ଆଜି ଚାକିରିରେ ଯୋଗ ଦେଇଥାନ୍ତେ, କାଲି ଜୀବନ ହାରିଲେ ଓଏଫ୍ଏସ ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାକିରିରେ ଯୋଗ ଦେବା ପୂର୍ବ ଦିନ ଆତ୍ମହତ୍ୟା କରିଛନ୍ତି ଓଏଫ୍ଏସ ଅଧିକାରୀ। ଏପରି ଅଭାବନୀୟ ଘଟଣା ରାଜଧାନୀ ଖଣ୍ଡଗିରି ଥାନା ଡୁମଡୁମା ଫେଜ୍ ୪ରେ ଘଟିଛି। ମୃତକ ହେଲେ ଅଭିଳାଶ ସ୍ୱରୂପ ମହାପାତ୍ର। ପୁଲିସ୍‌ ସୂଚନା ଅନୁଯାୟୀ, ଅଭିଳାଷ ଆଜି ଭୁବନେଶ୍ୱରସ୍ଥିତ ଟ୍ରେଜେରି ଅଫିସ୍‌ରେ ଓଏଫଏସ୍‌ ଅଧିକାରୀ ଭାବେ ଆଜି ଯୋଗ ଦେଇଥାନ୍ତେ। ହେଲେ ଗତକାଲି ସେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେବା ଘଟଣାକୁ ରହସ୍ୟ ଘେରକୁ ଟାଣି ନେଉଛି। ପୁଲିସ୍‌ ପ୍ରାଥମିକ […]

UQ6Fae2j

UQ6Fae2j

Niharika Rout
  • Published: Monday, 29 June 2020
  • Updated: 29 June 2020, 09:22 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାକିରିରେ ଯୋଗ ଦେବା ପୂର୍ବ ଦିନ ଆତ୍ମହତ୍ୟା କରିଛନ୍ତି ଓଏଫ୍ଏସ ଅଧିକାରୀ। ଏପରି ଅଭାବନୀୟ ଘଟଣା ରାଜଧାନୀ ଖଣ୍ଡଗିରି ଥାନା ଡୁମଡୁମା ଫେଜ୍ ୪ରେ ଘଟିଛି। ମୃତକ ହେଲେ ଅଭିଳାଶ ସ୍ୱରୂପ ମହାପାତ୍ର।

ପୁଲିସ୍‌ ସୂଚନା ଅନୁଯାୟୀ, ଅଭିଳାଷ ଆଜି ଭୁବନେଶ୍ୱରସ୍ଥିତ ଟ୍ରେଜେରି ଅଫିସ୍‌ରେ ଓଏଫଏସ୍‌ ଅଧିକାରୀ ଭାବେ ଆଜି ଯୋଗ ଦେଇଥାନ୍ତେ। ହେଲେ ଗତକାଲି ସେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେବା ଘଟଣାକୁ ରହସ୍ୟ ଘେରକୁ ଟାଣି ନେଉଛି।

ପୁଲିସ୍‌ ପ୍ରାଥମିକ ତଦନ୍ତରୁ,  ଅଭିଳାଷଙ୍କ ପ୍ରକୃତ ଘର ଟିଟିଲାଗଡରେ । କିନ୍ତୁ ସେ ରାଜଧାନୀ ଖଣ୍ଡଗିରି ଥାନା ଡୁମଡୁମା ଫେଜ୍‌ରେ ପତ୍ନୀଙ୍କ ସହ ରହୁଥିଲେ ।  ଅଭିଳାଷ ପୂର୍ବରୁ ଏକ ବ୍ୟାଙ୍କରେ ଚାକିରି କରିଥିଲେ। କିଛି ମାସ ତଳେ ଓଫଏସ୍ ପାଇଥିଲେ। ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ପରେ ଅଭିଳାଶ ଏପରି ପଦକ୍ଷେପ ନେଇଥିବା ଜଣାଯାଇଛି।

ଗତକାଲି  ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ହେବା ପରେ  ଅଭିଳାଶ ଏକ ରୁମ୍‌ ଭିତର ପଟୁ କବାଟ ଦେଇଦେଇଥିଲେ। କବାଟ ବାଡେଇ ଡାକିଲେ ବି ନ ଶୁଣିବାରୁ ପରିବାର ଲୋକେ ଘର କବାଟ ଭାଙ୍ଗିଥିଲେ।  ଘର ଭିତରୁ ଝୁଲନ୍ତା ଅବସ୍ଥାରେ  ମୃତଦେହ ଉଦ୍ଧାର କରାଯାଇଥିଲା। ଏନେଇ ଖଣ୍ଡିଗିରି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ଅଭିଳାଶ କାହିଁକି ଏଭଳି ନିଷ୍ପତ୍ତି ନେଲେ, ଏନେଇ ଏବେ ଚର୍ଚ୍ଚା ଧରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story