ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ

କେନ୍ଦୁଝର (ପ୍ରଣୟ ପାଣି): ନାବାଳିକା ଦୁଷ୍କର୍ମକାରୀ ପାଶୀ ଦଣ୍ଡାଦେଶ। ଏପରି ରାୟ ଶୁଣାଇଛନ୍ତି କେନ୍ଦୁଝର ଏଡିଜେ। ୨୮ ଜଣ ସାକ୍ଷ୍ୟପ୍ରମାଣ ଆଧାରରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ୨୦୧୭ ଜାନୁଆରୀ ୧୩ ତାରିଖରେ ନାବାଳିକାଙ୍କ ବାପା-ମାଆ ହାଟକୁ ଯାଇଥିଲେ। ଘରେ ଏକାକୀ ଥିଲେ ନାବାଳିକା। ସବୁଦିନ ପରି ସେ’ଦିନ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ସୁନୀଲ ନାଏକ ଗାଁ ବୁଲାଇବା ପାଇଁ ସାଥୀରେ ନେଇଥିଲେ। ହେଲେ ନାବାଳିକା ଘରକୁ ଫେରିନଥିଲେ। ବାପା-ମାଆ ହାଟରୁ ଫେରି ଝିଅକୁ ଚାରିଆଡ଼େ […]

rapest-got-dudgment

rapest-got-dudgment

Manoranjan Sial
  • Published: Thursday, 19 December 2019
  • Updated: 19 December 2019, 04:20 PM IST

Sports

Latest News

କେନ୍ଦୁଝର (ପ୍ରଣୟ ପାଣି): ନାବାଳିକା ଦୁଷ୍କର୍ମକାରୀ ପାଶୀ ଦଣ୍ଡାଦେଶ। ଏପରି ରାୟ ଶୁଣାଇଛନ୍ତି କେନ୍ଦୁଝର ଏଡିଜେ। ୨୮ ଜଣ ସାକ୍ଷ୍ୟପ୍ରମାଣ ଆଧାରରେ କୋର୍ଟ ଏହି ରାୟ ଶୁଣାଇଛନ୍ତି।

୨୦୧୭ ଜାନୁଆରୀ ୧୩ ତାରିଖରେ ନାବାଳିକାଙ୍କ ବାପା-ମାଆ ହାଟକୁ ଯାଇଥିଲେ। ଘରେ ଏକାକୀ ଥିଲେ ନାବାଳିକା। ସବୁଦିନ ପରି ସେ’ଦିନ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ସୁନୀଲ ନାଏକ ଗାଁ ବୁଲାଇବା ପାଇଁ ସାଥୀରେ ନେଇଥିଲେ। ହେଲେ ନାବାଳିକା ଘରକୁ ଫେରିନଥିଲେ। ବାପା-ମାଆ ହାଟରୁ ଫେରି ଝିଅକୁ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ। ତା’ପର ଦିନ ନାବାଳିକାଙ୍କ ଖିନ୍‌ଭିନ୍‌ ମରଶରୀର ଗାଁ ପାଖ ସ୍କୁଲର ଏକ ପରିତ୍ୟକ୍ତ ଘରୁ ମିଳିଥିଲା। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଥିଲା।

ଏନେଇ ନାବାଳିକାଙ୍କ ବାପା ଚମ୍ପୁଆ ଥାନା ଅଭିଯୋଗ କରିଥିଲେ। ପୁଲିସ ଦଫା ୩୦୨, ୩୬୩, ୩୭୬ ୨(ଏଫ୍‌), ୩୭୬ ୨(ଆଇ), ୨୦୧ ରେର୍ଡ ପ୍ଲାଗ ସହ ୬ ପୋକ୍ସୋ ଆଇନ୍‌ରେ ମାମଲା ରୁଜୁ କରି ଅଭିଯୁକ୍ତ ସୁନୀଲକୁ ଗିରଫ କରିଥିଲା। ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି। କେନ୍ଦୁଝର ଏଡିଜେ ଲୋକନାଥ ସାହୁ ୨୮ ଜଣ ସାକ୍ଷୀଙ୍କ ସାକ୍ଷ୍ୟପ୍ରମାଣ ଆଧାରରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।

ଏହା ପୂର୍ବରୁ ଆଉ ଜଣେ ନାବାଳିକା ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ। ୨୦୧୨ ଅଗଷ୍ଟ ୧ ତାରିଖ ସନ୍ଧ୍ୟା ବେଳେ ବଡ଼ବିଲ ଥାନା ଅଞ୍ଚଳର ଜଣେ ୧୩ ବର୍ଷୀୟ ନାବାଳିକା ଟିଉସନରୁ ଘରକୁ ଫେରୁଥିଲେ। ଏହି ସମୟରେ ୫ ଜଣ ଦୁର୍ବୃତ୍ତ ନାବାଳିକାଙ୍କୁ ନିକଟସ୍ଥ ବାଘିଆ ହୁଡିକୁ ଟେକି ନେଇ ଦୁଷ୍କର୍ମ କରି ହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ ମାଟା ମୁଣ୍ଡା, ହରଜିତ ସିଂ, ଜିତେନ ମୁଣ୍ଡା, ମଙ୍ଗଳ ମୁଣ୍ଡା ଓ ବିଶ୍ୱନାଥ ଘୋଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଚମ୍ପୁଆ ଆଡିସିନାଲ ଡିଷ୍ଟ୍ରିକ୍ଟ୍‌ ଜର୍ଜ ଯଦୁମଣି ମିଶ୍ର ଏହି ମାମଲାକୁ ବିଚାର କରି ୫ ଅଭିଯୁକ୍ତଙ୍କୁ ଗତ ୨୩ ତାରିଖରେ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story