‘ମହାନଦୀ ପ୍ରସଙ୍ଗରେ ତ୍ରୈପାକ୍ଷିକ ବୈଠକରେ ଓଡ଼ିଶା ଯୁକ୍ତି ବିବରଣୀରୁ ବାଦ ଦିଆଯାଇଛି’

ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ନେଇ ନୂଆଦିଲ୍ଲୀରେ ବସିଥିବା ବୈଠକର ବିବରଣୀରେ ଓଡ଼ିଶାର ଅନେକ ଯୁକ୍ତିକୁ ବାଦ ଦିଆଯାଇଛି। ଏପରିକି ବୈଠକରେ ଅଧ୍ୟକ୍ଷତା କରିଥିବା କେନ୍ଦ୍ର ଜଳ ସମ୍ପଦ ବିଭାଗର ସ୍ୱତନ୍ତ୍ର ଅଧିକାରୀଙ୍କ ପରାମର୍ଶକୁ ମଧ୍ୟ ବିବରଣୀରୁ ବାଦ ଦିଆଯାଇଛି ବୋଲି ଗତ ୧୭ ତାରିଖରେ କେନ୍ଦ୍ରରୁ ଆସିଥିବା ରିପୋର୍ଟରୁ ଜଣାପଡ଼ିଛି। ଯଥାଶୀଘ୍ର ଓଡ଼ିଶା ଉଠାଇଥିବା ଯୁକ୍ତି ଗୁଡ଼ିକୁ ବିଚାରକୁ ନିଆଯାଉ ବୋଲି ଜଳ ସମ୍ପଦ ସଚିବ ପ୍ରଦୀପ ଜେନା କେନ୍ଦ୍ରକୁ ଚିଠି ଲେଖିଛନ୍ତି। ଗତ ୨୯ ତାରିଖରେ […]

sachaba press meet

sachaba press meet

Rakesh Mallick
  • Published: Saturday, 20 August 2016
  • Updated: 20 August 2016, 10:50 PM IST

Sports

Latest News

ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ନେଇ ନୂଆଦିଲ୍ଲୀରେ ବସିଥିବା ବୈଠକର ବିବରଣୀରେ ଓଡ଼ିଶାର ଅନେକ ଯୁକ୍ତିକୁ ବାଦ ଦିଆଯାଇଛି। ଏପରିକି ବୈଠକରେ ଅଧ୍ୟକ୍ଷତା କରିଥିବା କେନ୍ଦ୍ର ଜଳ ସମ୍ପଦ ବିଭାଗର ସ୍ୱତନ୍ତ୍ର ଅଧିକାରୀଙ୍କ ପରାମର୍ଶକୁ ମଧ୍ୟ ବିବରଣୀରୁ ବାଦ ଦିଆଯାଇଛି ବୋଲି ଗତ ୧୭ ତାରିଖରେ କେନ୍ଦ୍ରରୁ ଆସିଥିବା ରିପୋର୍ଟରୁ ଜଣାପଡ଼ିଛି। ଯଥାଶୀଘ୍ର ଓଡ଼ିଶା ଉଠାଇଥିବା ଯୁକ୍ତି ଗୁଡ଼ିକୁ ବିଚାରକୁ ନିଆଯାଉ ବୋଲି ଜଳ ସମ୍ପଦ ସଚିବ ପ୍ରଦୀପ ଜେନା କେନ୍ଦ୍ରକୁ ଚିଠି ଲେଖିଛନ୍ତି।

ଗତ ୨୯ ତାରିଖରେ କେନ୍ଦ୍ର ଜଳ ସମ୍ପଦ ବିଭାଗ ଅଫିସ୍‌ରେ ବସିଥିବା ବୈଠକରେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ଉଚ୍ଚପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାର କରୁଥିବା ପ୍ରକଳ୍ପର ମାଷ୍ଟର ପ୍ଲାନ୍‌ର ତଥ୍ୟ ଦିଆଯାଉ ବୋଲି ଓଡ଼ିଶା ଦାବି କରିଥିଲା। ସେହିପରି କେଲୋ, ଅର୍ପା ଓ ଭଏଁସାଝର ପ୍ରକଳ୍ପ ସଂକ୍ରାନ୍ତ ଯୁକ୍ତି ରିପୋର୍ଟରେ ନାହିଁ। ଏ ସମସ୍ତ ତଥ୍ୟ କେନ୍ଦ୍ରରୁ ଆସିଥିବା ରିପୋର୍ଟରେ ଉଲ୍ଲେଖ ନାହିଁ।

ଜଳ ସମ୍ପଦ ସଚିବ ଏକ ଗୋପନୀୟ ସରକାରୀ ଚିଠିକୁ କିପରି ସାର୍ବଜନୀନ କଲେ ବୋଲି ପ୍ରଶ୍ନ ଉଠାଇଛି ବିଜେପି।

ଏ ସମ୍ପର୍କରେ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, “ଆଜି ଜଳ ସମ୍ପଦ ସଚିବ ସଚିବାଳୟରେ ଏକ ସାମ୍ୱାଦିକ ସମ୍ମିଳନୀ କରିଥିଲେ। ଏଥିରୁ ରାଜନୈତିକ ଗନ୍ଧର ବାସ୍ନା ଆସୁଛି। ଭାରତ ସରକାରଙ୍କ ପ୍ରଶାସନିକ ସେବାରେ ଥିବା ଅଫିସରଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ଆଚାର ସଂହିତା ତିଆରି ହୋଇଛି। ସେହି ସର୍ତ୍ତାବଳୀ ଅନୁଯାୟୀ ତାଙ୍କର ଚାକିରି ପରିଚାଳିତ ହୁଏ।  ଗୋଟିଏ ଗୋପନୀୟ ଚିଠିକୁ ଜଳ ସମ୍ପଦ ସଚିବ କିପରି ସାର୍ବସାଧାରଣରେ ପ୍ରକାଶ କଲେ?। ତାଙ୍କୁ ଏ ଅଧିକାର ଦିଏ ଦେଲା?।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story