ବେଙ୍ଗାଲୁରୁରେ ବର୍ବରତା: ଓଡ଼ିଆ ଇଂଜିନିୟରଙ୍କୁ ଛୁରୀ ଭୁସି ହତ୍ୟା କଲେ ଦୁର୍ବୃତ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଙ୍ଗାଲୁରୁରେ ବର୍ବରତା। ଜଣେ ଓଡିଆ ଯୁବକଙ୍କୁ ଛୁରୀଭୂଷି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତ ଯୁବକଙ୍କ ନାଁ ପ୍ରଣୟ ମିଶ୍ର। ପ୍ରଣୟ ଜଣେ ସଫଟେୱୟାର ଇଂଜିନିୟର। ୨୮ ବର୍ଷିୟ ପ୍ରଣୟଙ୍କ ଘର ଭୁବନେଶ୍ୱରରେ।  ବେଙ୍ଗାଳୁରୁରେ ରହୁଥିବା ପ୍ରଣୟ ରବିବାର ବିଳମ୍ବିତ ରାତିରେ ବଲବିର୍ ନାମକ ଜଣେ ସାଙ୍ଗଙ୍କ ଘରେ ଆୟୋଜିତ ଏକ ପାର୍ଟରେ ଯୋଗଦେଇ ନିଜ ଭଡ଼ାଘରକୁ ଫେରୁଥିଲେ। ଏହାର କିଛି ସମୟ ପରେ ସାଉଥ ବେଙ୍ଗାଳୁରୁରେ ରହୁଥିବା ନିଜ ବାନ୍ଧବୀଙ୍କ ଘର ଅଭିମୁଖେ […]

Rakesh Mallick
  • Published: Tuesday, 10 October 2017
  • Updated: 10 October 2017, 08:00 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଙ୍ଗାଲୁରୁରେ ବର୍ବରତା। ଜଣେ ଓଡିଆ ଯୁବକଙ୍କୁ ଛୁରୀଭୂଷି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତ ଯୁବକଙ୍କ ନାଁ ପ୍ରଣୟ ମିଶ୍ର। ପ୍ରଣୟ ଜଣେ ସଫଟେୱୟାର ଇଂଜିନିୟର। ୨୮ ବର୍ଷିୟ ପ୍ରଣୟଙ୍କ ଘର ଭୁବନେଶ୍ୱରରେ।  ବେଙ୍ଗାଳୁରୁରେ ରହୁଥିବା ପ୍ରଣୟ ରବିବାର ବିଳମ୍ବିତ ରାତିରେ ବଲବିର୍ ନାମକ ଜଣେ ସାଙ୍ଗଙ୍କ ଘରେ ଆୟୋଜିତ ଏକ ପାର୍ଟରେ ଯୋଗଦେଇ ନିଜ ଭଡ଼ାଘରକୁ ଫେରୁଥିଲେ। ଏହାର କିଛି ସମୟ ପରେ ସାଉଥ ବେଙ୍ଗାଳୁରୁରେ ରହୁଥିବା ନିଜ ବାନ୍ଧବୀଙ୍କ ଘର ଅଭିମୁଖେ ବାହାରିଥିଲେ ପ୍ରଣୟ  କିନ୍ତୁ, ସାଉଥ ବେଙ୍ଗାଳୁରୁର ଟାଭାରେକେରେର ଚକୋଲେଟ୍ ଫ୍ୟା୍ରି ଛକରେ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ଏକ ବାଇକରେ ୨ଯୁବକ ତାଙ୍କୁ ଅଟକାଇବା ସହ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାପରେ ସେମାନେ ଛାଡ଼ିଦେଇ ଫେରାର୍ ହୋଇଯାଇଥିବାବେଳେ ଗୁରୁତର ଅବସ୍ଥାରେ ପ୍ରଣୟଙ୍କୁ ନିକଟସ୍ଥ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ। କିନ୍ତୁ ଡାକ୍ତର ପ୍ରଣୟଙ୍କୁ ମୃତ ଘୋଷଣା କରିଥିଲେ। ତେବେ ହତ୍ୟାର କାରଣ କଣ ଏବଂ କିଏ ତାଙ୍କୁ ହତ୍ୟା କରିଛି, ସେନେଇ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଛି। ଏଥିପାଇଁ ପୋଲିସ ୩ଟି ଟିମ୍ ଗଠନ କରି ଦୁର୍ବୃତ୍ତଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି।  ସେପଟେ ଆଜି ପ୍ରଣୟ ମିଶ୍ରଙ୍କ ମୃତଦେହ ଓଡ଼ିଶାରେ ପହଞ୍ଚିବା ପରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story