‘ଶ୍ରୀକାନ୍ତଙ୍କ ସମ୍ପର୍କରେ AICC ନିଷ୍ପତ୍ତି ନେବ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସର ଅନ୍ତଃକନ୍ଦଳ ଚରମ ସୀମାରେ ପହଞ୍ଚିଛି। AICC ସଭ୍ୟ ଶ୍ରୀକାନ୍ତ ଜେନା ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ଗତ କିଛି ଦିନ ହେଲା କଥା କଟାକଟି ଲାଗି ରହିଛି। ଏହାର ସମାଧାନର ରାସ୍ତା ବାହାରୁ ନଥିବା ବେଳେ ସେଥିରେ ଗୋଡ଼ ପୁରାଉଛନ୍ତି ରାଜ୍ୟ କଂଗ୍ରେସର ଅନ୍ୟ ନେତାମାନେ। ତେବେ ସ୍ଥିତି ବିଗିଡ଼ିବା ପୂର୍ବରୁ ଆଜି କଂଗ୍ରେସ ଭବନରେ ଶୃଙ୍ଖଳା କମିଟି ବୈଠକ ବସିଥିଲା। ଏଥିରେ ଶ୍ରୀକାନ୍ତ ଜେନାଙ୍କ ବିଷୟରେ ପୁଙ୍ଖାନୁପୁଙ୍ଖ […]

Pcc-leaves-decision-on-action

Pcc-leaves-decision-on-action

Manoranjan Sial
  • Published: Wednesday, 12 December 2018
  • Updated: 12 December 2018, 06:49 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସର ଅନ୍ତଃକନ୍ଦଳ ଚରମ ସୀମାରେ ପହଞ୍ଚିଛି। AICC ସଭ୍ୟ ଶ୍ରୀକାନ୍ତ ଜେନା ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ଗତ କିଛି ଦିନ ହେଲା କଥା କଟାକଟି ଲାଗି ରହିଛି। ଏହାର ସମାଧାନର ରାସ୍ତା ବାହାରୁ ନଥିବା ବେଳେ ସେଥିରେ ଗୋଡ଼ ପୁରାଉଛନ୍ତି ରାଜ୍ୟ କଂଗ୍ରେସର ଅନ୍ୟ ନେତାମାନେ। ତେବେ ସ୍ଥିତି ବିଗିଡ଼ିବା ପୂର୍ବରୁ ଆଜି କଂଗ୍ରେସ ଭବନରେ ଶୃଙ୍ଖଳା କମିଟି ବୈଠକ ବସିଥିଲା। ଏଥିରେ ଶ୍ରୀକାନ୍ତ ଜେନାଙ୍କ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ କହିଛନ୍ତି।

ସେ କହିଛନ୍ତି-“ଶ୍ରୀକାନ୍ତ ଜେନାଙ୍କ ଆଚରଣ ନେଇ ଆଜିର ବୈଠକ ଡ଼କା ଯାଇଥିଲା। ଏଥିରେ ଶ୍ରୀକାନ୍ତଙ୍କ ସଂପର୍କରେ କମିଟି ସଦସ୍ୟମାନେ ନିଜ ନିଜ ମତ ରଖିଛନ୍ତି। ଶୃଙ୍ଖଳା କମିଟି ସଦସ୍ୟଙ୍କ ମତାମତ AICC ନିକଟକୁ ପଠାଇବ। ଶ୍ରୀକାନ୍ତ AICC ସଭ୍ୟ ହୋଇଥିବାରୁ ନିଷ୍ପତ୍ତି AICC ନେବ।”

ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳଙ୍କ ମନ୍ତବ୍ୟ ପରେ ଶୃଙ୍ଖଳା ଭଙ୍ଗ ପ୍ରସଙ୍ଗରେ କଡ଼ା ଟିପ୍ପଣୀ ଦେଇଛନ୍ତି ଶ୍ରୀକାନ୍ତ ଜେନା।

ସେ କହିଛନ୍ତି-“ଦଳୀୟ ଶୃଙ୍ଖଳା ଭଙ୍ଗ କ’ଣ ମୁଁ ଜାଣିନାହିଁ। ଏ ସମ୍ପର୍କରେ AICC ବା ପିସିସି ପଚାରେ ଉତ୍ତର ଦେବି। କିନ୍ତୁ ମୁଁ କେବେ ଜୀବନରେ ଖଣି ଚୋରି କରିନାହିଁ କି ଲାଞ୍ଚ ଦେଇ କୋର୍ଟରେ ଭର୍ତ୍ସିତ ହୋଇନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story