ଆଉ ସମୁଦ୍ରକୁ ବୋହିଯିବନି ଅଜଥା ଜଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଜଳ ସଂରକ୍ଷଣ ପାଇଁ instream storage structure ଆରମ୍ଭ ହେବ। ଶିଳ୍ପ କ୍ଷେତ୍ରକୁ ଯେପରି ପର୍ଯ୍ୟାପ୍ତ ପାଣି ମିଳିବ, ସେ ଦିଗରେ ଆଜି IDCO ଓ ଜଳ ସମ୍ପଦ ବିଭାଗ ଭିତରେ ଭିଡିଓ କନଫରେନ୍ସ ଯୋଗେ ଆଲୋଚନା ହୋଇଛି। ଏଥିପାଇଁ ଚଳିତ ବର୍ଷ ଏକ ହଜାର କୋଟି ଟଙ୍କା ବ୍ୟୟରେ ୧୩ଟି ନୂତନ ବ୍ୟାରେଜ ନିର୍ମାଣ ହେବ। ଏହା ଦ୍ୱାରା ଅଣମୌସୁମୀ ସମୟରେ ଜଳର ଅଭାବ ରହିବ ନାହିଁ। ପାଣି ନଦୀରେ ହିଁ […]

6bn

6bn

Tapas Behera
  • Published: Friday, 25 September 2020
  • Updated: 25 September 2020, 04:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଜଳ ସଂରକ୍ଷଣ ପାଇଁ instream storage structure ଆରମ୍ଭ ହେବ। ଶିଳ୍ପ କ୍ଷେତ୍ରକୁ ଯେପରି ପର୍ଯ୍ୟାପ୍ତ ପାଣି ମିଳିବ, ସେ ଦିଗରେ ଆଜି IDCO ଓ ଜଳ ସମ୍ପଦ ବିଭାଗ ଭିତରେ ଭିଡିଓ କନଫରେନ୍ସ ଯୋଗେ ଆଲୋଚନା ହୋଇଛି। ଏଥିପାଇଁ ଚଳିତ ବର୍ଷ ଏକ ହଜାର କୋଟି ଟଙ୍କା ବ୍ୟୟରେ ୧୩ଟି ନୂତନ ବ୍ୟାରେଜ ନିର୍ମାଣ ହେବ। ଏହା ଦ୍ୱାରା ଅଣମୌସୁମୀ ସମୟରେ ଜଳର ଅଭାବ ରହିବ ନାହିଁ। ପାଣି ନଦୀରେ ହିଁ ରହିବ। ସମୁଦ୍ରକୁ ଯିବନି। ଯାହା ଶିଳ୍ପ, ଜଳ ସେଚନ, କୃଷି, ବିଦ୍ୟୁତ ଓ ପାନୀୟ ଜଳ ପାଇଁ ବ୍ୟବହାର ହେବ। ଆସନ୍ତା ୬ବର୍ଷ ଭିତରେ ଆହୁରି ଅନେକ ବ୍ୟାରେଜ ସବୁ ନଦୀରେ ନିର୍ମାଣ ହେବ। ଏହା ଦ୍ୱାରା କେହି ବିସ୍ଥାପିତ ହେବେ ନାହିଁ କି ବନ୍ୟାର ପ୍ରଭାବ ପଡ଼ିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story