ପୁଲିସ୍‌ର ସ୍ପେଶାଲ୍ ଡ୍ରାଇଭ, ୩୮.୯୮ ଲକ୍ଷ ଫାଇନ୍ ଆଦାୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଶ୍‌ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୩୭୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତଥାପି ଜନସାଧାରଣଙ୍କର ଚେତା ପଶୁ ନାହିଁ। ବାରମ୍ବାର ସଚେତନତା ଓ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ଲୋକେ ଠିକ୍‌ ଭାବେ କୋଭିଡ ଗାଇଡ ଲାଇନ ମାନୁ ନାହାନ୍ତି। ମାସ୍କ ନି ପିନ୍ଧିଲେ ୨ ଗୁଣା ଜୋରିମାନା ଆଦାୟ କରାଯିବ ବୋଲି କୁହାଯିବା ସତ୍ତ୍ୱେ […]

Police Checking

Police Checking

Jitendra Garnayak
  • Published: Saturday, 10 April 2021
  • Updated: 10 April 2021, 02:03 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଶ୍‌ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୩୭୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତଥାପି ଜନସାଧାରଣଙ୍କର ଚେତା ପଶୁ ନାହିଁ।

ବାରମ୍ବାର ସଚେତନତା ଓ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ଲୋକେ ଠିକ୍‌ ଭାବେ କୋଭିଡ ଗାଇଡ ଲାଇନ ମାନୁ ନାହାନ୍ତି। ମାସ୍କ ନି ପିନ୍ଧିଲେ ୨ ଗୁଣା ଜୋରିମାନା ଆଦାୟ କରାଯିବ ବୋଲି କୁହାଯିବା ସତ୍ତ୍ୱେ ଅମାନିଆଙ୍କ ସଂଖ୍ୟା ବଢ଼ି ଚାଲିଛି। ଓଡ଼ିଶା ପୁଲିସ୍ ପକ୍ଷରୁ କରାଯାଇଥିବା ଟ୍ୱିଟ୍‌ରୁ ଏହା ସ୍ପଷ୍ଟ ହେଉଛି।

ଓଡ଼ିଶା ପୁଲିସ୍ ପକ୍ଷରୁ ଟ୍ୱିଟ୍‌ କରି କୁହାଯାଇଛି, ସ୍ପେଶାଲ କୋଭିଡ୍‌ ଏନ୍‌ଫୋର୍ସମେଣ୍ଟ ଡ୍ରାଇଭର ତୃତୀୟ ଦିନରେ ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା ନ କରିବା ଯୋଗୁ ୧୨,୧୪୫ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଉ ସେମାନଙ୍କ ଠାରୁ ଆଦାୟ କରାଯାଇଛି ୩୮ ଲକ୍ଷ ୯୮ ହଜାର ୨୫୦ ଟଙ୍କା।

ଅନ୍ୟ ଏକ ଟ୍ୱିଟ୍‌ରେ କୁହାଯାଇଛି, ଏହି ସ୍ପେଶାଲ୍ ଡ୍ରାଇଭରେ ୩ ଦିନରେ ୩୩,୩୪୬ ଜଣଙ୍କ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନଙ୍କ ଠାରୁ ୯୦ ଲକ୍ଷ ୬୭ ହଜାର ୬୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି।

ଏହା ସହିତ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ମାନିବାକୁ ଓଡ଼ିଶା ପୁଲିସ୍ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ସୁନ୍ଦରଗଡ଼ ଜିଲ୍ଲାରୁ ୩୫୫ ଜଣଙ୍କୁ ଚିହ୍ନଟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story