରେ ତାଙ୍କ ବାପାଙ୍କର ମୃତ୍ୟୁ ଘଟିଥିଲା। ଆଉ ବାପାଙ୍କ କ୍ରିୟା ପାଇଁ ଛୁଟି ନନେଇ ଚିରାଚରିତ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇଏଏସ ଅଫିସର ନିକୁଞ୍ଜ ଧଳ। ସ୍ୱାସ୍ଥ୍ୟ ସଚିବଙ୍କ ଏଭଳି ପ୍ରୟାସକୁ […]

Nikhunja-Dhal

Nikhunja-Dhal

Subhransu Sekhar
  • Published: Wednesday, 18 March 2020
  • Updated: 21 March 2020, 06:09 PM IST

Sports

Latest News

ଭୁବନେଶ୍ୱର: ନିଜର ବ୍ୟକ୍ତିଗତ ଦୁଃଖକୁ ଭୁଲି ସାମୂହିକ ହିତ ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ। ଗତକାଲି ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା। ରାଜ୍ୟରେ କରୋନା ମୁକାବିଲା ନେଇ ସତର୍କ ସାଙ୍ଗକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହାରି ଭିତରେ ତାଙ୍କ ବାପାଙ୍କର ମୃତ୍ୟୁ ଘଟିଥିଲା। ଆଉ ବାପାଙ୍କ କ୍ରିୟା ପାଇଁ ଛୁଟି ନନେଇ ଚିରାଚରିତ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇଏଏସ ଅଫିସର ନିକୁଞ୍ଜ ଧଳ। ସ୍ୱାସ୍ଥ୍ୟ ସଚିବଙ୍କ ଏଭଳି ପ୍ରୟାସକୁ କେନ୍ଦ୍ର ସରକାର, ଆଇଏଏସ ଆସୋସିଏସନ ମଧ୍ୟ ପ୍ରଶଂସା କରିଛନ୍ତି।

https://twitter.com/mygovindia/status/1240056053129043969

ନିକୁଞ୍ଜ ଧଳଙ୍କ ଏହି କାର୍ଯ୍ୟ ଆଗାମୀ ଦିନ ପାଇଁ ରୋଲ୍ ମଡ଼େଲ ସାବ୍ୟସ୍ତ ହେବ ବୋଲି କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ଟୁଇଟରେ ଉଲ୍ଲେଖ ରହିଛି। କୋଭିଡ୧୯ର ମୁକାବିଲା ପାଇଁ ଅନେକ ଆଇଏଏସ ଅଫିସର ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଥିଲେ ମଧ୍ୟ ନିକୁଞ୍ଜ ଧଳ ସମସ୍ତଙ୍କ ପାଇଁ ରୋଲ୍ ମଡେଲ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଟୁଇଟ୍ କରି କୁହାଯାଇଛି।

ସୂଚନାଯୋଗ୍ୟ, ଓଡ଼ିଶାରେ ଏଯାବତ ଜଣେ କରୋନାରେ ଚିହ୍ନଟ ହୋଇଛନ୍ତି। କରୋନା ବ୍ୟାପୁଥିବା ଦେଖି ଓଡ଼ିଶା ସରକାର ସମସ୍ତ ସ୍କୁଲ, କଲେଜ ଆଦି ଏପ୍ରିଲ ୧୫ ଯାଏ ଛୁଟି ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story