ଓଡ଼ିଶାରେ ସ୍ଥିତି ଭୟାବହ ହୋଇନି, କର୍ଫ୍ୟୁ ଭଳି ପରିସ୍ଥିତିର ଅନୁଭୂତି ରହିବା ଜରୁରୀ: ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣ ରୋକିବା ପାଇଁ ଏବେ ଦେଶବ୍ୟାପୀ ଲକଡାଉନ ଲାଗୁ ହୋଇଥିବାବେଳେ ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ଭଦ୍ରକରେ ରାଜ୍ୟ ସରକାର ୪୮ଘଣ୍ଟିଆ ଶଟଡାଉନ୍ ଘୋଷଣା କରିଛନ୍ତି। ସଂକ୍ରମଣକାରୀଙ୍କୁ ଚିହ୍ନଟ କରିବା ଓ ସଂକ୍ରମଣ ନବ୍ୟାପିବା ପାଇଁ ଏଭଳି ଶଟଡାଉନ୍ ଜରୁରୀ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଭବିଷ୍ୟତରେ ଯଦି ସେଭଳି ପରିସ୍ଥିତି ଆସେ, ତା’ହେଲେ ଅଧିକ ଦିନ କର୍ଫ୍ୟୁ ଭଳି ସ୍ଥିତିର ମୁକାବିଲା ପାଇଁ ସାଧାରଣ […]

d

d

Hemant Lenka
  • Published: Friday, 03 April 2020
  • Updated: 03 April 2020, 06:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣ ରୋକିବା ପାଇଁ ଏବେ ଦେଶବ୍ୟାପୀ ଲକଡାଉନ ଲାଗୁ ହୋଇଥିବାବେଳେ ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ଭଦ୍ରକରେ ରାଜ୍ୟ ସରକାର ୪୮ଘଣ୍ଟିଆ ଶଟଡାଉନ୍ ଘୋଷଣା କରିଛନ୍ତି। ସଂକ୍ରମଣକାରୀଙ୍କୁ ଚିହ୍ନଟ କରିବା ଓ ସଂକ୍ରମଣ ନବ୍ୟାପିବା ପାଇଁ ଏଭଳି ଶଟଡାଉନ୍ ଜରୁରୀ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଭବିଷ୍ୟତରେ ଯଦି ସେଭଳି ପରିସ୍ଥିତି ଆସେ, ତା’ହେଲେ ଅଧିକ ଦିନ କର୍ଫ୍ୟୁ ଭଳି ସ୍ଥିତିର ମୁକାବିଲା ପାଇଁ ସାଧାରଣ ଲୋକେ ନିଜକୁ ପ୍ରସ୍ତୁତ ରଖିବା ଅତ୍ୟନ୍ତ ଜରୁରୀ ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି ଯେ କର୍ଫ୍ୟୁ ହେଉଛି ଏକ ଦୃଢ଼ ପଦକ୍ଷେପ। ଏହାର ଅନୁଭୂତି ସରକାରଙ୍କୁ ଯେତିକି ଆବଶ୍ୟକ ନୁହେଁ, ତା’ର ଅନୁଭୂତି ଅଧିକ ସମାଜ ଓ ନାଗରିକ ବ୍ୟବସ୍ଥାରେ ଦରକାର। ମୁଖ୍ୟମନ୍ତ୍ରୀ ମଧ୍ୟ ସାଧାରଣ ନାଗରିକଙ୍କୁ ଏହି ସମୟରେ ଧୈର୍ଯ୍ୟ, ଶାଳୀନତା ଓ ଅନୁଶାସନ ପାଳନ ନିମନ୍ତେ ଅପିଲ କରିଛନ୍ତି। ସେ ସ୍ପଷ୍ଟ କରିବାକୁ ଚାହୁଁଛନ୍ତି ଯେ, ଏପର୍ଯ୍ୟନ୍ତ ଓଡ଼ିଶାରେ ଅତ୍ୟନ୍ତ ବିପଦଜନକ ଅବା ଭୟାବହ ପରିସ୍ଥିତି ଆସିନାହିଁ। କିନ୍ତୁ ଯଦି ଭବିଷ୍ୟତରେ ଆସେ, ସେଥିପାଇଁ କର୍ଫ୍ୟୁ ଭଳି ପରିସ୍ଥିତିର ଅନୁଭୂତି ସାଧାରଣ ଲୋକଙ୍କର ରହିବା ଆବଶ୍ୟକ।

ଭୁବନେଶ୍ୱରରେ ୪ଜଣ, ଭଦ୍ରକରେ ଜଣେ ଓ କଟକରେ ୪ଜଣ କୋଭିଡ୍‌-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ତେବେ କରୋନା ସଂକ୍ରମିତ ପଞ୍ଚମ ରୋଗୀ ବିଦେଶ ଅବା ରାଜ୍ୟ ବାହାରକୁ ଯାଇନଥିବା ସତ୍ତ୍ୱେ ତାଙ୍କୁ ସଂକ୍ରମଣ ହୋଇଥିବାରୁ ସେ କାହା ସଂସ୍ପର୍ଶରେ ଆସିଥିବେ ତାହା ଜାଣିବାରେ ସମସ୍ୟା ହେଉଛି। ସାମାଜିକ ସଂକ୍ରମଣର ଆଶଙ୍କା ମଧ୍ୟ କରାଯାଉଛି। ତେଣୁ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ଏଭଳି କଠୋର ପଦକ୍ଷେପର ଆବଶ୍ୟକତା ରହିଛି।

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ସମେତ ସହର ଉପକଣ୍ଟର ୧୭ଟି ପଞ୍ଚାୟତ, କଟକ ମହାନଗର ନିଗମ ଅଞ୍ଚଳ ଓ ଭଦ୍ରକ ପୌରାଞ୍ଚଳରେ ଏଥିପାଇଁ ୪୮ଘଣ୍ଟିଆ କର୍ଫ୍ୟୁ ଜାରି କରିବାକୁ ନିଷ୍ପତ୍ତି ହୋଇଛି। ଏହି କର୍ଫ୍ୟୁ ସମୟରେ କେବଳ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ଔଷଧ ଦୋକାନ ଓ ଅତ୍ୟାବଶ୍ୟକ ସେବା ଉପଲବ୍ଧ ହେବ। ଗ୍ରୋସେରୀ, ପନିପରିବା, ଫଳ, ମାଛ-ମାଂସ,ଅଣ୍ଡା ଓ କ୍ଷୀର ଦୋକାନ ବନ୍ଦ ରହିବ।

ଶ୍ରୀ ବାଗଚୀ କହିଛନ୍ତି ଯେ ଆଜି ଦିନ ୧୨ଟା ସୁଦ୍ଧା ରାଜ୍ୟର ୧୧୧୩ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସେଥିରୁ ୬ଜଣଙ୍କ ପଜିଟିଭ୍ ଅଛନ୍ତି। ଏହି ୬ ପଜିଟିଭଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତୃତୀୟ ଓ ଚତୁର୍ଥ ପଜିଟିଭ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୧୨୪ଜଣଙ୍କୁ ଚିହ୍ନଟ କରାଯାଇଛି। ପଞ୍ଚମ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୩୦ଜଣଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଗତକାଲି ୮୫ଜଣ କରୋନା ସନ୍ଦିଗ୍ଧ ବିଭିନ୍ନ ହସ୍ପିଟାଲର ଆଇସୋଲେସନରେ ରହିଥିବାବେଳେ ଆଜି ୬୦ଜଣ ଅଛନ୍ତି। ୨୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଶ୍ରୀ ବାଗଚୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story