ଜନଗଣନା ସହ ହେବ ଜାତିଗତ ଜନଗଣନା, କ୍ୟାବିନେଟ୍ ଦେଲା ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଜନଗଣନା ସହ ସାମାଜିକ,ଆର୍ଥିକ ଓ ଜାତିଗତ ଜନଗଣନା ହେବ। ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ଏକ ସଂକଳ୍ପ ଗୃହୀତ ହୋଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ମାନବ ବିକାଶ ସୂଚକାଙ୍କରେ ଉଲ୍ଲେଖନୀୟ ପ୍ରଗତି ହୋଇଥିଲେ ମଧ୍ୟ ସାମଗ୍ରିକ ଅଭିବୃଦ୍ଧି ଓ ପରିବର୍ତ୍ତନ ନିମନ୍ତେ ଏହି ଜାତି ଓ ଆର୍ଥିକ ଜନଗଣନାର ଆବଶ୍ୟକତା ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ […]

aaa

aaa

Manoranjan Sial
  • Published: Saturday, 11 January 2020
  • Updated: 11 January 2020, 07:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଜନଗଣନା ସହ ସାମାଜିକ,ଆର୍ଥିକ ଓ ଜାତିଗତ ଜନଗଣନା ହେବ। ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ଏକ ସଂକଳ୍ପ ଗୃହୀତ ହୋଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ମାନବ ବିକାଶ ସୂଚକାଙ୍କରେ ଉଲ୍ଲେଖନୀୟ ପ୍ରଗତି ହୋଇଥିଲେ ମଧ୍ୟ ସାମଗ୍ରିକ ଅଭିବୃଦ୍ଧି ଓ ପରିବର୍ତ୍ତନ ନିମନ୍ତେ ଏହି ଜାତି ଓ ଆର୍ଥିକ ଜନଗଣନାର ଆବଶ୍ୟକତା ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ, ଓଡ଼ିଶାରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଜାତି ଓ ଆର୍ଥିକ ଜନଗଣନାର ଆବଶ୍ୟକତା ଥିବା ନେଇ ସହମତି ହୋଇଥିଲା। ତେବେ ୨୦୨୧ ଜନଗଣନା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଜାତିଗତ ଓ ଆର୍ଥିକ ପଛୁଆ ବର୍ଗ ଏବଂ ଓବିସି,ଅନ୍ୟ ଜାତିଙ୍କ ଗଣନା ଓ ଚିହ୍ନଟକୁ ନେଇ ପ୍ରସ୍ତାବିତ ଜନଗଣନା ଫର୍ମାଟରେ କିଛି ଉଲ୍ଲେଖ ନାହିଁ। ସେହିପରି ୨୦୧୧ ଜନଗଣନା ସମୟରେ ସାମାଜିକ,ଆର୍ଥିକ ଓ ଜାତିଗତ ଜନଗଣନା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶିତ ହୋଇନାହିଁ।

ତେଣୁ ସାମାଜିକ ଓ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ସମ୍ପର୍କରେ ତଥ୍ୟ, ସେମାନଙ୍କର ଅବସ୍ଥିତି ଆଦି ସମ୍ପର୍କରେ ସଠିକ୍ ତଥ୍ୟ ନଥିବାରୁ ସେମାନଙ୍କର ବିକାଶ ପାଇଁ ନିର୍ଦ୍ଧିଷ୍ଟ ଯୋଜନା ସମ୍ଭବପର ହୋଇପାରୁନି। ୨୦୧୧ ସାମାଜିକ-ଆର୍ଥିକ ଜାତିଗତ ଜନଗଣନା ରିପୋର୍ଟରୁ ମିଳିଥିବା ତଥ୍ୟର ଆବଶ୍ୟକତା ରହିଥିଲା ଓ ଏହା ଭାରତ ସରକାରଙ୍କ ଦ୍ୱାରା ମଧ୍ୟ ଗ୍ରହଣୀୟ ହୋଇଥିଲା। କିନ୍ତୁ ୨୦୧୧ ସମସ୍ତ ତଥ୍ୟ ପ୍ରକାଶିତ ହୋଇନଥିବାରୁ ଓ ୨୦୨୧ ଜନଗଣନାରେ ଏସବୁ ତଥ୍ୟ ସଂଗ୍ରହ ଫର୍ମାଟ୍ ନଥିବାରୁ ରାଜ୍ୟ କ୍ୟାବିନେଟ୍ ଆଜି ସର୍ବସମ୍ମତିରେ ରାଜ୍ୟରେ ସାମାଜିକ-ଆର୍ଥିକ ଜାତିଗତ ଜନଗଣନା ନିମନ୍ତେ ଏକ ସଂକଳ୍ପ ଗୃହୀତ କରି ଭାରତ ସରକାରଙ୍କ ନିକଟକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ଯାହାକି ଜନଗଣନା ସହ ଏକକାଳୀନ ହେବ। ଭାରତ ସରକାର ଏହି ସାମାଜିକ-ଆର୍ଥିକ ଓ ଜାତିଗତ ଜନଗଣନାକୁ ମଧ୍ୟ ଯେଭଳି ଶୀଘ୍ର ପ୍ରକାଶ କରିବେ ସେ ନେଇ କ୍ୟାବିନେଟ୍ ବୈଠକରେ ପ୍ରସ୍ତାବ ରଖାଯାଇଛି।

ଏହି ଗଣନା ହେବାଦ୍ୱାରା ରାଜ୍ୟରେ ବିକାଶକୁ ଗତିଶୀଳ କରାଯିବା ଗରିବ ଓ ଆର୍ଥିକ ଦୁର୍ବଳ ବର୍ଗର ବିକାଶ ମଧ୍ୟ ହୋଇପାରିବ। ଯାହାକି ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀରେ ତାଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ହେବ ବୋଲି କ୍ୟାବିନେଟ୍ ସଂକଳ୍ପ ପ୍ରସ୍ତାବରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story