‘ବିପର୍ଯ୍ୟୟ ମୁକାବିଲାରେ ମଡେଲ ରାଜ୍ୟ ପାଲଟିଛି ଓଡ଼ିଶା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଉପସ୍ଥାପନ ହେଉଛି ରାଜ୍ୟ ବଜେଟ୍‌। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାର ବିଧାନସଭାରେ ଉପସ୍ଥାପନ କରୁଛନ୍ତି ବଜେଟ୍‌। ବଜେଟରେ ମୋଟ ପରିମାଣ ୧ ଲକ୍ଷ ୫୦ ହଜାର କୋଟି ରହିଛି। ପ୍ରଶାସନିକ ବ୍ୟୟ ପରିମାଣ ୬୫ ହଜାର ୬୫୫ କୋଟି, କାର୍ଯ୍ୟକ୍ରମ ବ୍ୟୟ ପରିମାଣ ୭୪ ହଜାର କୋଟି, ବିପର୍ଯ୍ୟୟ ପ୍ରଶମନ ବାବଦ ବ୍ୟୟ ୩ ହଜର ୨ ଶହ କୋଟି ଓ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ୍ନ ସଂସ୍ଥା ବ୍ୟୟ ୭ ହଜାର […]

niranjan

niranjan

Manoranjan Sial
  • Published: Tuesday, 18 February 2020
  • Updated: 18 February 2020, 06:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଉପସ୍ଥାପନ ହେଉଛି ରାଜ୍ୟ ବଜେଟ୍‌। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାର ବିଧାନସଭାରେ ଉପସ୍ଥାପନ କରୁଛନ୍ତି ବଜେଟ୍‌। ବଜେଟରେ ମୋଟ ପରିମାଣ ୧ ଲକ୍ଷ ୫୦ ହଜାର କୋଟି ରହିଛି। ପ୍ରଶାସନିକ ବ୍ୟୟ ପରିମାଣ ୬୫ ହଜାର ୬୫୫ କୋଟି, କାର୍ଯ୍ୟକ୍ରମ ବ୍ୟୟ ପରିମାଣ ୭୪ ହଜାର କୋଟି, ବିପର୍ଯ୍ୟୟ ପ୍ରଶମନ ବାବଦ ବ୍ୟୟ ୩ ହଜର ୨ ଶହ କୋଟି ଓ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ୍ନ ସଂସ୍ଥା ବ୍ୟୟ ୭ ହଜାର ୧୪୫ କୋଟି ବ୍ୟୟ କରାଯିବ।

ଅର୍ଥମନ୍ତ୍ରୀ କହିଛନ୍ତି, ଓଡ଼ିଶା ସର୍ବାଧିକ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଛି। ବିପର୍ଯ୍ୟୟ ମୁକାବିଲାରେ ମଡେଲ ରାଜ୍ୟ ପାଲଟିଛି ଓଡ଼ିଶା।୫ ଥର କୃଷି କର୍ମଣ ପୁରସ୍କାର ପାଇ କୃଷିରେ ପରାକାଷ୍ଠା ଦେଖାଇଛି। ରାଜ୍ୟ ବଜେଟ ନିଅଣ୍ଟରୁ ବଜେଟ ବଳକା ରାଜ୍ୟରେ ପହଞ୍ଚିଛି।ମୁଖ୍ୟମନ୍ତ୍ରୀଙ୍କ 5T ଓ ମୋ ସରକାର ମନ୍ତ୍ର ଆମକୁ ପ୍ରେରଣା ଦେଇଛି। ଇ-ବଜେଟ ପ୍ରସ୍ତୁତ କରି ବଜେଟ ମୁଦ୍ରଣ ଖର୍ଚ୍ଚ ହ୍ରାସ କରିଛୁ।ଇ-ବଜେଟ ଦ୍ୱାରା କାଗଜ ଏବଂ ବୃକ୍ଷ ସଂରକ୍ଷଣ କରିପାରିଛୁ। ଇ-ବଜେଟ ପ୍ରସ୍ତୁତିରେ ଓଡ଼ିଶା ଦେଶରେ ଦ୍ୱିତୀୟ ରାଜ୍ୟ ହୋଇଛି।”
ସେ କହିଛନ୍ତି-“କ୍ଲାଇମେଟ ବଜେଟ ନାମରେ ଏକ ଦସ୍ତାବିଜ ପ୍ରସ୍ତୁତି ଯୋଜନା ରହିଛି। କ୍ଲାଇମେଟ୍‌ ବଜେଟ ପ୍ରସ୍ତୁତିରେ ଓଡ଼ିଶା ଦେଶରେ ପ୍ରଥମ ହେବ। ମହିଳା ଶିଶୁ ବଜେଟ ଓ ନ୍ୟୁଟ୍ରିସନ ବଜେଟ ମଧ୍ୟ ପ୍ରସ୍ତୁତ କରିବାକୁ ଯାଉଛୁ। ଜାତୀୟ ଅଭିବୃଦ୍ଧି ହାର ୫% ଆକଳନ ଥିବା ବେଳେ ଆମର ୬.୧୬% ଆକଳନ କରାଯାଇଛି।”

ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି-“କୃଷି କ୍ଷେତ୍ରରେ ଜାତୀୟ ଅଭିବୃଦ୍ଧି ହାର ରହିଛି ୩.୧% ରହିଥିବା ବେଳେ କୃଷିରେ ରାଜ୍ୟର ଅଭିବୃଦ୍ଧି ହାର ରହିଛି ୪.୫% ରହିଛି। କୃଷକ ସଶକ୍ତୀକରଣ ପାଇଁ କାଳିଆ ଯୋଜନା ଆରମ୍ଭ କରିଛୁ। ବିହନ ପାଇଁ ୧୦୦ ଓ ସାର ପାଇଁ ୧୦୦ କୋଟି ଆବର୍ତ୍ତନ ପାଣ୍ଠି ରହିଛି। ଚଳିତ ଆର୍ଥିକ ବର୍ଷରେ ଆଉ ୧.୮୪ ଲକ୍ଷ ହେକ୍ଟକୁ ଜଳ ଯୋଗାଣ ଲକ୍ଷ୍ୟ ରହିଛି।ବିଗତ ୫ ବର୍ଷ ମଧ୍ୟରେ ୬ଟି ବୃହତ୍ତ ଜଳ ସେଚନ ପ୍ରକଳ୍ପ କରାଯାଇଛି। ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ୧୦୬୦ କୋଟି ବ୍ୟୟବରାଦ କରାଯାଇଛି। ରୁଫ୍‌ ଟପ୍‌ ଓ ଗ୍ରାଉଣ୍ଡ ୱାଟର ରିଚାର୍ଜ ପାଇଁ ୫ ବର୍ଷରେ ୨୪୬ କୋଟି ଖର୍ଚ୍ଚ ହେବ। ୧୫ ଜିଲ୍ଲାରେ ୧୦ ହଜାର ପୋଖରୀ ନବୀକରଣ ପାଇଁ ଯୋଜନା କରାଯାଇଛି।”

ଶ୍ରୀ ପୂଜାରୀ କହିଛନ୍ତି-“ରାଜ୍ୟର ମୋଟ ଘରୋଇ ଉତ୍ପାଦନ ୧୨.୨%ରୁ ୨୦.୧%କୁ ବୃଦ୍ଧି ହୋଇଛି। ଚଳିତ ଆର୍ଥିକ ବର୍ଷରେ ରାଜସ୍ୱ ଆୟ ରହିବ ୧  ଲକ୍ଷ ୨୪ ହଜାର କୋଟି। ଋଣ ବାବଦକୁ ପ୍ରାୟ ୨୫ ହଜାର କୋଟି ଆଣିବା ଲକ୍ଷ୍ୟ ରହିଛି। ପୁରୀର ବିକାଶ ପାଇଁ ଅବଢ଼ା ଯୋଜନାରେ ୩୨୦୮ କୋଟି ଖର୍ଚ୍ଚ ଲକ୍ଷ୍ୟ ରଖାଯାଇଛି। ଏକାମ୍ର କ୍ଷେତ୍ର ବିକାଶ ପାଇଁ ୧୫୦ କୋଟି ଟଙ୍କା ବ୍ୟୟବରାଦ କରାଯିବ।”

ସେ କହିଛନ୍ତି-“କାଳିଆ ଯୋଜନାରେ ବିନା ସୁଧରେ କୃଷି ଋଣ ପାଇଁ ୭୦୫ କୋଟି, ପ୍ରଧାନମନ୍ତ୍ରୀ ଫସଲବୀମା ପାଇଁ ୭୦୦ କୋଟି, ମିଲେଟ ମିଶନ ପାଇଁ ମୋଟ ୧୦୬ କୋଟି, ମତ୍ସ୍ୟ ଚାଷ ଓ ପଶୁ ପାଳନ ପାଇଁ ୧୨୧୧ କୋଟି, ମାଛ ଚାଷ ପାଇଁ ପୋଖରୀ ଖୋଳିବାକୁ ୨୮ କୋଟି, ଗୋପାଳନ ଓ ଦୁଗ୍ଧ ଉତ୍ପାଦନ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ୬୦% ଗ୍ରାମାଞ୍ଚଳକୁ ପାଇପ ପାଣି ଯୋଗାଣ ଲକ୍ଷ୍ୟ ରଖାଯାଇଛି। ପାଇପ ପାଣି ଜଳ ଯୋଗାଣ ପାଇଁ ମୋଟ ୮ ହଜାର କୋଟି ବ୍ୟୟବରାଦ କରାଯାଇଛି। PMAY ଓ ବିଜୁ ପକ୍କା ଘର ପାଇଁ ୩୯୬୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।”
ସେ ଆହୁରି କହିଛନ୍ତି-“ମମତା ଯୋଜନା ପାଇଁ ୩୦୫ କୋଟି, ମିଶନ ଶକ୍ତିରେ ଋଣ ଯୋଗାଣ ପାଇଁ ୧୫୦ କୋଟି,
ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ୪୦୭୫ କୋଟି ବ୍ୟୟବରାଦ କରାଯାଇଛି।”

ସେ ଆହୁରି କହିଛନ୍ତି-“ମନରେଗା ପାଇଁ ମୋଟ ୧୫୦୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ଜାତୀୟ ଜୀବିକା ମିଶନ ପାଇଁ ୮୫୨ କୋଟି, SC/ST ବିକାଶ ପାଇଁ ମୋଟ ୨୩, ୮୦୮ କୋଟି, ମଧୁବାବୁ ପେନସନ ଯୋଜନା ପାଇଁ ୧୮୧୮ କୋଟି, ଖାଦ୍ୟ ନିରାପତ୍ତା ସୁନିଶ୍ଚିତ ପାଇଁ ୧୦୩୮ କୋଟି, ସ୍ମାର୍ଟ ସିଟି ବିକାଶ ପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ନୂତନ ସହରର ବିକାଶ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଇଁ ୬୧୮୦ କୋଟି, ରେଳ ଭିତ୍ତିଭୂମି ପାଇଁ ୪୦୦ କୋଟି ଟଙ୍କା ଓ ଏୟାରଷ୍ଟ୍ରିପ ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story