ନୂଆ ପିସିସି ସଭାପତି ଚୟନ ପାଇଁ ପୁଣି ବସିଲା ଅନୌପଚାରିକ ବୈଠକ

Ordigital Desk
  • Published: Tuesday, 18 July 2017
  • , Updated: 18 July 2017, 08:52 PM IST
<p>[vc_video link=&quot;&quot; align=&quot;center&quot;]</p> <p>ଭୁବନେଶ୍ୱର: ପିସିସି ପରିବର୍ତ୍ତନ କଳି। ପୁଣି ଦିଲ୍ଲୀ ଯିବ ପାଇଁ ଆଜି ଅନୌପଚାରିକ ବୈଠକ ପରେ ବିଧାୟକ ଦଳ ଏହି ସୂଚନା ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ଗୋଟିଏ ସପ୍ତାହ ଭିତରେ ୩ ଥର ବସିଲାଣି ବିଧାୟକ ଦଳ ବୈଠକ। ବିଧାୟକ ଦଳ ପିସିସି ସଭାପତି ପାଇଁ ନିରଞ୍ଜନଙ୍କ ପାଇଁ ଓକିଲାତି କରୁଥିବା ବେଳେ ଭକ୍ତ ଦାସଙ୍କ ମୁଣ୍ଡରେ ମଙ୍ଗୁଆଳ ମୁକୁଟ ଲାଗିବା ଚର୍ଚ୍ଚା ପରେ ବିଧାୟକ ଦଳ ଭିତରେ ଭାଳେଣି ପଡିଛି। ଏସବୁ ଚର୍ଚ୍ଚା ଭିତରେ ୨୦ ତାରିଖ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ପରେ ହାଇକମାଣ୍ଡଙ୍କୁ ଭେଟିବାକୁ ବିଧାୟକ ଦଳ ଦିଲ୍ଲୀ ଯାଇପାରେ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି।</p>

Related story