ଓଡ଼ିଶାରେ ତ୍ୱରାନ୍ୱିତ ହେବ କଳାଟଙ୍କା ତଦନ୍ତ, ଏସଆଇଟି ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ରଣନୀତି ପ୍ରସ୍ତୁତ

କଟକ: ତ୍ୱରାନ୍ୱିତ ହେବ ଓଡ଼ିଶାରେ କଳାଟଙ୍କା ତଦନ୍ତ। ଖଣି ଦୁର୍ନୀତି ଓ ଚିଟଫଣ୍ଡଠାରୁ ଆରମ୍ଭ କରି ସାରଥୀଙ୍କ ଅର୍ଥ କାରବାର ପର୍ଯ୍ୟନ୍ତ ସବୁ ମାମଲାର ସଂପର୍କରେ ତଦନ୍ତ କରାଯିବ। ଏନେଇ ଆଜି କଟକରେ ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରଣକୌଶଳ ପ୍ରସ୍ତୁତ ହୋଇଛି। ଏସବୁ ମାମଲାରେ କଳାଟଙ୍କା କେଉଁଠି ବିନିଯୋଗ ହୋଇଛି ଓ ଏଥିରେ କେଉଁମାନେ ସାମିଲ ଅଛନ୍ତି, ସେ ବିଷୟରେ ଆଲୋଚନା କରାଯାଇଛି। ସେଣ୍ଟ୍ରାଲ୍ ଏକ୍ସାଇଜ୍, କ୍ରାଇମବ୍ରାଞ୍ଚ, ଆୟକର ବିଭାଗ, […]

jusitcepashayat

jusitcepashayat

Rakesh Mallick
  • Published: Thursday, 27 August 2015
  • Updated: 27 August 2015, 02:09 PM IST

Sports

Latest News

କଟକ: ତ୍ୱରାନ୍ୱିତ ହେବ ଓଡ଼ିଶାରେ କଳାଟଙ୍କା ତଦନ୍ତ। ଖଣି ଦୁର୍ନୀତି ଓ ଚିଟଫଣ୍ଡଠାରୁ ଆରମ୍ଭ କରି ସାରଥୀଙ୍କ ଅର୍ଥ କାରବାର ପର୍ଯ୍ୟନ୍ତ ସବୁ ମାମଲାର ସଂପର୍କରେ ତଦନ୍ତ କରାଯିବ। ଏନେଇ ଆଜି କଟକରେ ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରଣକୌଶଳ ପ୍ରସ୍ତୁତ ହୋଇଛି। ଏସବୁ ମାମଲାରେ କଳାଟଙ୍କା କେଉଁଠି ବିନିଯୋଗ ହୋଇଛି ଓ ଏଥିରେ କେଉଁମାନେ ସାମିଲ ଅଛନ୍ତି, ସେ ବିଷୟରେ ଆଲୋଚନା କରାଯାଇଛି। ସେଣ୍ଟ୍ରାଲ୍ ଏକ୍ସାଇଜ୍, କ୍ରାଇମବ୍ରାଞ୍ଚ, ଆୟକର ବିଭାଗ, ଖଣି ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ଆଜିର ବୈଠକରେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos