ନିଜକୁ ଭଗବାନ କହିଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ବିଧାୟକ ତଥା ରାଜ୍ୟର ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି। ସେ ନିଜକୁ ଭଗବାନଙ୍କ ସହିତ ତୁଳନା କରିବା ସହିତ ନିଜ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ସହିତ ତୁଳନା କରିଛନ୍ତି। ବାରିପଦାର ହରିବଳଦେବ ଜୀଉ ମନ୍ଦିରର ପୂଜକ ଗୋଷ୍ଠୀଙ୍କୁ ଅପମାନିତ କରିଥିବା ଏହି ମନ୍ତବ୍ୟର ଭିଡିଓ ଏବେ ସୋଶାଲ ମିଡିଆରେ ବେଶ ଭାଇରାଲ ହେଉଛି। ସୂଚନା ଯୋଗ୍ୟ, ବୁଧବାର […]

sudam

sudam

Subrat Kumar Nayak
  • Published: Saturday, 22 June 2019
  • Updated: 22 June 2019, 09:44 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ବିଧାୟକ ତଥା ରାଜ୍ୟର ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି। ସେ ନିଜକୁ ଭଗବାନଙ୍କ ସହିତ ତୁଳନା କରିବା ସହିତ ନିଜ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ସହିତ ତୁଳନା କରିଛନ୍ତି। ବାରିପଦାର ହରିବଳଦେବ ଜୀଉ ମନ୍ଦିରର ପୂଜକ ଗୋଷ୍ଠୀଙ୍କୁ ଅପମାନିତ କରିଥିବା ଏହି ମନ୍ତବ୍ୟର ଭିଡିଓ ଏବେ ସୋଶାଲ ମିଡିଆରେ ବେଶ ଭାଇରାଲ ହେଉଛି।

ସୂଚନା ଯୋଗ୍ୟ, ବୁଧବାର ଏକ ବୈଠକରେ ମାର୍ଣ୍ଡି କହିଥିଲେ, ଯେଉଁମାନେ ବାରିପଦାରୁ ନବୀନ ନିବାସ ପଦଯାତ୍ରାରେ ଯାଇ ୮ ଦଫା ଦାବି ରଖିବାକୁ ଯାଇଛନ୍ତି, ସେମାନେ ଜାଣିବା ଦରକାର ସେମାନେ କାହାକୁ ଆଗ ଭେଟିବା କଥା। ସେ କହିଛନ୍ତି, ମୁଁ ଯେହେତୁ ଏଠାକାର ମନ୍ତ୍ରୀ ପ୍ରଥମେ ମୋ ଦୃଷ୍ଟିକୁ ସେଇ ଦାବି ଆଣିବାର କଥା। ଆପଣ ଜାଣିଛନ୍ତି ପ୍ରଥମେ ଗଡ଼ାମ୍‌ ଠାକୁରାଣୀ ପରେ ଜଗନ୍ନାଥ। ସୁଦାମ ମାର୍ଣ୍ଡି ହେଉଛି ଲୋକାଲ ରିପ୍ରେଜେଣ୍ଟେଟିଭ୍‌, ତେଣୁ ସେମାନେ ଜାଣିବା ଦରକାର କାହାକୁ ଆଗ ଭେଟିବେ।

ତାଙ୍କର ଏହି ମନ୍ତବ୍ୟ ପରେ ମନ୍ଦିର ସେବାୟତମାନେ କହିଛନ୍ତି, ପ୍ରଭୁ ଜଗନ୍ନାଥ ତାଙ୍କୁ ଦଣ୍ଡ ଦେବେ। ବାରିପଦା ବିଧାୟକ ପ୍ରକାଶ ସୋରେନ୍‌ କହିଛନ୍ତି, "ମନ୍ତ୍ରୀ କ୍ଷମତାରେ ଅନ୍ଧ ହୋଇଯାଇଛନ୍ତି। ଏହା ଠିକ୍‌ ନୁହେଁ। ଜଣେ ବ୍ୟକ୍ତି କିପରି ଭଗବାନ ହେବ? ଏଠି ଲୋକେ ବହୁତ ଗରିବ ଅଛନ୍ତି। ସେମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ନାହିଁ। ସେ ନିଜକୁ ଭଗବାନ କେମିତି କହିପାରିବେ?"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story