ସରକାରଙ୍କ ଚିନ୍ତା ପଶିଲା: ରୋଜଭ୍ୟାଲି ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରୋଜଭ୍ୟାଲି କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିହ୍ନଟ ପାଇଁ ସରକାରୀ ସ୍ତରରେ ଆରମ୍ଭ ହୋଇଛି ପ୍ରକ୍ରିୟା। ରୋଜଭ୍ୟାଲିର ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ଅର୍ଥ ବିଭାଗ। ସରକାରଙ୍କ ଦ୍ୱାରା ଗଠିତ ୩ ଜଣିଆ ଟିମ୍‌, ୧୪ଟି ଦିଗକୁ ଆଧାର କରି ଜମାକାରୀଙ୍କୁ ଚିହ୍ନଟ କରିବ। ଟିମ୍‌ରେ ରହିବେ ସ୍ଥାନୀୟ ଥାନାର ଏସ୍‌ଆଇ, ରେଭିନ୍ୟୁ ଇନ୍ସପେକ୍ଟର ଓ ପଞ୍ଚାୟତିରାଜ ବିଭାଗର ଜଣେ କର୍ମଚାରୀ। ପଞ୍ଚାୟତସ୍ତରରେ କ୍ୟାମ୍ପ କରି ଏମାନେ ଚିଟ୍‌ଫଣ୍ଡ କମିଶନଙ୍କ ତାଲିକା ଓ ରୋଜଭ୍ୟାଲିର […]

rose valley chit fund scam

rose valley chit fund scam

Rakesh Mallick
  • Published: Tuesday, 25 April 2017
  • Updated: 25 April 2017, 07:24 PM IST

Sports

Latest News

ଭୁବନେଶ୍ୱର: ରୋଜଭ୍ୟାଲି କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିହ୍ନଟ ପାଇଁ ସରକାରୀ ସ୍ତରରେ ଆରମ୍ଭ ହୋଇଛି ପ୍ରକ୍ରିୟା। ରୋଜଭ୍ୟାଲିର ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ଅର୍ଥ ବିଭାଗ। ସରକାରଙ୍କ ଦ୍ୱାରା ଗଠିତ ୩ ଜଣିଆ ଟିମ୍‌, ୧୪ଟି ଦିଗକୁ ଆଧାର କରି ଜମାକାରୀଙ୍କୁ ଚିହ୍ନଟ କରିବ। ଟିମ୍‌ରେ ରହିବେ ସ୍ଥାନୀୟ ଥାନାର ଏସ୍‌ଆଇ, ରେଭିନ୍ୟୁ ଇନ୍ସପେକ୍ଟର ଓ ପଞ୍ଚାୟତିରାଜ ବିଭାଗର ଜଣେ କର୍ମଚାରୀ। ପଞ୍ଚାୟତସ୍ତରରେ କ୍ୟାମ୍ପ କରି ଏମାନେ ଚିଟ୍‌ଫଣ୍ଡ କମିଶନଙ୍କ ତାଲିକା ଓ ରୋଜଭ୍ୟାଲିର ନିଜସ୍ୱ କ୍ଷତିଗ୍ରସ୍ତ ତାଲିକା ଯାଞ୍ଚ କରିବେ। ପରେ ଏନେଇ ଏକ ରିପୋର୍ଟ ଏଡିଏମ୍‌ ବା ନୋଡାଲ ଅଫିସରଙ୍କୁ ପ୍ରଦାନ କରିବେ।

କୋର୍ଟଙ୍କ ନିର୍ଦ୍ଦେଶ ପରେ ରୋଜଭ୍ୟାଲିର ୩ ଲକ୍ଷରୁ ଅଧିକ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ରାଜ୍ୟରେ ଏବେ ପାଖାପାଖି ୪୪ଟି ଚିଟ୍‌ଫଣ୍ଡ ସଂସ୍ଥା ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ଠକି ନେଇଛନ୍ତି। ତେବେ ସେମାନଙ୍କ ବିରୋଧରେ ସରକାର କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କ୍ଷତିଗ୍ରସ୍ତ ପ୍ରଶ୍ନ କରିଛନ୍ତି।

ଜମାକାରୀଙ୍କୁ ଚିହ୍ନ ପାଇଁ ୨୦୧୫ ଅକ୍ଟୋବର ୧୬ରେ ଅର୍ଥ ବିଭାଗ ଜାରି କରିଥିଲା ଗାଇଡ୍‌ ଲାଇନ୍‌। ଠକେଇ ଶିକାର ହୋଇଥିବା ଜମାକାରୀଙ୍କୁ ଏହି ଫର୍ମାଟରେ ଏଡିଏମ୍‌ ବା ଗେଜେଟେଡ୍‌ ଅଫିସରଙ୍କ ପାଖରେ ଆବେଦନ କରିବାକୁ କୁହାଯାଇଥିଲା। କିନ୍ତୁ ଏଯାଏଁ କେବଳ ରୋଜଭ୍ୟାଲିକୁ ବାଦ ଦେଇ ଅନ୍ୟ ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ ପାଇଁ କୌଣସି ପଦକ୍ଷେପ ନିଆଯାଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story