ଓଡ଼ିଶା ଉପରେ ଟ୍ରାପ୍ ଲାଇନ୍: ୨୪ ଘଣ୍ଟା ମଧ୍ୟରେ ଅଳ୍ପ ସ୍ଥାନରେ ବର୍ଷା

ଭୁବନେଶ୍ୱର: ଓଡିଶା ଉପରେ ଏକ ଟ୍ରାପ୍ ଲାଇନ୍ ରହିଥିବାରୁ ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ବର୍ଷା ହେବା ସହିତ ଉତ୍ତର ଓଡିଶାର ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଅନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ରାଜ୍ୟରେ ଅଗଷ୍ଟ ୧୯ତାରିଖ ସୁଧା ସାଧାରଣ ବୃଷ୍ଟିପାତ ୭୮୬ମିଲିମିଟର ହେବାକୁ ଥିବାବେଳେ ୬୭୨ମିଲିମିଟର ବର୍ଷା ହୋଇଛି, ଯାହାକି ୧୫ପ୍ରତିଶତ କମ୍। ଏହା ସହିତ ରାଜ୍ୟର ୮ଟି ଜିଲ୍ଲାରେ […]

rain

rain

Rakesh Mallick
  • Published: Thursday, 20 August 2015
  • Updated: 20 August 2015, 02:14 AM IST

Sports

Latest News

ଭୁବନେଶ୍ୱର: ଓଡିଶା ଉପରେ ଏକ ଟ୍ରାପ୍ ଲାଇନ୍ ରହିଥିବାରୁ ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ବର୍ଷା ହେବା ସହିତ ଉତ୍ତର ଓଡିଶାର ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଅନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ରାଜ୍ୟରେ ଅଗଷ୍ଟ ୧୯ତାରିଖ ସୁଧା ସାଧାରଣ ବୃଷ୍ଟିପାତ ୭୮୬ମିଲିମିଟର ହେବାକୁ ଥିବାବେଳେ ୬୭୨ମିଲିମିଟର ବର୍ଷା ହୋଇଛି, ଯାହାକି ୧୫ପ୍ରତିଶତ କମ୍। ଏହା ସହିତ ରାଜ୍ୟର ୮ଟି ଜିଲ୍ଲାରେ କମ୍ ବୃଷ୍ଟିପାତ ହୋଇଥିବା ବେଳେ କନ୍ଧମାଳରେ ୪୧, ବଲାଙ୍ଗିରରେ ୩୯, ନୟାଗଡ଼ରେ ୩୬, କଳାହାଣ୍ଡିରେ ୩୪, ଖୋର୍ଧାରେ ୩୪, ପୁରୀରେ ୨୭, କୋରାପୁଟ ଓ ସୋନପୁର ଜିଲ୍ଲାରେ ୨୮ପ୍ରତିଶତ କମ୍ ବୃଷ୍ଟିପାତ ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story