ସତ୍ୟନଗର ତୋଷାଳି ଭବନ ସାମ୍ନା ଓମ୍ଫେଡ ଷ୍ଟଲକୁ କେହି ଯାଇଥିଲେ କ୍ୱାରେଣ୍ଟାଇନରେ ଯିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସତ୍ୟନଗର ତୋଷାଳି ଭବନ ସାମ୍ନା ଓମ୍ଫେଡ ଷ୍ଟଲ ପାଇଁ ଛନକା। ଉକ୍ତ ଓମ୍ଫେଡ଼ ଷ୍ଟଲକୁ କେହି ଯାଇଥିଲେ କ୍ୱାରେଣ୍ଟାଇନରେ ଯିବାକୁ ନିର୍ଦ୍ଦେଶ। କରୋନା ପଜିଟିଭ ଚିହ୍ନଟ ଜଣେ ବ୍ୟକ୍ତି ଉକ୍ତ ଷ୍ଟଲକୁ ନିୟମିତ ଯାଉଥିଲେ। ତେଣୁ କେହି ସେଠାକୁ ଯାଇଥିଲେ ୧୦୪କୁ ଫୋନ୍ କରି କ୍ୱାରେଣ୍ଟାଇନରେ ରୁହନ୍ତୁ ବୋଲି ନିବେଦନ କଲା ବିଏମ ସି। ୧୪ ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଲା ବିଏମସି। ସୂଚନା ଅନୁଯାୟୀ, ଭୁବନେଶ୍ୱର ସତ୍ୟନଗରକୁ କଣ୍ଟେନମେଣ୍ଟ […]

8908

8908

Tapas Behera
  • Published: Wednesday, 08 April 2020
  • Updated: 08 April 2020, 07:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସତ୍ୟନଗର ତୋଷାଳି ଭବନ ସାମ୍ନା ଓମ୍ଫେଡ ଷ୍ଟଲ ପାଇଁ ଛନକା। ଉକ୍ତ ଓମ୍ଫେଡ଼ ଷ୍ଟଲକୁ କେହି ଯାଇଥିଲେ କ୍ୱାରେଣ୍ଟାଇନରେ ଯିବାକୁ ନିର୍ଦ୍ଦେଶ। କରୋନା ପଜିଟିଭ ଚିହ୍ନଟ ଜଣେ ବ୍ୟକ୍ତି ଉକ୍ତ ଷ୍ଟଲକୁ ନିୟମିତ ଯାଉଥିଲେ। ତେଣୁ କେହି ସେଠାକୁ ଯାଇଥିଲେ ୧୦୪କୁ ଫୋନ୍ କରି କ୍ୱାରେଣ୍ଟାଇନରେ ରୁହନ୍ତୁ ବୋଲି ନିବେଦନ କଲା ବିଏମ ସି। ୧୪ ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଲା ବିଏମସି।

ସୂଚନା ଅନୁଯାୟୀ, ଭୁବନେଶ୍ୱର ସତ୍ୟନଗରକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ବମିଖାଲ୍‌ରେ ‘କରୋନା’ ଆକ୍ରାନ୍ତଙ୍କ ୧୮ ଜଣଙ୍କ ଭିତରୁ ୪ ଜଣ ସତ୍ୟନଗରରେ ଥିବା ଆଜି ସ୍ପଷ୍ଟ ହୋଇଛି। ସେଥିପାଇଁ ସତ୍ୟନଗରକୁ ଆଜି ବିଏମ୍‌ସି ସିଲ୍‌ କରି ସାନିଟାଇଜ୍‌ କରାଯାଉଛି।

ଆଜି ସୁଦ୍ଧା ରାଜ୍ୟରେ ‘କରୋନା’ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୨ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୩୪ ଜଣ ଭୁବନେଶ୍ୱରରେ। ସେମାନଙ୍କ ଭିତରୁ ବମିଖାଲ୍‌ରେ ୧୮ ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ସେହି ୧୮ ଜଣଙ୍କ ମଧ୍ୟରୁ ୪ ଜଣ ସତ୍ୟାନଗରରେ ଥିବା ସ୍ପଷ୍ଟ କରିଛନ୍ତି ବିଏମ୍‌ସି କମିଶନର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story