ମୋଦିଙ୍କୁ ଧନ୍ୟବାଦ ଦେଲା ରାଜ୍ୟ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶତାଦ୍ଦୀ ଶତାଦ୍ଦୀ ଧରି ସମାଜର ଏକ ପ୍ରମୁଖ ବର୍ଗର ମହିଳାଙ୍କ ସଶକ୍ତିକରଣ ପାଇଁ ସଂସଦରେ ତିନି ତଲାକ୍‌ ବିଲ୍‌ ପାସ ହୋଇଛି। ଏହା ଏକ ଐତିହାସିକ ଘଟଣା। ମହିଳା ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହା ସବୁଠୁ ଦୃଢ ଓ ଐତିହାସିକ ନିଷ୍ପତ୍ତି। ଶାହାବାନୁ ମାମଲାରୁ ମୁସଲିମ ମହିଳା ସଶକ୍ତିକରଣ ପାଇଁ ଆରମ୍ଭ ହୋଇଥିବା ମହା ଅଭିଯାନକୁ ପ୍ରଧାନମନ୍ତ୍ରୀ ମୋଦି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଏଥିପାଇଁ ସାରା ଦେଶବାସୀଙ୍କ ସହ ଓଡ଼ିଶା […]

Odisha-unit-of-bjp-minority-morcha-thanks-Modi-for-historic-triple-talaq-bill

Manoranjan Sial
  • Published: Wednesday, 31 July 2019
  • Updated: 31 July 2019, 05:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶତାଦ୍ଦୀ ଶତାଦ୍ଦୀ ଧରି ସମାଜର ଏକ ପ୍ରମୁଖ ବର୍ଗର ମହିଳାଙ୍କ ସଶକ୍ତିକରଣ ପାଇଁ ସଂସଦରେ ତିନି ତଲାକ୍‌ ବିଲ୍‌ ପାସ ହୋଇଛି। ଏହା ଏକ ଐତିହାସିକ ଘଟଣା। ମହିଳା ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହା ସବୁଠୁ ଦୃଢ ଓ ଐତିହାସିକ ନିଷ୍ପତ୍ତି। ଶାହାବାନୁ ମାମଲାରୁ ମୁସଲିମ ମହିଳା ସଶକ୍ତିକରଣ ପାଇଁ ଆରମ୍ଭ ହୋଇଥିବା ମହା ଅଭିଯାନକୁ ପ୍ରଧାନମନ୍ତ୍ରୀ ମୋଦି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଏଥିପାଇଁ ସାରା ଦେଶବାସୀଙ୍କ ସହ ଓଡ଼ିଶା ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରିଛି ରାଜ୍ୟ ବିଜେପି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି,“ତିନି ତଲାକ ବିଲ୍‌ ଲିଙ୍ଗଗତ ନ୍ୟାୟର ବିଜୟ। ଯାହା ସମାଜରେ ସମାନତା ଆଣିବ ଓ ବିଶେଷ ଭାବରେ ମୁସଲମାନ ସଂପ୍ରଦାୟର ମହିଳାମାନଙ୍କୁ ନ୍ୟାୟ ଦେବାକୁ ସକ୍ଷମ ହେବ। ଏକ ପୂରୁଣାକାଳିଆ ଓ ମଧ୍ୟଯୁଗୀୟ ପ୍ରଥାର ଅନ୍ତ ଘଟିଛି। ଏହାକୁ ଇତିହାସର ଡଷ୍ଟବିନକୁ ଫୋପାଡ଼ି ଦିଆଯାଇଛି।”

ଅଧିକାଂଶ ପ୍ରମୁଖ ମୁସଲିମ ରାଷ୍ଟ୍ରରେ ତିନି ତଲାକ ପ୍ରଥାର ବିଲୋପ ଘଟିଛି । ଅନ୍ୟ ମହିଳାମାନଙ୍କ ଭଳି ନିଜର ହକ ଓ ଅଧିକାରକୁ ମୁସଲିମ ମହିଳାମାନେ ଏବେ ସାବ୍ୟସ୍ତ କରିପାରିବେ। ଏଭଳି ଐତିହାସିକ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ବୋଲି ବିଜେପି ସଂଖ୍ୟା ଲଘୁ ମୋର୍ଚ୍ଚାର ଉପସଭାପତି ଅବଦୁଲ ସଲାମ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story