ଆମାଜନ ମୁଖ୍ୟଙ୍କ ଭାରତ ଗସ୍ତକୁ ଓଡ଼ିଶାରେ ବିରୋଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମାଜନ ମୁଖ୍ୟ ଜେଫ୍‌ ବୋଜୋସଙ୍କ ଭାରତ ଗସ୍ତକୁ ଓଡ଼ିଶା ବ୍ୟବସାୟୀମାନେ ବିରୋଧ କରିଛନ୍ତି। ସାରା ଦେଶରେ ବୋଜୋସଙ୍କୁ ବିରୋଧ କରାଯାଉଥିବା ବେଳେ ଓଡ଼ିଶାର ୮ଟି ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଛି। ଓଡ଼ିଶାରେ ୧୦ ବ୍ୟବସାୟ ସଂଘ ବିରୋଧରେ ସାମିଲ ହୋଇଛନ୍ତି। ଆଜିର ଦିନକୁ ବ୍ୟବସାୟୀ ପ୍ରତିବାଦ ଦିବସ ବୋଲି କହିଛି ସଂଘ। ଆନ୍ତର୍ଜାତିକ ବଜାରରେ ଗ୍ରାହକଙ୍କ ମଧ୍ୟରେ ବେଶ ଲୋକପ୍ରିୟ ଥିବା ଆମାଜନ, ଓ୍ୱାଲମାର୍ଟ ଓ ଫ୍ଲିଫକାର୍ଟ ଭଳି କମ୍ପାନୀଙ୍କ ଆଧିପତ୍ୟ ଖୁଚୁରା ବ୍ୟବସାୟରେ […]

joker

joker

Manoranjan Sial
  • Published: Wednesday, 15 January 2020
  • Updated: 15 January 2020, 06:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମାଜନ ମୁଖ୍ୟ ଜେଫ୍‌ ବୋଜୋସଙ୍କ ଭାରତ ଗସ୍ତକୁ ଓଡ଼ିଶା ବ୍ୟବସାୟୀମାନେ ବିରୋଧ କରିଛନ୍ତି। ସାରା ଦେଶରେ ବୋଜୋସଙ୍କୁ ବିରୋଧ କରାଯାଉଥିବା ବେଳେ ଓଡ଼ିଶାର ୮ଟି ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଛି। ଓଡ଼ିଶାରେ ୧୦ ବ୍ୟବସାୟ ସଂଘ ବିରୋଧରେ ସାମିଲ ହୋଇଛନ୍ତି। ଆଜିର ଦିନକୁ ବ୍ୟବସାୟୀ ପ୍ରତିବାଦ ଦିବସ ବୋଲି କହିଛି ସଂଘ।

ଆନ୍ତର୍ଜାତିକ ବଜାରରେ ଗ୍ରାହକଙ୍କ ମଧ୍ୟରେ ବେଶ ଲୋକପ୍ରିୟ ଥିବା ଆମାଜନ, ଓ୍ୱାଲମାର୍ଟ ଓ ଫ୍ଲିଫକାର୍ଟ ଭଳି କମ୍ପାନୀଙ୍କ ଆଧିପତ୍ୟ ଖୁଚୁରା ବ୍ୟବସାୟରେ ବଢିବାରେ ଲାଗିଛି। ଗ୍ରାହକମାନଙ୍କୁ ଖୁସି କରିବାକୁ ଅଧିକରୁ ଅଧିକ ରିହାତି ଦିଆ ଦେଉଛନ୍ତି କମ୍ପାନୀ। ଯାହାକୁ ନେଇ ଖୁଚୁରା ବ୍ୟବସାୟୀମାନେ ଏହି ବଡ଼ ବଡ଼ କମ୍ପାନୀ ସହ ପ୍ରତିଯୋଗିତା କରି ପାରୁନାହାନ୍ତି। ଏଥିଲାଗି ସ୍ଥାନୀୟ ବ୍ୟବସାୟୀ ବଜାରରେ ମାନ୍ଦାବସ୍ଥାର ସାମନା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story